IBN ଓଡ଼ିଶା ବ୍ୟୁରୋ

ଏପରି ମହିଳାଙ୍କଠାରୁ ଦୂରରେ ରହିବା ଉଚିତ, ନଚେତ ଜୀବନକୁ ବର୍ବାଦ କରି ଦିଅନ୍ତି ।

ଆଚାର୍ଯ୍ୟ ଚାଣକ୍ୟ ମହିଳାମାନଙ୍କର ଅନେକ ଖରାପ ଗୁଣ ବିଷୟରେ କହିଛନ୍ତି। ଯେଉଁଥିପାଇଁ ମହିଳାମାନେ ନିଜ ଜୀବନକୁ ସଂପୂର୍ଣ୍ଣ ନଷ୍ଟ କରିଦିଅନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଜଣେ ମହିଳାଙ୍କ ମନରେ କଣ ଚାଲିଛି ଏହାକୁ କେହି ଚିହ୍ନି ପାରିବେ ନାହିଁ। ଭଲ ଗୁଣରେ ପରିପୂର୍ଣ୍ଣ ଜଣେ ମହିଳା ଘରକୁ ପରିପୂର୍ଣ୍ଣ କରୁଥିବାବେଳେ ଖରାପଗୁଣ ଥିବା ଜଣେ ମହିଳା ଘରକୁ ବ-ର୍ବାଦ ଦିଗକୁ ନେଇଥାନ୍ତି।

ଶ୍ଳୋକ-
ଅନୁତଂ ସହାସଂ ମାୟା

ମୂର୍ଖତ୍ୱମୋତିଲୋଭିତା।

ଅଶୌଚତ୍ୱ ନିର୍ଦୟତ୍ୱମ ସ୍ତ୍ରୀଣାମଂ ଦୋସଃ ସ୍ୱଭାବଯାଃ।।

ଏହି ଶ୍ଳୋକ ମାଧ୍ୟମରେ ଆଚାର୍ଯ୍ୟ ଚାଣକ୍ୟ ମହିଳାଙ୍କ 5 ଟି ଖରାପ ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଯଦି କୌଣସି ମହିଳାଙ୍କର ଏହି ଖରାପ ଗୁଣ ଥାଏ ତେବେ ସେମାନଙ୍କଠାରୁ ଦୂରରେ ରହିବା ଭଲ। ତେବେ ଆସନ୍ତୁ ଜାଣିବା ସେହି ଖରାପ ଗୁଣ ଗୁଡିକ ବିଷୟରେ।

ନଖରା ଦେଖାଉଥିବା ମହିଳାମାନେ:-
ଯେଉଁ ମହିଳାମାନଙ୍କ ଭିତରେ ବହୁତ ନଖରା ଥାଏ ସେମାନଙ୍କଠାରୁ ଦୂରରେ ରୁହନ୍ତୁ। ନଖରାଥିବା ମହିଳାମାନେ ଛୋଟ ଛୋଟ କଥାକୁ ବଡକରି କହିଥାନ୍ତି ଏବଂ ନିଜର କଥା ରଖିବା ପାଇଁ ଯେକୌଣସି ସ୍ତରକୁ ମଧ୍ୟ ଯାଇପାରନ୍ତି। ନୀତି ଶାସ୍ତ୍ର ଅନୁସାରେ ସେ ଶ୍ଳୋକ ମାଧ୍ୟମରେ କହିଛନ୍ତି ଯେ ନଖରା ଥିବା ମହିଳାମାନେ ଜୀବନକୁ ନର୍କରେ ପରିଣତ କରିଦିଅନ୍ତି। ସେହିଭଳି, ଛୋଟ ଛୋଟ କଥାରେ କାନ୍ଦୁଥିବା ଝିଅମାନେ ମଧ୍ୟ ଭୟଙ୍କର ଅଟନ୍ତି।

ଚିନ୍ତା ନକରି ନିଷ୍ପତ୍ତି ନେବା:-
ଯେଉଁ ଝିଅମାନେ ଚିନ୍ତା ନକରି ନିଷ୍ପତ୍ତି ନିଅନ୍ତି ସେମାନଙ୍କଠାରୁ ମଧ୍ୟ ଦୂରତା ରଖନ୍ତୁ। ଯେଉଁଝିଅମାନେ ଚିନ୍ତା ନକରି ନିଷ୍ପତ୍ତି ନିଅନ୍ତି ସେମାନେ ନିଜକୁ ବି-ପଦରେ ପକାନ୍ତି।

ପ୍ରତି କଥାରେ ମିଛ କହିବା:-
ଚାଣକ୍ୟ କହିଛନ୍ତି ଯେ ଅନେକ ମହିଳା କଥା କଥାରେ ମିଛ କହିଥାନ୍ତି । ସେମାନଙ୍କୁ କେବେବି ବିଶ୍ୱାସ କର ନାହିଁ । ଏପରି ଝିଅମାନେ ନିଜକୁ ରକ୍ଷା କରିବା ପାଇଁ କିଛିବି କରିପାରନ୍ତି। ସେମାନେ ନିଜ ଲାଭ ପାଇଁ ଯେକୌଣସି ସ୍ତରକୁ ଯାଇପାରନ୍ତି। ଏପରି ମହିଳାମାନଙ୍କୁ ବିଶ୍ୱାସ କରିବା ଉପଯୁକ୍ତ ନୁହେଁ।

ଅଧିକ ଆତ୍ମବିଶ୍ୱାସୀ ହେବା:-
ଯେଉଁ ମହିଳାମାନଙ୍କର ଭିତରେ ଅଧିକ ଆତ୍ମବିଶ୍ୱାସ ଥାଏ ସେମାନେ କାହାର ସମ୍ମାନ କରନ୍ତି ନାହିଁ। ଏହିପରି ମହିଳାମାନେ ସର୍ବଦା ନିଜର ମତ ରଖନ୍ତି । ଚାଣକ୍ୟ କହିଛନ୍ତି ଯେ ଅତ୍ୟଧିକ ଆତ୍ମବିଶ୍ୱାସ ହେତୁ ମହିଳାମାନେ ମୂର୍ଖାମୀ କରିଥାନ୍ତି। ଯେଉଁଥିପାଇଁ ସେ ନିଜେ ଅସୁବିଧାରେ ପଡ଼ନ୍ତି ।

ଧନ ଲୋଭୀ:-
ଯେଉଁ ମହିଳାମାନେ ଅଳଙ୍କାର ଏବଂ ଟଙ୍କାକୁ ବହୁତ ଭଲ ପାଆନ୍ତି । ସେମାନେ ଟଙ୍କା ପାଇଁ କାହାକୁ କ୍ଷତି ମଧ୍ୟ ପହଞ୍ଚାଇପାରନ୍ତି। ଏପରି ମହିଳାମାନେ ଟଙ୍କାକୁ ଅଧିକ ଭଲ ପାଆନ୍ତି ଏବଂ ଠିକ୍ ଭୁଲ କିଛି ଜାଣିପାରନ୍ତି ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button