IBN ଓଡ଼ିଶା ବ୍ୟୁରୋ
ପୁଅଙ୍କର କେଉଁ ଅଙ୍ଗ ଝିଅଙ୍କୁ ଆର୍କଷିତ କରିଥାଏ

ଝିଅଙ୍କୁ ଇମ୍ପ୍ରେସ କରିବାକୁ ହେଲେ ପ୍ରଥମେ ତାଙ୍କର ପସନ୍ଦ ନାପସନ୍ଦ ଜାଣିବାକୁ ହେବ । ପୁଅ ମାନଙ୍କର ଏମିତି ଅଙ୍ଗ ଅଛି ଯାହାକୁ ଦେଖି ଗୋଟିଏ ଝିଅ ଆର୍କଷିତ ହୋଇଥାଏ ।
ଆଖି: ପ୍ରଥମେ ଗୋଟିଏ ଝିଅ ଆଖି ଦେଖି ଆର୍କଷିତ ହୋଇଥାଏ । ଏହି ଆଖି ନିଜର ନିଜର ଅନୁଭବ ହେଇଥାଏ ଓ କୁହାଯାଏ ଗୋଟିଏ ପୁଅର ହୃଦୟର କଥା ତାଙ୍କ ଆଖିରେ ଦେଖାଯାଏ । ସେଥିପାଇଁ ଝିଅ ପୁରୁଷଙ୍କ ଆଖିକୁ ବହୁତ ପସନ୍ଦ କରନ୍ତି।
ଚଉଡା ଛାତି: ପୁରୁଷଙ୍କ ଆର୍କଷିତ ଚେହାରା ସହିତ ତାଙ୍କ ଚଉଡା ଛାତି ମଧ୍ୟ ଗୋଟିଏ ଝିଅକୁ ଆର୍କଷିତ କରିଥାଏ । ଆଜିକାଲି ଝିଅ ଚଉଡା ଛାତି ଓ ଶକ୍ତ ଶରୀର ଥିବା ପୁଅଙ୍କୁ ଖୁବ୍ ପସନ୍ଦ କରନ୍ତି ।