IBN ଓଡ଼ିଶା ବ୍ୟୁରୋ

ପଡୋଶୀ ଘରକୁ ଚିନି ନେବା ପାଇଁ ସବୁବେଳେ ଯାଉଥିଲା ସ୍ଵାମୀ, ହଟାତ ଥରେ ପହଞ୍ଚିଗଲା ସ୍ତ୍ରୀ, ଭିତରେ ଚାଲିଥିବା ଦୃଶ୍ୟ ଦେଖି ହୋଇଗଲା ସ୍ତବ୍ଦ

ଆଜି ଆମ ଦେଶ ୨୧ ମସିହା ରେ ପହଞ୍ଚି ଯାଇଛି, କିନ୍ତୁ ସ୍ତ୍ରୀମାନଙ୍କ ସହ ଆଜି ମଧ୍ୟ ହିଂସା ଚାଲିଛି, ପୁରା ଦେଶ ରେ ଘର ହିଂସା ପାଇଁ କେତେକ ଅଭିଯୋଗ ଥାନାରେ ଚାଲିଛି, କିନ୍ତୁ କେତେକ ମହିଳା ଘରର ଇଜ୍ଜତ ପାଇଁ ଅଭିଯୋଗ କରନ୍ତି ନାହିଁ । ଘରୋଇ ହିଂସା ପାଇଁ ୟୁପିରୁ ଗୋଟେ ଏମିତି ଘଟଣା ସାମ୍ନା କୁ ଆସିଛି ଯାହା ସମସ୍ତଙ୍କ ପାଇଁ ଲଜ୍ୟାଜନକ ଅଟେ, ଘଟଣା ଅବ୍ୟଧ ସମ୍ବନ୍ଧ ର ଅଟେ ।

ଖବର ଅନୁଯାଇ ଥାନା ତରବଞ୍ଜ ଗାଁ କିନ୍ଧୋରା ନିବାସୀ ପରମେଶ୍ଵର ଗୁପ୍ତାଙ୍କ ବିବାହ ୧୫ବର୍ଷ ତଳେ ଏହି ଥାନା କ୍ଷେତ୍ର ଧନୋଲି ଗାଁ ନିବାସୀ ନକଛେଦ ଗୁପ୍ତା ଝିଅ ଅନିତାଙ୍କ ସହ ହୋଇ ଥିଲା ।

ଅନିତାଙ୍କ ଅଭିଯୋଗ ଅନୁଯାଇ ତାଙ୍କ ସ୍ଵାମୀ ଓ ତାଙ୍କ ସ୍ଵାମୀ ପ୍ରେମିକା ମିଶି ତାଙ୍କୁ କେରୋସିନ ତେଲ ଢାଳି ମାରିଦବା ପାଇଁ ଯୋଜନା କରିଥିଲେ । କୁହା ଯାଉଛି ଯେ ଆରମ୍ଭରୁ ଅଇୟାସ ପରି ରହୁଥିଲେ କିନ୍ତୁ ବହୁତ ଦିନ ଧରି ପଡୋଶୀ ମହିଳା ସହ ଅବୈଧ ସମ୍ବନ୍ଧ ମଧ୍ୟ ଚାଲୁ ଥିଲା ଯାହା ବିଷୟରେ ଅନିତାଙ୍କୁ ଜଣା ପଡି ଯାଇଥିଲା ଏବଂ ଯେବେ ଅନିତା ଏହାର ବିରୋଧ କଲେ ତେବେ ତାଙ୍କ ସ୍ଵାମୀ ତାଙ୍କୁ ମାରିବା ପିଟିବାକୁ ଲାଗିଲା ।

 

ଏବଂ ନିଜ ଅବୈଧ ସମ୍ବନ୍ଧ ସ୍ଵତନ୍ତ୍ର ହୋଇ ରଖିବା ପାଇଁ ନିଜ ସ୍ତ୍ରୀ ଅନିତାଙ୍କୁ ଜୀବନରୁ ମାରିବା ପାଇଁ ଯୋଜନା କଲା । ଏହି ଘଟଣା ଗୋଟେ ଦିନର ଅଟେ ସ୍ତ୍ରୀ ସକାଳେ ଗାଇକୁ ଚାରା ଖୁଆଇ ଥିଲେ ସେହି ସମୟରେ ପରମେଶ୍ଵର (ଅନିତାଙ୍କ ସ୍ଵାମୀ) ଜଣେ ମହିଳା ସହ ଆସି ପହଞ୍ଚିଲେ ଏବଂ ଦୁହେଁ ମିଶି ଅନିତାଙ୍କୁ ଘୋଷାଡ଼ି ଘର ଭିତରୁକୁ ନେଇ ଗଲେ ଓ ତାଙ୍କୁ ଜାଳି ଦେଲେ ।

 

ଜଳୁଥିବା ମହିଳା (ଅନିତାଙ୍କ) ଚିତ୍କାର ଶୁଣି ଲୋକ ଧାଇଁ ଆସିଲେ ଏହା ପରେ ଗାଁ ଲୋକ ଅନିତାଙ୍କ ବାପ ଘରେ ଏହି କଥା ଜଣାଇଲେ । ଏହା ପରେ ଅନିତାଙ୍କ ଘର ଲୋକେ ତାଙ୍କୁ ହସ୍ପିଟାଲ ରେ ନେଇ ଗଲେ ଯାହା ପରେ ଡକ୍ଟର କହିବା ଅନୁଯାଇ ଅନିତା ୯୫% ଜଳି ଯାଇଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ଅଟେ ।

ଆଜି ମଧ୍ୟ ଦେଶରେ ଏହିଭଳି ଘଟଣା ହେବା ବହୁତ ଶର୍ମନାକ ଅଟେ । ରେପ ମର୍ଡର ଯେମିତି ଏକ ଖେଳ ଭଳି ଲାଗୁଛି ଏହି ଅପରାଧୀ ମାନଙ୍କୁ । କାହାର ଜୀବନ ନେବାକୁ ଟିକେ ବି ଦର ବା ସଙ୍କୋଚ ଲାଗୁନି ଏହି ରାକ୍ଷସ ପ୍ରବୃତିର ଲୋକଙ୍କୁ । ଏମାନେ ଯେମିତି ଅନ୍ୟମାନଙ୍କ ସହ କରୁଛନ୍ତି ଏମାନଙ୍କୁ ମଧ୍ୟ ସେହିଭଳି ଦଣ୍ଡ ଦରକାର ଜିଅନ୍ତା ଜଳାଇ ଦେବା ଉଚିତ ଏହି ଭଳି ପାପୀ ମାନଙ୍କୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button