ବାଃ! ପ୍ରତ୍ୟକ ଦିନ ଖର୍ଚ କରନ୍ତୁ ୨୨ ଟଙ୍କା, ତା ପରେ ଜୀବନ ସାରା ପାଆନ୍ତୁ ୮ହଜାର- ଜାଣନ୍ତୁ କେମିତି

ସରକାର ଦୁର୍ବଳ ଆର୍ଥିକ ସ୍ଥିତି ଲୋକଙ୍କ ପାଇଁ ଏମିତି ଦୁଇ ପ୍ରକାର ପେନସନ ଯୋଜନା ଚଲେଇଛନ୍ତି, ଯାହା ଅନୁଯାଇ ଅଲଗା ଅଲଗା ପରିବାର ସଦସ୍ୟ ମିସି ପାରିବେ । ଏହି ଦୁଇଟି ପେନସନ ଏହି ପ୍ରକାର ଅଛି ଗୋଟେ ଅଟଲ ପେନସନ ଯୋଜନା ଅଛି ଏବଂ ଦ୍ଵିତୀୟ ପିଏମ ଶ୍ରମ ଯୋଗୀ ମାନ ଧନ ଯୋଜନା ଅଟେ । ଏହି ଦୁଇଟି ଯୋଜନା ଅନୁଯାଇ ସ୍ଵାମୀ ସ୍ତ୍ରୀ ଅଲଗା ଅଲଗା ଯୋଡି ହୋଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ ସଂପୂର୍ଣ୍ଣ ରୂପରେ ।
ଭାରତ ସରକାର ଏହା ଅନୁଯାଇ ମିଳୁଥିବା ପେନସନ ଲାଭ ଗ୍ୟାରେଣ୍ଟି ଦେଉଅଛି, ଏହି ପେନସନ ଯୋଜନା ଲାଭ ପାଇବା ପାଇଁ ଆପଣଙ୍କ ବୟସ ଅତି କମରୁ ୧୮ ବର୍ଷ ଅଟେ ଏବଂ ଅଧିକ ରୁ ଅଧିକ ୪୦ ବର୍ଷ ହବା ଉଚିତ ଅଟେ । ଏହି ଯୋଜନା ଅନୁଯାଇ ମିନିମମ ୨୦ ବର୍ଷ ନିବେଶ କରିବାକୁ ପଡିବ, ଏହା ଅନୁଯାଇ ଅତି କାମରୁ ୧୦୦୦ ଟଙ୍କା ମାସିକ ପେନସନ ଏବଂ ଅଧିକ ୫୦୦୦ ଟଙ୍କା ପେନସନ ଭଳି ମିଳି ପାରେ ।
ଏହା ଅନୁଯାଇ ଯଦି ପ୍ରତି ଦିନ ୨୨ ଟଙ୍କା ହିସାବ କରା ଯାଏ ତେବେ ପ୍ରତି ମାସ ଲୋକଙ୍କୁ ୬୬୦ ଟଙ୍କା ଜମା କରିବାକୁ ପଡିବ ଯାହା ଦ୍ଵାରା ସେ ଯୋଜନା ଲାଭ ପାଇ ପାରିବେ । ଯଦି ଦୁଇ ଜଣ ସ୍ଵାମୀ ସ୍ତ୍ରୀ ଜମା କରୁଛନ୍ତି ତେବେ ତାଙ୍କୁ ୬୦ ବର୍ଷ ପର୍ଯ୍ୟନ୍ତ ଜମା କରିବାକୁ ପଡିବ ଓ ୬୦ ବର୍ଷ ପରେ ମାସକୁ ୫୦୦୦ ଟଙ୍କା ପେନସନ ପରି ମିଳିବା ଆରମ୍ଭ ହୋଇ ଯିବ