Uncategorized
ଭେଣ୍ଡି ଦୂର କରିବ ଡାଇବେଟିସ୍ ଓ ସାହାଯ୍ୟ କରିବ ଓଜନ ନିୟନ୍ତ୍ରଣରେ – ଜାଣନ୍ତୁ କେମିତି?

ଭେଣ୍ଡି ଏକ ସୁଆଦିଆ ପରିବା । ଡାକ୍ତର ମତରେ ସପ୍ତାହକୁ ୩ ରୁ ୪ଥର ଭେଣ୍ଡି ଖାଇବା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । ଏହା ସହିତ କଞ୍ଚା ଭେଣ୍ଡି କହିବା ଦ୍ୱାରା ପୁରୁଷତ୍ୱ ବଢିଥାଏ । ଭେଣ୍ଡିରେ ପ୍ରଚୁର ପରିମାଣର ରୋଗ ପ୍ରତିରୋଧକ କ୍ଷମତା ଥାଏ ।
ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ପରିମାଣର ଥିବା ହେତୁ ଶରୀରକୁ ଶକ୍ତି ଯୋଗାଇବାରେ ମଧ୍ୟ ସାହାଯ୍ୟ କରେ । ଝିଅ ମାନେ ଓଜନ ନିୟନ୍ତ୍ରଣ କରିବାକୁ ଭେଣ୍ଡିରେ ପ୍ରସ୍ତୁତ ଖାଦ୍ୟ ଖାଇବା ଉଚିତ ।