IBN ଓଡ଼ିଶା ବ୍ୟୁରୋ

ଶିବ ଠାକୁରଙ୍କ ଅନୁଯାଇ ଏହି ପାପ ପାଇଁ ମଣିଷ ସନ୍ତାନ ହିନ ହୋଇ ଥାଏ

କୌଣସି ଦମ୍ପତି ପାଇଁ ସବୁଠାରୁ ଅଧିକ ଖୁସି ସମୟ ସେହା ହୋଇ ଥାଏ ଯେତେବେଳେ ସନ୍ତାନ ଜନ୍ମ ହୋଇ ଥାଏ, ସନ୍ତାନ ପ୍ରାପ୍ତ ସୁଖ ଜୀବନର ବହୁମୂଲ୍ୟ ସମୟରୁ ଗୋଟେ ଏବଂ ଏହି ସୁଖ କାମନା ପ୍ରତେକ ବ୍ୟକ୍ତି କରି ଥାଏ । ବହୁତ ଲୋକଙ୍କ ଜୀବନରେ ଏହି ଖୁସି ବହୁତ ସିଗ୍ର ଆସି ଥାଏ କିନ୍ତୁ କେତେକ ଲୋକଙ୍କ ବହୁତ ପ୍ରୟାସ ପରେ ମଧ୍ୟ ତାଙ୍କୁ ଏହି ସୁଖ ପ୍ରାପ୍ତ ହୁଏ ନାହିଁ । ଦୁନିଆରେ ବହୁତ ଏମିତି ଲୋକ ଅଛନ୍ତି ଯିଏ ସନ୍ତାନହୀନ ଅଛନ୍ତି ଏବଂ ତାଙ୍କ ଜୀବନରେ ସନ୍ତାନ ସୁଖ ପ୍ରାପ୍ତ ହୋଇ ନାହିଁ ସେହି ଲୋକ ସନ୍ତାନ ପାଇଁ କେତେ ଦୁଖୀ ରୁହନ୍ତି ।

ଏହା ସହ ଗୋଟେ କଥା ଯୋଡା ହୋଇ ଅଛି : ଗୋଟେ ସମୟ କଥା ଅଟେ ଭଗବାନ ଶିବ ଓ ମତ ପାର୍ବତୀ କୈଳାସ ଶିକ୍ଷାର ଉପରେ ବସି ଥିଲେ ଏବଂ ଦୁହିଙ୍କ ମଧ୍ୟରେ ଜ୍ଞାନ କଥା ଚାଲି ଥିଲା । କଥା ମଧ୍ୟରେ ଠାକୁର ମାତାଙ୍କୁ ପଚାରିଲେ କେଉଁ କାମ ପାଇଁ ମଣିଷ ସନ୍ତାନହୀନ ହୋଇ ଥାଏ ? ଏହା ପରେ ଭଗବାନ ଶିବ ମାତା ପାର୍ବତୀଙ୍କୁ କହିଲେ ଯେଉଁ ମଣିଷ ନୀର୍ଦୟ ହୋଇ ପଶୁ ପଖି ଏବଂ ଅନ୍ୟ ପ୍ରାଣିଙ୍କ ଛୁଆଙ୍କୁ ମାରି ଖାଇ ଥାଏ ସେହି ମଣିଷ ମଲା ପରେ ଦୀର୍ଘକାଳ ପର୍ଜନ୍ତ ନର୍କ ଜାତନା ପାଇ ଥାଏ । ଏହି ପରି ମଣିଷ ବହୁତ ସମୟ ଧରି ନର୍କ ଜାତନା ପାଇବା ପରେ ଫୁନୀ ମଣିଷ ଜୀବନ ପାଇଲା ପରେ ତାଙ୍କ ଭାଗ୍ୟ ରେ ସନ୍ତାନ ସୁଖ ନଥାଏ ଏବଂ ସେହି ଲୋକ ସାରା ଜୀବନ ସନ୍ତାନହିଁ ହୋଇ ଥାଏ ।

ଚିନ୍ତନ ଦ୍ଵାରା ହୋଇ ଥିବା ପାପ :

– ଅନ୍ୟ କାହା ସ୍ତ୍ରୀ ବା ପୁରୁଷ ଉପରେ ଖରାପ ନଜର ରଖିବା, ବା ତାଙ୍କୁ ପାଇବା ଇଛା ରଖିବା ପାପ ଅଟେ ।

– ଅନ୍ୟ କାହା ସମ୍ପତ୍ତି ଧନ ପାଇବା ଇଛା ରଖିବା ଶିବ ଠାକୁରଙ୍କ ନଜର ରେ ଅଖ୍ଯମ୍ୟ ଅପରାଧ ଏବଂ ପାପ ଅଟେ ।

– କୌଣସି ସିଧା ସାଧା ଲୋକକୁ ହଇରାଣ କରିବା କିମ୍ବା ତାଙ୍କୁ କଷ୍ଟ ଦବା ବା ହାନି କରିବା ପାପ ଅଟେ ଏହା ପାଇଁ ପାପୀ ଲୋକଙ୍କୁ ନରକ ଜାତନା ମିଳି ଥାଏ ।

– କାହା ସମ୍ମାନକୁ ହାନି କରିବା ବହୁତ ବଡ ପାପ ଅଟେ ଏବଂ ଏହି ସବୁ ପାଇଁ ମିଛ କହିବା ତାଠାରୁ ବଡ ଅପରାଧ ଅଟେ ।

– ଗୁରୁ, ମାତା, ପିତା, ପତ୍ନୀ ବା ପୂର୍ବ ପୁରୁଷଙ୍କୁ ଭୁଲରେ ବି ଅପମାନିତ କରନ୍ତୁ ନାହିଁ ଏହା ଉଚିତ ନୁହ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button