ଦୁଇ ମହିଳାଙ୍କ ଗର୍ଭରୁ ଜନ୍ମ ନେଇଛି ଗୋଟେ ସନ୍ତାନ-

ଏହି କିଛି ଦିନ ପୂର୍ବରୁ ଏକ ଆଶ୍ଚର୍ଯ୍ୟ କରିବା ବାଲା ଘଟଣା ସାମ୍ନାକୁ ଆସିଛି । ଦୁଇ ମହିଳାଙ୍କ ଗର୍ଭରୁ ଜନ୍ମ ନେଇଛି ଗୋଟେ ପିଲା । ଏହି କଥା ଶୁଣିବା ପରେ ସବୁ ଆଶ୍ଚର୍ଯ୍ୟ ହେଇ ଯାଉଛନ୍ତି । ଏହି ଘଟଣାଟି ୟୁକେରେ ଘଟିଛି, ଯେଉଁଠି ଏକ ଲେସ୍ବିୟନ କପଲ ମିସିକି ଗୋଟେ ପିଲାକୁ ନିଜ ଗର୍ଭରେ ରଖିଲେ । ଶେୟର୍ଡ ମଦରହୁଡ ପକ୍ରିୟା ଦ୍ଵାରା ୟୁକେରେ ଏହା ପ୍ରଥମ ଥର ପାଇଁ ହେଇଛି । ବ୍ରିଟିଶ କପଲ ଜୈସ୍ମୀନ ଓ ଡୋନା ଫ୍ରାଂସିସ-ସ୍ମିଥ ଙ୍କ ପ୍ରଥମ ପିଲା ଓଟିସ ୨ ମାସ ପୂର୍ବରୁ ଜନ୍ମ ନେଇ
ଏହାର ଓଲଟା ଆଈୱୀଏଫ (ଇନ ୱୀଟ୍ରୋ ଫର୍ଟିଲାଇଜେଶନ) ରେ ଏହି ପ୍ରକ୍ରିୟା ଶରୀରର ବାହାରେ ହୋଇଥାଏ । ଏନାବିବୋ ପ୍ରକ୍ରିୟାର ଆରମ୍ଭରେ ସ୍ୱିସ କମ୍ପାନୀ ଏନକୋବା ରେ କରଯାଇଥିଲା ଓ ଲଣ୍ଡନରରେ ଏକ କାଳ୍ପନିକରେ ଏହାର ସଫଳତାପୂର୍ବକ ପ୍ରୟୋଗ କରଯାଇଥିଲା । ଏହି ପ୍ରକ୍ରିୟା ଦ୍ଵାରା ଅଣ୍ଡାକୁ ଜୈବିକ ମା ଶରୀରରେ ଏକ କୈପ୍ସୂଲ ଜରିଆରେ ପହଞ୍ଚାଯାଇଥାଏ, ଯେଉଁଠି ମାର ଗର୍ଭରେ ଅଣ୍ଡାକୁ ପହଞ୍ଚାଯାଇଥାଏ ।
ସାଧାରଣତଃ ସମ ସେକସ କପଲ ମଧ୍ୟରେ ପ୍ରେଗନ୍ସିରେ ଜଣେ ମହିଳା ଗର୍ଭ ଧାରଣ କରନ୍ତି ଯେଉଁଥିରେ ଅନ୍ୟ ମହିଳା ଏହି ପ୍ରକ୍ରିୟାରେ ସାମିଲ ହୁଅନ୍ତି ନାହିଁ । ଆମର ପ୍ରେଗନ୍ସି ଏହି ପକ୍ରିୟା ଠାରୁ ଅଲଗା ହୋଇଥିଲା, ଏଥିରେ ଆମେ ଦୁଇ ଜଣ ସାମିଲ ହୋଇଥିଲୁ । ଜସ୍ମିନ କହିଲେ ଆମେ ଦୁଇ ଜଣ ବହୁତ ଖୁସି ଅଛୁ ଆମର ଏହି ଆଈୱୀଏଫ ପ୍ରୟୋଗ ସଫଳ ହୋଇଛି । ଜସ୍ମିନ କହିଲେ ଆମେ ବହୁତ ଭାଗ୍ୟବାନ ଅଟୁ