IBN ଓଡ଼ିଶା ବ୍ୟୁରୋ

ଜନ୍ମ ସମୟ ଅନୁସାରେ ଜାଣନ୍ତୁ ବ୍ୟକ୍ତିର ସ୍ଵଭାବ, ରାତିରେ ଜନ୍ମ ହୋଇ ଥିବା ଛୁଆ ହୁଅନ୍ତି ବହୁତ…

ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ରକୁ ବହୁତ ମହତ୍ଵ ଦିଆ ଯାଇ ଥାଏ, ଏହାର ସବୁ ଠାରୁ ଭଲ କଥା ଏହା ଯେ ଆପଣ ଦିନର କେଉଁ ସମୟରେ ଜନ୍ମ ହୋଇଛନ୍ତି ତାହା ଆପଣଙ୍କ ସ୍ଵଭାବ ଉପରେ ବହୁତ ପ୍ରଭାବ ପକାଇ ଥାଏ । ଆପଣଙ୍କ ଜନ୍ମ ସମୟ ଅନୁଯାଇ ଆପଣଙ୍କ ରାଶି ଗ୍ରହ ନକ୍ଷତ୍ର ଆପଣଙ୍କ ବିଷୟରେ ବହୁତ କିଛି କହି ଦେଇ ଥାଏ । ଏହା ଛଡା ଆପଣ କେଉଁ ସମୟରେ ଜନ୍ମ ହୋଇଛନ୍ତି ଯେମିତିକି ସକାଳେ ଦ୍ଵିପ୍ରହର ରେ ବା ରାତିରେ । ଏହା ମଧ୍ୟ ଆପଣଙ୍କ ସ୍ଵଭାବ ବିଷୟରେ ବହୁତ କିଛି କହି ଥାଏ ।ବ୍ୟକ୍ତି ଜନ୍ମ ସମୟ ଅନୁଯାଇ ଜାଣନ୍ତୁ ତାଙ୍କ ସ୍ଵଭାବ :ଏହି ସମୟ ଜନ୍ମ ହୋଇ ଥିବା ଛୁଆ ବହୁତ ଆକ୍ଟିଭ ନେଚର ର ହୋଇ ଥାନ୍ତି, ଏହି ଛୁଆଙ୍କ ବୁଦ୍ଧି ବହୁତ ପ୍ରଖର ହୋଇ ଥାଏ । ଏହି ସମୟ ରେ ଜନ୍ମ ହୋଇ ଥିବା ଛୁଆ କୌଣସି କାର୍ଯ୍ୟ ବହୁତ ଶୀଘ୍ର ଶିଖି ଯାଆନ୍ତି, ଏହି ଛୁଆ ନିଜ ଭବିଷ୍ୟତରେ ବହୁତ ଉନ୍ନତି ପାଇ ଥାନ୍ତି । ଏହି ଛୁଆଙ୍କର ସମାଜ ରେ ବହୁତ ମାନ ସମ୍ମାନ ଓ ପ୍ରତିଷ୍ଠା ହୋଇ ଥାଏ ।

ଏହି ସମୟ ଜନ୍ମ ହୋଇ ଥିବା ଛୁଆ ସ୍ଵଭାବରେ ଅଳସୁଆ ହୋଇ ଥାନ୍ତି, ଏହି ଛୁଆ କୌଣସି କାର୍ଯ୍ୟରେ ବହୁତ ଧୀର ହୋଇ ଥାନ୍ତି । କେତେକ ଲୋକ କାର୍ଯ୍ୟ ନକରିବା ପାଇଁ ଡଋ ଡଋ ମଧ୍ୟ ରୁହନ୍ତି, ଏହି ପରି ଛୁଆଙ୍କ ଭବିଷ୍ୟ ସାମାନ୍ୟ ହୋଇ ଥାଏ । ଏହି ଛୁଆଙ୍କ ମଧ୍ୟରୁ ବହୁତ କମ ଲୋକ ତାଙ୍କ ଜୀବନରେ କିଛି ବଡ କରି ପାରନ୍ତି ।

ଏହି ସମୟ ଜନ୍ମ ହୋଇ ଥିବା ଛୁଆ ନେଚର ରେ ବହୁତ ପରିଶ୍ରମୀ ହୋଇ ଥାନ୍ତି, ଏହି ପରି ଛୁଆ ତାଙ୍କ ଜୀବନରେ ପରିଶ୍ରମକୁ କେବେ ଡରନ୍ତି ନାହିଁ, ଏବଂ ସେ ନିଜ ଜୀବନରେ ବୁଦ୍ଧି ଠାରୁ ଅଧିକ ପରିଶ୍ରମ ଉପରେ ଭରସା କରିଥାନ୍ତି ।

ଥାଏ ଏବଂ ସେ ଏହାର ଉପଯୋଗ ମଧ୍ୟ ବହୁତ ଭଲ ଭାବରେ କରି ଜାଣନ୍ତି।

ଏହି ସମୟ ଜନ୍ମ ହୋଇ ଥିବା ଛୁଆ ବହୁତ ବଦମାଶ ହୋଇ ଥାନ୍ତି, ଏହି ଛୁଆ ବହୁତ କଥା କୁହା ହୁଅନ୍ତି । ଏହି ପରି ଛୁଆଙ୍କୁ ବୁଲିବା ବହୁତ ପସନ୍ଦ ହୋଇ ଥାଏ, ଏହି ପରି ଛୁଆ ତାଙ୍କ ଜୀବନରେ କେବେ ଖାଲି ବସନ୍ତି ନାହିଁ ସବୁବେଳେ କିଛି ନା କିଛି କରୁ ଥାନ୍ତି ।

ଏହି ସମୟ ଜନ୍ମ ହୋଇ ଥିବା ଛୁଆ ବହୁତ ଯୋଗାଡୁ ନେଚର ର ହୋଇ ଥାନ୍ତି, ଏହି ଲୋକଙ୍କୁ ନିଜ କାମ କେମିତି କରିବେ ତାହା ବହୁତ ଭଲ ଭାବରେ ଆସେ । ଏହି ସମୟ ଜନ୍ମ ହୋଇ ଥିବା ଛୁଆ ସବୁବେଳେ ନିଜ ବିଷୟରେ ଚିନ୍ତା କରନ୍ତି ଆଉ କାହା ବିଷୟରେ ନୁହେଁ ।

Related Articles

Leave a Reply

Your email address will not be published. Required fields are marked *

Back to top button