କେବଳ ୬ମାସ ଖାଆନ୍ତୁ ଏହି ଜିନିଷ, ବ୍ଲଡ ପ୍ରେସର କମିବ ଓ ହୃଦୟ ରହିବ ସୁସ୍ଥ- କଣ ଏହି ଜିନିଷ ଜାଣନ୍ତୁ

ହାଇ ବ୍ଲଡ ପ୍ରେସର ଏକ ଭୟଙ୍କର ରୋଗ ଅଟେ, ଏହାକୁ ଅବହେଳା କଲେ ଲୋକ ଜୀବନ ବି ଯାଇ ପାରେ । ବୟସ ଅନୁଯାଇ ବ୍ଲଡ ପ୍ରେସର ବି ବଢି ବଢି ଯାଏ ସେଥିପାଇଁ ବୟସ ଅନୁଯାଇ ଶରୀର କୁ ଅତ୍ୟଧିକ ଧ୍ୟାନ ଦବା କଥା । ହାଇ ବ୍ଲଡ ପ୍ରେସର ସେତେବେଳେ ହୋଇଥାଏ ଯେତେବେଳେ ଶରୀର ଭିତରେ ରକ୍ତ ପ୍ରବାଃ ବଢିଥାଏ ଏବଂ ଏହା ଦ୍ଵାରା ଭଲ ଟିସୂ ନଷ୍ଟ ହୋଇଥାନ୍ତି । ଆମ ଶରୀର ପାଇଁ ଏହି ଟିସୂ ଆବଶ୍ୟକ ଅଟେ କିନ୍ତୁ ଏହି ରୋଗ ରେ ଏହି ଟିସୂ ଗୁଡିକ ନଷ୍ଟ ହୋଇଥାନ୍ତି ।
ୟୂରୋପିଆ ଏବଂ ଏଶିୟା ଦେଶମାନଙ୍କ ରେ ଅଲସୀ ବା ପେଶୁ ବହୁତ ସମୟ ପୂର୍ବରୁ ଉପଯୋଗ ହୋଇ ଆସୁଛି, ଜର୍ନାଲ ହାଇପରଟେନସନ ରେ ପ୍ରକାଶିତ ଗୋଟେ ଅଧ୍ୟୟନ ଅନୁଯାଇ ଯେଉଁ ଲୋକ ୬ମାସ ଯାଏ ପ୍ରତି ଦିନ ୩୦ଗ୍ରାମ ଅଲସୀ ବିହନ ର ସେବନ କରନ୍ତି ତାଙ୍କ ହାଇ ବ୍ଲଡ ପ୍ରେସର ୧୫ଏମଏମ ଏଚଜି କମି ଥାଏ ଏବଂ ଲୋ ବ୍ଲୋଡ ପ୍ରେସର ରେ ୮ଏମଏମ ଏଚଜି ବଢି ଥାଏ ।
ଅଲସୀ (ପେଶୁ) ବିହନ ଲାଭ :
-ଅଲସୀ ବିହନ ସେବନ କଲେ ଆପଣଙ୍କ ଓଜନ କମିବ, ଚେହେରା ସୁନ୍ଦର, ଚୁଟି, ପେଟ ସମ୍ବନ୍ଧୀୟ ସମସ୍ଯା, ହୃଦୟ ରୋଗ, ହାର୍ଟ ବ୍ଲକେଜ କେତେ ପ୍ରକାର ରୋଗ ରୁ ମୁକ୍ତି ଦେଇ ଥାଏ ।
-ଅଲସୀ ବିହନ ରେ ଆୟରନ, ପୋଟାସିୟମ, ଫୋସ୍ଫୋରସ, କେଳ୍ସିଅମ, ସୋଡିଅମ, ଫାଇବର, ଓମେଗା-୩ ଏସିଡ ଏବଂ ଅନ୍ୟ ପୋଷାକ ତତ୍ଵ ହୋଇଥାଏ ।
– ଅଲସୀ ବିହନ ପେଟ ପାଇଁ ଲାଭ କାରି ଜୀବାଣୁ ବଢାଇ ଥାଏ ଯାହା ଦ୍ଵାରା ଖାଦ୍ୟ ଭଲ ଭାବ ରେ ଡାଇଜେଷ୍ଟ ହୁଏ ଏବଂ ପେଟ ସମସ୍ୟା ଦୂର କରିଥାଏ ।
– ଅଲସୀ ବିହନ କୋଲେଷ୍ଟ୍ରୋଲ କୁ ନିୟନ୍ତ୍ରଣ ରେ ରଖି ଥାଏ ।
– ଅଲସୀ ବିହନ ବ୍ଲଡ ପ୍ରେସର କଣ୍ଟ୍ରୋଲ କରି ଥାଏ ଏବଂ ହାର୍ଟ ଆଟକ ରୁ ବଞ୍ଚାଇ ଥାଏ ।