IBN ଓଡ଼ିଶା ବ୍ୟୁରୋ

ଝିଅକୁ ଟାଣି ଟାଣି ଘର ଭିତରୁକୁ ନେଇ ଗଲେ ୪ଟି ପୁଅ, ଜଣେ ମାରିଲା ତାଲା ଏବଂ ତା ପରେ…

ଆଜିକାଲି ଝିଅଙ୍କ ପାଇଁ କେଉଁ ସମୟ ଘର ବାହାରକୁ ବାହାରିବା ଉଚିତ କେହି କହି ପାରିବେ ନାହିଁ, ଝିଅମାନଙ୍କୁ କଣ ପାଇଁ ଏହି ଜିନିଷ ବିଷୟ ରେ ଭାବି ଡରିବା କଣ ଉଚିତ । ଆସନ୍ତୁ ଜାଣିବା ଆହୁରି ଏକ ରେପ କେସ ବିଷୟରେ, ଏହି କଥା ଶୁଣି କେତେକ ଲୋକଙ୍କୁ ବହୁତ ଖରାପ ମଧ୍ୟ ଲାଗେ କିନ୍ତୁ ଏହା କଟୁସତ୍ୟ ଅଟେ । ଏହି ଘଟଣା ଝାଂସୀ ର ଚିରଗାଁ ର ଅଟେ, ପୋଲିସ ଏହି ଅଭିଯୋଗ ଉପରେ ତଦନ୍ତ କରୁଛି ।

କମ୍ପ୍ୟୁଟର କୋଚିଙ୍ଗ ପାଇଁ ଯାଉଥିବା ବେଳେ ଝିଅକୁ ଚାରୋଟି ପୁଅ ଜବରଦସ୍ତି ଟାଣି ଟାଣି ଘରକୁ ନେଇ ଗଲେ ଏବଂ ଝିଅ ସହ ବନ୍ଦ ଘରେ ଟଣାଘୋଷରା ଓ ରେପ କରିବା ପାଇଁ ଚେଷ୍ଟା କରିବାକୁ ଲାଗିଲେ ।

ଝିଅ ଚିତ୍କାର ଶୁଣି ଆଖ ପାଖ ଲୋକ ଆସି ଝିଅକୁ ବଞ୍ଚେଇଲେ, ଏହା ପରେ ଝିଅ ବାପା ପୁଅମାନଙ୍କ ନାଁ ରେ ଅଭିଯୋଗ କରିଛନ୍ତି ଓ ଏହା ପରେ ତଦନ୍ତ ଆରମ୍ଭ ହୋଇ ଯାଇଛି । ରିପୋର୍ଟ ଅନୁଯାଇ ଚାରୋଟି ପୁଅ  ଝିଅକୁ ଟାଣି ଘର ଭିତରକୁ ନେଇ ଆସିଲେ କିନ୍ତୁ ଜଣେ ତିନୋଟି ପୁଅ ସହ ଝିଅକୁ ଘରେ ବନ୍ଦ କରି ବାହାରୁ ତାଲା ପକାଇ ଫେରାର ହୋଇ ଯାଇଛି ।

 

ଝିଅ ସହ ଛେଡଛାଡ କଲା ବେଳେ ଝିଅ ଚିତ୍କାର ଶୁଣି ଆଖ ପାଖ ଲୋକ ଆସିଲା ବେଳେ ଲୋକ ଦେଖିବାକୁ ପାଇଲେ ଯେ ଘର ବାହାରୁ ତାଲା ପଡିଛି କିନ୍ତୁ ଘର ଭିତରୁ ଝିଅ ଚିତ୍କାର ଶୁଭୁଛି ଏହା ପରେ ଲୋକ ଘର କବାଟ ଭାଙ୍ଗି ଦେଲେ ଓ ଝିଅକୁ ପୁଅମାନଙ୍କ ପାଖରୁ ମୁକୁଳେଇଲେ । ଏହା ପରେ ଝିଅ ନିଜ ବାପାଙ୍କୁ ସବୁ କଥା ଜଣାଇଲା ଓ ପିତା ସବୁ କଥା ଶୁଣି ଚାରୋଟି ଆରୋପିଙ୍କ ନାରେ ଚିରଗାଁ ପୋଲିସ ରେ ଅଭିଯୋଗ କରିଦେଲେ ।

 

ଏହା ପରେ ପୋଲିସ ତଦନ୍ତ ଆରମ୍ଭ କଲେ, ପୀଡିତାକୁ ପୋଲିସ ପଚରା ପଚରି କରିବାରୁ ଜାଣିବାକୁ ପାଇଲେ ଯେ କୋଚିଙ୍ଗ ଯାଉଥିବା ବେଳେ ଚାରୋଟି ପୁଅ ତାକୁ ଜବରଦସ୍ତି ଟାଣି ଗୋଟେ ଘରକୁ ନେଇ ଗଲେ ଓ ରେପ କରିବା ପାଇଁ ଚେଷ୍ଟା କଲେ । ଏସପି ଡା ଓପି ସିଂହ ଏହି ସନ୍ଦର୍ଭ ରେ କହିଲେ ତଦନ୍ତ ଚାଲୁଅଛି, ଯେଉଁ ଲୋକ ଟି ପଳେଇଛି ବହୁତ ଜଲ୍ଦି ଗିରଫତାର ହେବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button