ଥଣ୍ଡାଦିନ ରେ ନିଜ ତ୍ଵଚାକୁ ସୁଦର ଓ ସ୍ଵସ୍ଥ ରଖିବା ପାଇଁ କରନ୍ତୁ ଏହି ଉପାୟ- ନିଶ୍ଚୟ କରିକି ଦେଖନ୍ତୁ
ଥଣ୍ଡା ଦିନରେ ଚ୍ୱଚା ଅତ୍ୟଧିକ ରିତୁ ଅନୁଯାଇ ପ୍ରଭାବିତ ହୋଇଥାଏ, କାହିଁକିନା ଥଣ୍ଡା ପାଇଁ ଆମ ତ୍ଵଚାର ସିକ୍ତତା କମି ଥାଏ ଯାହା ଫଳରେ ଆମ ତ୍ଵଚା ଶୁଷ୍କ ହେଇଥାଏ । ଅଲଗା ଅଲଗା ତ୍ଵଚା ଉପରେ ଏହାର ଅଲଗା ଅଲଗା ପ୍ରକାର ରେ ପ୍ରଭାବ ପଡିଥାଏ ଏବଂ ସେଥିପାଇଁ ଅଲଗା ଅଲଗା ଉପାୟ କରିବା ମଧ୍ୟ ଉଚିତ ଅଟେ । ଆସନ୍ତୁ ଜାଣିବା କେଉଁ ପ୍ରକାର ସ୍କିନ ପାଇଁ କେଉଁ ପ୍ରକାର ଉପାୟ ଆବଶ୍ୟକ ଅଟେ ।
ବ୍ୟୁଟି ଏକ୍ସପର୍ଟ ଅନୁଯାଇ ଏହି ରିତୁ ରେ ଲୋକଙ୍କୁ ନିଜ ସ୍କିନ ହାଇଡ୍ରେଟ କରିବା ଅତି ଆବଶ୍ୟକ ଅଟେ, ଏହା କରିବା ପାଇଁ କିଛି ଜିନିଷ ନିଜ ସବୁଦିନ କାର୍ଯ୍ୟ ସହ ମିଶେଇ କରନ୍ତୁ ।ଗାଧେଇଲା ବେଳେ ଅଧିକ ଗରମ ପାଣି ଉପଯୋଗ କରନ୍ତୁ ନାହିଁ ହଲ୍କା ଗରମ ପାଣିରେ ଗାଧେଇବା ପାଇଁ ଚେଷ୍ଟା କରନ୍ତୁ କାହିଁକିନା ଗରମ ପାଣି ସ୍କିନ ଡ୍ରାୟ କରିଥାଏ ।
ଅତ୍ୟଧିକ ଧ୍ୟାନ ଦବାକୁ ପଡିବ :
ଏହି ଋତୁରେ ଗାଧେଇବା ଆଗରୁ ଦେହ ଉପରେ ଆଲିବ ତେଲ ଲଗାନ୍ତୁ ଓ ଗଧେଇବା ପରେ ପୁରା ଦେହରେ ମୋଇଶ୍ଚ୍ରାଇଜର ଲଗାନ୍ତୁ । ନିଜ ଦେହକୁ ଥଣ୍ଡା ଦିନ ପାଇଁ ପ୍ରସ୍ତୁତ କରିବା ପାଇଁ ଏତିକି କରିବା ଉଚିତ ନୁହେଁ ଏହା ଠାରୁ ଆହୁରି ଅଧିକ ଆବଶ୍ୟକ ଅଟେ, ଏହି କାମ ଗୁଡିକ ସବୁଦିନ ଫାଲୋ କରନ୍ତୁ ଓ ଦେଖନ୍ତୁ ଆପଣଙ୍କ ସ୍କିନ କେତେ ନରମ ରହିବ ।
ଡ୍ରାଇ ସ୍କିନ :
ଥଣ୍ଡା ଦିନରେ ଡ୍ରାଇ ସ୍କିନ ଉପରେ ସବୁଠାରୁ ଅଧିକ ପ୍ରଭାବ ପଡିଥାଏ ସେଥିପାଇଁ ସବୁଠାରୁ ଅଧିକ ସ୍କିନ ଧ୍ୟାନ ଏହି ପ୍ରକାର ଲୋକଙ୍କୁ ରଖିବାକୁ ପଡିବ । ତେଲ ଲଗାଇଲେ ଆପଣଙ୍କ ସ୍କିନ ନରମ ହୋଇଥାଏ ଓ କୌଣସି ପ୍ରକାର ଅସୁବିଧା ହୋଇ ନଥାଏ ।
ଡ୍ରାଇ ସ୍କିନ ଲୋକଙ୍କୁ ହେବି ମୋଇଶ୍ଚରାଇଜର ଉପଯୋଗ କରିବା ଉଚିତ, ଏହା ସ୍କିନ ଭିତରେ ଯାଇ ସ୍କିନକୁ ନରମ ଓ ହାଇଡ୍ରେଟ କରିଥାଏ । ଏହି ଋତୁରେ ଆପଣ ନେଚୁରଲ ମୋଇଶ୍ଚରାଇଜ୍ର ଉପଯୋଗ କରି ପାରନ୍ତି ଯାହା ଦେହ ଓ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ ଯେମିତି କି ବଡି ବଟର, ନଡିଆ, ଅଲିଭ ଓ ବାଦାମ ତେଲ ଓ ଅଲଗା ପ୍ରକାର ଘରୋଇ ଜିନିଷ ଯାହା ଦ୍ଵାରା ବି ଆପଣ ନିଜ ସ୍କିନ ପାଇଁ ଧ୍ୟାନ ଦେଇ ପାରିବେ ।ନାଇଟ କେୟର :
ରାତିରେ ଶୋଇବା ଆଗରୁ ସ୍କିନ କ୍ଲିଞ୍ଜିଙ୍ଗ ମିଲ୍ସ ନେଇ ସଫା କରନ୍ତୁ ତା ପରେ ଟୋନର ସହ ସ୍କିନ ଟୋନ କରନ୍ତୁ ଏବଂ ତା ପରେ ମୋଇଶ୍ଚରାଇଜର ଉପଯୋଗ କରନ୍ତୁ ବା ତେଲ ଲଗେଇ ସୋଇ ପଡନ୍ତୁ । ଏହା କଲେ ସ୍କିନ ସବୁବେଳେ ଚମକୁଥିବ ।