ସକାଳୁ ସକାଳୁ ସ୍ନାନ ନକରି କରିବେ ଏହି କାମ ତ ସ୍ତ୍ରୀ ହେଉ ବା ପୁରୁଷ ଖୋଲିଯିବ ଆପଣଙ୍କ ଭାଗ୍ୟ
ଏମିତି ବହୁତ ଥର ଦେଖିବାକୁ ପାଇଛୁ ଯେ କେତେକ ଲୋକଙ୍କ ରାଶି ବା ଜାତକ ରେ ନବ ଗ୍ରହ ସମ୍ବନ୍ଧିତ ଦୋଷ ହୋଇ ଥାଏ । ଏହି ପରି ଲୋକଙ୍କୁ ନିଜ ଜୀବନ ରେ ବହୁତ ପ୍ରକାର ସମସ୍ୟା ହୋଇ ଥାଏ, ସାମାନ୍ୟତଃ ଏହା ମଧ୍ୟ ଦେଖା ଯାଇଛି ଯେ ଏହି ପରି ଲୋକଙ୍କୁ ଦେବୀ ଦେବତାଙ୍କ କୃପା ମଧ୍ୟ ପ୍ରାପ୍ତ ହୁଏ ନାହିଁ । ବହୁତ ପରିଶ୍ରମ ପରେ ମଧ୍ୟ ଏହି ଲୋକଙ୍କୁ ସଫଳତା ପ୍ରାପ୍ତ ହୁଏ ନାହିଁ । କେତେକ ଥର ଲୋକ ଭାଗ୍ୟ ରେ ନାହିଁ କହି ଏହି କଥାକୁ ମାନି ଯାଆନ୍ତି ଏବଂ କେତେକ ଥର ଏହି ଦୋଷ ଗୁଡିକ ପାଇଁ ଘର ପରିବାରରେ ଅଶାନ୍ତି ସ୍ତୃଷ୍ଟି ହୋଇଥାଏ । ଆପଣଙ୍କୁ କହିଦବାକୁ ଚାହୁଞ୍ଚୁ ଯେ ଯେତେବେଳେ ବି ଜାତକ ବା ଦୁର୍ଭାଗ୍ୟ ଦୋଷ ହୋଇ ଥାଏ ସେଥିପାଇଁ ଏହି ପରି ସମସ୍ୟା ଦୂର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ର ରେ ବହୁତ ପ୍ରକାର ଉପାୟ ଅଛି ।
ଏହି ପ୍ରକାର ସମସ୍ୟା ପାଇଁ ପ୍ରାୟତଃ ପୂଜା କରା ଯାଏ, ଗାଧୁଆ ପରେ ପୂଜା ଅତି ଆବଶ୍ୟକ ହୋଇ ଥାଏ । କିନ୍ତୁ କେତେ ଶୁଭ କାର୍ଯ୍ୟ ଅଗାଧୁଆ କରିବା ଉଚିତ ଅଟେ, ଆଜି ଆମେ ଆପଣଙ୍କୁ ଏମିତି କିଛି ଶୁଭ କାର୍ଯ୍ୟ ବିଷୟରେ କହିବୁ । ସବୁ ଠାରୁ ପ୍ରଥମେ ସକାଳେ ଉଠି ସ୍ତ୍ରୀ ବା ପୁରୁଷ ସମସ୍ତେ ସକାଳେ ଉଠିଲା ପରେ ପ୍ରଥମେ ଏହି ମନ୍ତ୍ର ଜପ କରିବା ଉଚିତ ଅଟେ ।