ଜୀବନ ରେ ବଡ ହେବାକୁ ଚାହୁଁଛ ତ ଏହି ଗୋଟେ ଜିନିଷର ଆଜି ହିଁ କରି ଦିଅନ୍ତୁ ତ୍ୟାଗ

ଦୁନିଆରେ ଏମିତି କେହି ଲୋକ ନାହିଁ ଯିଏ ବଡ ଲୋକ ବା ସଫଳ ହବା ପାଇଁ ଇଛା କରିବନି, ସ୍ଵପ୍ନ ସତ କରିବା ଛୁଆଙ୍କ ଖେଳ ନୁହଁ ଏମିତି ପରିସ୍ଥିତି ରେ ସମସ୍ତଙ୍କୁ ସଫଳତା ପ୍ରାପ୍ତ ହୁଏ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହା ପରେ ଆପଣ ବୁଝି ଯିବେ ଆପଣଙ୍କୁ ସଫଳତା ପ୍ରାପ୍ତ କାହିଁକି ହେଉନି । ଏହି କଥା ଜାଣିଲା ପରେ ଆପଣ ନିଜ ଜୀବନ ଭଲ କରିବାରେ ସଫଳ ହୋଇ ପାରିବେ ।
ତେବେ ଆସନ୍ତୁ ଜାଣିବା ଏହା କେଉଁ କଥା ଯାହା ଆପଣଙ୍କୁ ସଫଳତା ପ୍ରଦାନ କରିବ ।
ଯଦି ଆପଣଙ୍କ ଜୀବନ ରେ ଏମିତି କିଛି ଜିନିଷ ବା ସମ୍ପର୍କ ଆପଣଙ୍କୁ ଆଗକୁ ଯିବାରୁ ଅଟକାଉଚି ତେବେ ସେଇ ସମ୍ପର୍କ ବା ଜିନିଷ ଛାଡି ଦବା ଉଚିତ ଅଟେ । ଏମିତି ସମ୍ପର୍କ ବା ଜିନିଷକୁ ନିଜ ଜୀବନରୁ କାଢି ଦିଅନ୍ତୁ, ଓ ଏମିତି ଜୀବନରୁ ସ୍ଵାଧୀନ ହୋଇ ଯାନ୍ତୁ । ଏମିତି ପରିସ୍ଥିତି ରେ ଆପଣଙ୍କ ପାଖରେ ହଜେଇବା ପାଇଁ ବହୁତ କମ ଜିନିଷ ଥିବ କିନ୍ତୁ ପାଇବା ପାଇଁ ପୁରା ଦୁନିଆ ଥିବ ।
ଆପଣଙ୍କ ମଧ୍ୟରେ ବହୁତ ଲୋକ ଥିବେ ଯିଏ ଭାବୁ ଥିବେ କାହାକୁ କହିବା ବହୁତ ସହଜ କିନ୍ତୁ କରିବା ବହୁତ କଷ୍ଟକର ଏହା ସତ ଅଟେ କିନ୍ତୁ ଏହା ସହ ଏହା ମଧ୍ୟ ସତ ଯେ ପରିଶ୍ରମ କରିବା କଷ୍ଟକର ଅଟେ, କିନ୍ତୁ ଅସମ୍ଭବ ନୁହେଁ । କେବେ ଭାବିଛନ୍ତି ଯଦି ଧିରୂ ଭାଇ ଅମ୍ବାନୀ ପେଟ୍ରୋଲ ପମ୍ପରେ ଚାକିରି ନଛାଡି ଥାନ୍ତି ତେବେ ଆଜି ଆପଣଙ୍କ ସାମ୍ନାରେ ରିଲୟାଂସ ଭଳି ଏତେ ବଡ କମ୍ପାନୀ ନଥାନ୍ତି ।
ଆମେ ଏତିକି କହିବା ପାଇଁ ଚାହୁଁଛୁ ଯାହା ମନରେ କିଛି ବଡ କରିବା ପାଇଁ ଇଛା ଥାଏ ତାଙ୍କୁ ଆଡୁ ସାଡୁ କଥା ଭାବିବା ଉଚିତ ନୁହେଁ ଏବଂ ସେ ନିଜ କାମ ଉପରେ ଧ୍ୟାନ ଦିଅନ୍ତି । ଆପଣ ନିଜ ଜୀବନ ରେ କେବଳ ତେବେ ସଫଳତା ପାଇବେ ଯେବେ ଆପଣ ନିଜ କମ୍ଫର୍ଟ ଜୋନ୍ ରୁ ବାହାରିବେ । କିଛି ଭାବିବା ଦରକାର ନାହିଁ ପରିଶ୍ରମ କରନ୍ତୁ ।