କାହିଁକି ଚର୍ତୁଥି ରାତିରେ ବିଛଣାକୁ ଫୁଲରେ ସଜାଯାଏ- ଜାଣନ୍ତୁ ଏହା ପଛରେ ଥିବା କାରଣ

ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଆମ ହିନ୍ଦୁ ଧର୍ମରେ ଥିବା ଏକ ପରମ୍ପରା ବିଷୟରେ କହିବୁ ଯାହା ଆପଣ ମାନେ ପାଳନ ତ କରନ୍ତି କିନ୍ତୁ ଏହା ପଛରେ ଥିବା କାରଣ ଆପଣ ଜାଣି ନ ଥିବେ । ଆଜି ଆମେ ପଣଙ୍କୁ ସେହି ପ୍ରଥା ପଛରେ ଥିବା କାରଣ ବିଷୟରେ କହିବାକୁ ଯାଉଛୁ । ବିବାହ ଏକ ପବିତ୍ର ବନ୍ଧନ ଏହା ତ ଆପଣ ଜାଣିଥିବେ । ଗୋଟେ ପୂ ଗୋଟେ ଝିଅ ଯେବେ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ଏହା ତାଙ୍କର ଜନ୍ମ ଜନ୍ମ ର ସମ୍ପର୍କ ହୋଇଥାଏ । ଯଦି ଦୁଇ ଜଣଙ୍କ ମଧ୍ୟରେ ସେତିକି ଭଲ ପାଇବା ଓ ସମ୍ମାନ ରୁହେ ତେବେ ମୃତ୍ୟୁ ପରେ ହିଁ ଏହି ସମ୍ପର୍କ ଶେଷ ହୁଏ ଏହା ଆଗରୁ ନୁହେଁ ।
ତେବେ ବିବାହ ପରେ ଯାହା ସବୁ ରୀତି ନୀତି ଅଛି ସେଥି ମଧ୍ୟରୁ ଏହି ଚତୁର୍ଥୀ ରାତି ହେଉଛି ମୁଖ୍ୟ , କାରଣ ଏହି ଦିନ ଦୁଇ ଜଣ ବ୍ୟକ୍ତି ଶରୀର ଓ ଆତ୍ମା ରୁ ଏକ ହୋଇ ଯାଆନ୍ତି । ନିଜର ବୈବାହିକ ଜୀବନକୁ ଆଗକୁ ବଢାଇବାର ପ୍ରଥମ ପାଦ ଆଗକୁ ବଢାନ୍ତି । ସେଥିପାଇଁ ସେମାନଙ୍କ ସୁଖୀ ଜୀବନ କେମିତି ସୁଖ ଓ ସୁଗନ୍ଧରେ ଭାରି ରହୁ ଚତୁର୍ଥୀ ଶେଜକୁ ଫୁଲରେ ସଜା ଯାଇ ଥାଏ ।




