IBN ଓଡ଼ିଶା ବ୍ୟୁରୋ

ଯେତେ ସମ୍ଭବ ଏହି ପୁଅ ମାନଙ୍କ ଠାରୁ ଦୁରେ ରୁହନ୍ତୁ, ନହେଲେ ପୁରା ଜୀବନ ପସ୍ତଉଥିବେ…

ସବୁ ଝିଅ ମାନଙ୍କର ଇଛା ରହିଥାଏ । ଯେ ତାଙ୍କ ଜୀବନରେ ଏକ ଏମିତି ପୁଅ ଆସୁ । ଯିଏ ତାକୁ ସବୁବେଳେ ଖୁସିରେ ରଖିପାରିବ । ଯାହା ସହିତ ସେମାନେ ଖୁସିରେ ଜୀବନ ବିତାଇପାରିବେ । ହେଲେ ବେଳେବେଳେ ଝିଅ ମାନଙ୍କର ପୁଅ ଚିହ୍ନିବାରେ ଭୁଲ୍ ହୋଇଯାଇଥାଏ । ଯାହା ଫଳରେ ଝିଅ ମାନେ ପ୍ରାୟତଃ ବିବାହ ପରେ ଏହି କାରଣ ପାଇଁ ପସ୍ତେଇଥାନ୍ତି । ତେବେ ଏହି 5 ନାମର ପୁଅଙ୍କ ଠାରୁ ଯେତେ ଶୀଘ୍ର ସମ୍ଭବ ଦୂରେଇ ରୁହନ୍ତୁ । ନଚେତ ଜୀବନରେ ବହୁତ ପସ୍ତେଇବାକୁ ପଡିଥାଏ ।

1- C ନାମର ପୁଅ ମାନେ ରାଗୀ ସ୍ଵଭାବର ହୋଇଥାନ୍ତି । ତେଣୁ ଏମାନେ ଯେତେବେଳେ ଅଧିକ ରାଗି ଯାଇଥାନ୍ତି । ସେତେବେଳେ ଏମାନେ ତାଙ୍କର ସବୁ ରାଗ ନିଜ ସ୍ତ୍ରୀ ଉପରେ ସାରି ଦେଇଥାନ୍ତି । ଯେଉଁ କାରଣରୁ ଏହି ସ୍ଵାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କରେ ବହୁତ ଥର ଝଗଡା ଲାଗିଯାଇଥାଏ ।

2- K ନାମର ପୁଅ ମାନଙ୍କ ଠାରେ ସାଧାରଣତଃ 2 ପ୍ରକାରର ସ୍ଵଭାବ ରହିଥାଏ । ପ୍ରଥମେତଃ ଏହି ପୁଅ ମାନେ ଅନ୍ୟ ମାନଙ୍କ ଆଗରେ ଗୋଟିଏ ପ୍ରକାରର ହୋଇଥାନ୍ତି । ଦିତୀୟରେ ଏମାନେ ନିଜ ସ୍ତ୍ରୀ ଘର ପରିବାର କି ନିଜ ସ୍ତ୍ରୀ ଆଗରେ ଗୋଟିଏ ପ୍ରକାରର ହୋଇଥାନ୍ତି । ଯେପରି ଏମାନେ ନିଜ ଇଛା ଅନୁସାରେ ନିଜର ଅନେକ କାମ କରିବାକୁ ପସନ୍ଦ କରିଥାନ୍ତି । ତେଣୁ ବହୁ ସମୟରେ ଏହି ଦମ୍ପତ୍ତିଙ୍କ କ୍ଷେତ୍ରରେ ମନୋମାଳିନ୍ୟ ଦେଖାଯାଇଥାଏ ।

3- O ନାମର ପୁଅ ମାନେ ବହୁତ ସନ୍ଦେହୀ ନଜରର ହୋଇଥାନ୍ତି । ଏମାନେ ନିଜ ସ୍ତ୍ରୀ କୁ ଅଧିକ ଫ୍ରିଡମ ଦେଇନଥାନ୍ତି । ଏମାନେ ନିଜ ହିସାବରେ ନିଜ ସ୍ତ୍ରୀ କୁ ଚାଲିବାକୁ ସବୁବେଳେ କହିଥାନ୍ତି । ଯେତେବେଳେ ଏହି ପୁଅ ମାନେ ଅଧିକ ରାଗିଯାଇଥାନ୍ତି । ସେତେବେଳେ ନିଜ ସ୍ତ୍ରୀ ଉପରେ ହାତ ମଧ୍ୟ ଉଠାଇ ଦେଇଥାନ୍ତି ।

4- T ନାମର ପୁଅ ମାନଙ୍କର ବାହାଘର ପରେ ନିଜ ସ୍ତ୍ରୀ ପ୍ରତି ଥିବା ପ୍ରେମ ଫିକା ପଡିଯାଇଥାଏ । ଏମାନେ ନିଜ ସ୍ତ୍ରୀ ଅପେକ୍ଷା ଅନ୍ୟ କାମରେ ଅଧିକ ଗୁରୁତ୍ଵ ଦେଇଥାନ୍ତି । ତେଣୁ ନିଜ ସ୍ତ୍ରୀ ପାଖରେ ଏମାନେ ଅଧିକ ସମୟ ବିତାଇ ପାରିନଥାନ୍ତି । ଯେଉଁ କାରଣରୁ ଏମାନେ ଯାହାକୁ ବାହା ହୋଇଥାନ୍ତି । ସେହି ସମ୍ପର୍କରେ ଏତେ ମଧୁରତା ନଥାଏ ।

5- Y ନାମର ପୁଅ ମାନଙ୍କ କ୍ଷେତ୍ରରେ ଅଧିକାଂଶ ସମୟରେ ଏପରି କିଛି ଦେଖାଯାଇଥାଏ । ଯେ ଏହି ପୁଅ ମାନେ କୌଣସି ଗୀତିଏ ଝିଅ ପାଖରେ ସନ୍ତୁଷ୍ଠ ହୋଇ ରହିପାରିନଥାନ୍ତି । ତେଣୁ ଏମାନେ ଜଣଙ୍କୁ ବିବାହ କରିବା ସହ ବହୁ ସମୟରେ ଅନ୍ୟ ଝିଅ ସହ ମଧ୍ୟ ସମ୍ପର୍କ ଏହି ନାମର ପୁଅ ମାନେ ରଖିଥାନ୍ତି । ତେଣୁ ଏହି ନାମର ପୁଅଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଏହି ସବୁ କଥା ଉପରେ ଧ୍ୟାନ ଦେବାକୁ ପଡିବ ।

ପୋଷ୍ଟଟି ପସନ୍ଦ ଆସିଥିଲେ । ପେଜକୁ ଗୋଟେ ଲାଇକ୍ ଓ ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button