Uncategorized
ନନଭେଜ୍ ଖାଇଲା ପରେ କେବେ ବି ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ନହେଲେ ହେଇପାରେ ଅନେକ ରୋଗ।

ପିଲାବେଳୁ ଆମେ ସମସ୍ତେ ଘରେ ଶୁଣିଛୁ ଯେ ମାଛ ଖାଇଲା ପରେ କ୍ଷୀର ପିଇବା ଉଚିତ୍ ନୁହେଁ. ଏହା ଫାଇଦା ପହଞ୍ଚାଇବା ପରିବର୍ତ୍ତେ ବିଷ ପରି କାମ କରିଥାଏ. ଆମେ ସମସ୍ତେ ଚାହୁଁ ଯେ ଆମେ ଭଲ ହୃଷ୍ଟପୃଷ୍ଟ ରହିବା ପାଇଁ କିନ୍ତୁ ଏହା ହୋଇପାରେନି. ଭାରତରେ ପ୍ରାୟ ସମସ୍ତେ ନନଭେଜ୍ ଖାଇବାକୁ ପସନ୍ଦ କରନ୍ତି. କିଛି ଲୋକ ତ ଏମିତି ଅଛନ୍ତି ଯେଉଁମାନେ ପ୍ରତିଦିନ ନନଭେଜ୍ ଖାଇଥାନ୍ତି.
କେବେ ବି କ୍ଷୀର ସହିତ କଲରା ଓ ଲୁଣ ସେବନ କରନ୍ତୁ ନାହିଁ ,ଏହା ଆପଣଙ୍କୁ ଲାଭ ପରିବର୍ତ୍ତେ କ୍ଷତି ପହଞ୍ଚାଇଥାଏ।
ସେଥିପାଇଁ କେବେ ବି ମାଂସ କି ମାଛ ଖାଇବା ପରେ କି ଖାଇବା ପୂର୍ବରୁ କ୍ଷୀର ପିଅନ୍ତୁ ନାହିଁ ଏମିତି କରିବା ଦ୍ଵାରା ଆପଣଙ୍କ ଦେହରେ ଧଳା ଧଳା ଦାଗ ହେବାର ସମ୍ଭାବନା ଅଛି




