IBN ଓଡ଼ିଶା ବ୍ୟୁରୋ

ପୁରା ଦିନରେ ଏହି ଗୋଟେ ସମୟ ଆସେ ଯାହା ଚାହିଁବେ ପାଇବେ ।

ଲମ୍ବା ସମୟରେ ଯେତେବେଳେ ଆମର ଇଛା ଆମର ସ୍ବପ୍ନ ପୂରଣ ହୁଏ ନାହିଁ ମନରେ ବହୁତ ପ୍ରଶ୍ନ ଉଙ୍କିମାରେ ଯେ କେତେବେଳେ ମୋର ସବୁ ଆଶା ସ୍ବପ୍ନ ପୁରଣ ହେବ। ଏଥିପାଇଁ ପରିଶ୍ରମ ତ ବହୁତ ଜରୁରୀ ଅଟେ ତା ସହ ଭଗବାନଙ୍କ ଆଶୀର୍ବାଦ ମଧ୍ୟ ବହୁତ ଆବଶ୍ୟକ ଯେତେ କାର୍ଯ୍ୟ କରିଲେ ମଧ୍ୟ ଯଦି ଈଶ୍ୱରଙ୍କ କୃପା ଆପଣଙ୍କ ଉପରେ ରହିବନି ତାହେଲେ ଆପଣଙ୍କୁ କିଛି ମିଳିପାରିବ ନାହିଁ । ସମସ୍ତେ ଭଗବାନଙ୍କର ସ୍ମରଣରେ ଯାଇଥାନ୍ତି କିଛି ନ କିଛି ମାଗିଥାନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି କି ପୁରା ଦିନରେ ଗୋଟେ ଏମିତି ସମୟ ଅଛି ଯେଉଁ ସମୟରେ ଆପଣ ଯାହା ବି ମାଗିବେ ଆପଣଙ୍କର ସବୁକିଛି ପୁରଣ ହେଇଯିବ।

ସବୁକଥା ସତ ହୋଇଥାଏ

 

ଭାକୁ ଶୁଣି ଆପଣଙ୍କୁ ଟିକେ ଅଜବ ଲାଗୁଥିବ କିନ୍ତୁ ଏହା ସବୁଠୁ ସତ ଦିନରେ ଆସୁଥିବା ଏହି ସମୟ କିଛି ଏମତି ହୋଇଥାଏ କି ଆପଣ କିଛି ବି ମାଗିକି ଆପଣଙ୍କ ଇଛା ଭଗବାନଙ୍କର ପାଖରେ ପହଞ୍ଚାଇ ପାରିବେ ଆଉ ତାହା ପୂରଣ ହେବାରେବି ପୁରା chance ଥାଏ । ଶାସ୍ତ୍ରେ କୁହାଯାଇଛି କି ପୁରା ଦିନରେ ଗୋଟିଏ ଏମିତି ସମୟ ଥାଏ କି ଯେତେବେଳେ ଆପଣଙ୍କ ମୁହଁରୁ ବାହାରିଥିବା ସବୁକଥା ସତ ହୋଇଥାଏ । ଆପଣ ମାଗିଥିବା ସବୁ ଇଛା ପୂର୍ଣ ହୋଇଥାଏ ମାନା ଯାଏ କି ଏହି ସମୟରେ କଣ୍ଠରେ ମା ସରସ୍ଵତୀଙ୍କର ବାସ ହୁଏ ।

golden ସମୟ

 

ସେଥିପାଇଁ ଆପଣ ଯାହା ବି ମାଗିଥାନ୍ତି ତାହା ପୂରଣ ହୋଇଥାଏ ଏହି ସମୟକୁ golden ସମୟ ବୋଲି କୁହାଯାଏ ଏହି ସମୟର ଅପେକ୍ଷା ସମସ୍ତଙ୍କୁ ରହିଥାଏ । ଏହି ସମୟର ଗଣନା କରିବାର ଗୋଟେ ସିଦ୍ଧାନ୍ତ ଆଛି ଏହି ସବୁ ଗଣନା ମାସ ଓ ଦିନର ଆଧାରରେ କରାଯାଏ ଯେମିତିକି ମାନନ୍ତୁ ଏବେ ଫେବୃଆରୀ ମାସ ଆରମ୍ଭ ହୋଇଛି ଆଉ 5 ତାରିଖ ଅଟେ ତାହେଲେ ଆଜିର golden ସମୟ ହେବ 5:02 . ସେହି ପ୍ରକାରରେ ଏପ୍ରିଲ ମାସ ହୋଇଥିବ ଆଉ ତାରିଖ 15 ହୋଇଥିବ ତାହେଲେ golden ସମୟ ହେବ 15: 04 ।ଏହି ସମୟକୁ ଗଣନା କରିବାପାଇଁ ପ୍ରଥମେ ତାରିଖକୁ ରଖିଥାନ୍ତି ତାପରେ ମାସକୁ ଆର୍ଥତ ତାରିଖକୁ ଘଣ୍ଟାରେ ରଖାଯାଏ ଓ ମାସକୁ ମିନିଟ୍ ରେ କିନ୍ତୁ 25-31 ତାରିଖ ପାଇଁ ଏହାର ଓଲଟା କରାଯାଇଥାଏ । ଅର୍ଥାତ ଆହି ଦିନରେ golden ସମୟ ପାଇଁ ପ୍ରଥମେ ମାସକୁ ରଖିବା ତାପରେ ତାରିଖକୁ ରଖାଯାଇଥାଏ । ଏହି golden ସମୟରେ କିଛି ବି ମାଗିଲେ ପୁରଣ ହୋଇଯାଏ ବୋଲି ମାନ୍ୟତା ଅଛି ।

Related Articles

Leave a Reply

Your email address will not be published. Required fields are marked *

Back to top button