IBN ଓଡ଼ିଶା ବ୍ୟୁରୋ

ଶାସ୍ତ୍ର ଅନୁସାରେ ସ୍ତ୍ରୀ ମାନଙ୍କ ଶାରୀରିକ ଗଠନ ଖୋଲିଥାଏ ବହୁତ ରହସ୍ୟ, ଏହି ସ୍ତ୍ରୀ ମାନେ ଅଟନ୍ତି ଭାଗ୍ୟଶାଳୀ

ଯେମିତିକି ଆପଣ ଜାଣିଥିବେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତି ର କୁଣ୍ଡଳୀ ଏବଂ ରାଶି ମାଧ୍ୟମରେ ବ୍ୟାକଟୀର ଆଗତ ଭବିଷ୍ୟତ ବିଷୟରେ ଜଣାପଡିଥାଏ, ସେମିତି ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବ୍ୟକ୍ତି ର ଶରୀରର ଅଙ୍ଗ ରୁ ତାର ଭବିଷ୍ୟତ ବିଷୟରେ ବହୁତ କିଛି ଜଣା ପଡିଥାଏ। ଏମିତି କୁହାଯାଏ କି ସମସ୍ତ ସଫଳ ପୁରୁଷ ପଛରେ ଗୋଟେ ନାରୀର ହାତ ଥାଏ, ସେଇଠି ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଭାଗ୍ୟଶାଳୀ ମହିଳା ମାନଙ୍କର କିଛି ବିଶେଷ କଥା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ। ଆଜି ଆମେ ମହିଳା ମାନଙ୍କ କିଛି ଅଙ୍ଗ ବିଷୟରେ କହିବୁ ଯାହାର ବିକାଶ ଯଦି ପୂର୍ଣ୍ଣ ରୂପରେ ହୁଏ ତେବେ ମହିଳା ନିଜର ସ୍ଵାମୀ ପାଇଁ ଭାଗ୍ୟବତୀ ଅଟେ।

 

ନାଭି ରେ ତିଳ ଚିହ୍ନ

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ମାନଙ୍କ ନାଭି ର ଆଖପାଖ ବା ଠିକ ତଳେ ତିଳ ଚିହ୍ନ ଥାଏ, ସେହି ସ୍ତ୍ରୀ ନିଜ ସ୍ଵାମୀ ଓ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ଅଟେ।

 

ପାଦ ତଳେ ତ୍ରିକୋଣ ର ଚିହ୍ନ

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ମାନଙ୍କ ପାଦ ତଳେ ତ୍ରିକୋଣ ର ଚିହ୍ନ ହୋଇଥାଏ ସେହି ସ୍ତ୍ରୀ ମାନେ ବହୁତ ବୁଦ୍ଧି ମାନ ଅଟନ୍ତି, ଏବଂ ଏମାନଙ୍କର ବୁଝିବା ଶକ୍ତି ଅଧିକ ଥାଏ, ଏମାନେ ନିଜ ଜ୍ଞାନ ବଳରେ ନିଜ ପରିବାରର ସହାୟତା କରନ୍ତି।

 

ନାକ ପାଖରେ ତିଳ ଚିହ୍ନ

ନାକର ଅଗର ଭାଗରେ ଟିଲ ଥିଲେ ସେହି ସ୍ତ୍ରୀର ଭାଗ୍ୟ ବହୁତ ଉଜ୍ଜ୍ଵଳ ବୋଲି କୁହାଯାଏ। ଭାଗ୍ୟ ସର୍ବଦା ତାହାର ସାଥ ଦିଏ। ସେ ଯେଉଁ ପରିବାର କୁ ବି ଗଲେ ସେହି ପରିବାରର ଭାଗ୍ୟ ଖୋଲିଯାଏ। ସେହି ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହୁଏ।

 

ଗଭୀର ନାଭି

ଯେଉଁ ସ୍ତ୍ରୀ ମାନଙ୍କର ନାଭି ବହୁତ ଗଭୀର ଅଟେ କିନ୍ତୁ ଭିତରୁ ଉଠି ନଥିବ, ସେହିଭଳି ସ୍ତ୍ରୀ ନିଜ ଜୀବନରେ ସର୍ବଦା ସୁଖୀ ରୁହନ୍ତି। ଏମାନକୁ ନିଜ ଜୀବନରେ କେବେ ବି ଦୁଖ ଦେଖିବାକୁ ପଡେ ନାହିଁ।

 

ହିନ୍ଦୁ ଧର୍ମରେ ମହିଳାକୁ ଲକ୍ଷ୍ମୀର ଦରଜା ଦିଆଯାଇଛି। ସ୍ତ୍ରୀ ମାନଙ୍କୁ ବହୁତ ପବିତ୍ର ମନାଯାଏ। ଏମିତି ମନାଯାଏ ଯେ କୌଣସି ମହିଳା ଗୋଟେ ଘରକୁ ସ୍ଵର୍ଗ କରିପାରେ ଓ ସେ ହିଁ ନର୍କ ମଧ୍ୟ କରିପାରେ। ଶାସ୍ତ୍ର ରେ ଏହି କଥାର ଉଲ୍ଲେଖ ମିଳିଥାଏ।ଉପୋରୋକ୍ତ ଯାହା ଆମେ ଆପଣଙ୍କୁ କହିଲୁ ଯଦି ସେହି ଭଳି ଶାରିରୀକ ଗଠନ କୌଣସି ମହିଳାର ଥାଏ ତେବେ ସେହି ନାରୀ ଆପଣଙ୍କ ପାଇଁ ବହୁତ ଭାଗ୍ୟଶାଳୀ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button