ରାଶି ଆନୁସାରେ ଘରେ କେଉଁ ଜିନିଷ ରଖିଲେ ଶୁଭ

ଜନ୍ମ ତାରିଖରୁ ଜାଣନ୍ତୁ ଘରେ କଣ ରଖିଲେ ଶୁଭଫଳ ମିଳେ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷ ଜୀବନରେ ବିଭିନ୍ନ ବସ୍ତୁର ପ୍ରଭାବ ରହିଛି।ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ବସ୍ତୁ ନିଜ ଘରେ ରଖିଲେ ସୁଫଳ ମିଳିଥାଏ।ନିଜ ଜନ୍ମ ତାରିଖ ଅନୁସାରେ ବି ବାସ୍ତୁ ଗୁଣ ରହିଛି।ତେବେ କିପରି କେଉଁ ଜିନିଷ ରଖିଲେ ଆପଣଙ୍କୁ ଶୁଭ ଫଳ ମିଳିବ।ବାସ୍ତୁ ଶାସ୍ତ୍ର ଅନୁସାରେ ଦିଗର ସମ୍ବନ୍ଧ ଗ୍ରହ ମାନଙ୍କ ସହ ରହିଥାଏ।ଜନ୍ମ ତାରିଖ ଅନୁସାରେ ଘରେ କେଉଁ ଜିନିଷ ରଖିଲେ ସୁପ୍ରଭାବ ଜିବନ ଉପରେ ପଡିଥାଏ ସେହି ବିଷୟରେ ସହଜରେ ଜାଣିହେବ।ତେବେ ଚାଲନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଓ ଆପଣଙ୍କ ଜନ୍ମ ତାରିଖକୁ ନେଇ କେଉଁ ବସ୍ତୁ କୁ ଘରେ ରଖିଲେ ଏଥି ପାଇଁ ଏକ ଗଣିତ କସି ବାକୁ ପଡିବ ଏହା ଅତି ସହଜ।ଆପଣଙ୍କର ନିଜର ଜନ୍ମ ତାରିଖ ଏକ ସଂଖ୍ୟା ବାହାର କରିବାକୁ ପଡିବ ଯଦି ଆପଣଙ୍କର ଜନ୍ମ ତାରିଖ 1-9 ତାରିଖ ହେଲେ କିଛି ଅସୁବିଧା ନାହିଁ।
ବସ୍ତୁ ରଖନ୍ତୁ।ସୁଫଳ ପାଇବେ।ତିନି ସଂଖ୍ଯା ହୋଇଥିବା ବ୍ୟକ୍ତି ଉତ୍ତର ପୂର୍ବ ଦିଗରେ ରୁଦ୍ରାଷ ରଖନ୍ତୁ।ସୁଭଫଳ ପାଇବେ।ଚାରି ସଂଖ୍ୟା ହେଉଥିବା ବ୍ୟକ୍ତି ଦଷୀଣ ପଶ୍ଚିମ ଦିଗରେ କାଚ ଦ୍ରବ୍ଯ ରଖନ୍ତୁ।ଅନେକ ଶୁଭ ଫଳ ପାଇବେ।ପାଞ୍ଚ ସଂଖ୍ୟା ଥିବା ବ୍ୟକ୍ତି ଉତ୍ତର ଦିଗରେ ଲଷ୍ମୀ ମାଙ୍କ ମୂର୍ତ୍ତି ରଖନ୍ତୁ।ଛଅ ସଂଖ୍ୟା ହେଉଥିବା ବ୍ୟକ୍ତି ଦଷୀଣ ପୂର୍ବ ଦିଗରେ ମୟୁର ପୁଚ୍ଛ ରଖନ୍ତୁ।ସୁଭଫଳ ପାଇବେ।ଶାତ ସଂଖ୍ୟା ଥିବା ବ୍ୟକ୍ତି ଉତ୍ତର ପୂର୍ବ ଦିଗରେ ରୁଦ୍ରାଷ ରଖନ୍ତୁ।ଆଠ ସଂଖ୍ୟା ବ୍ୟକ୍ତି ନିଜ ଘରର ଉତ୍ତର ଦିଗରେ ଆକ୍ୟୋରମ ରଖନ୍ତୁ।ସୁଭଫଳ ମିଳିବ।ନଅ ସଂଖ୍ୟା ହେଉଥିବା ବ୍ୟକ୍ତି ଘରର ଦଷୀଣ ଦିଗରେ ପିରାମିଡ୍ ରଖିବା ଦ୍ବାରା ଶୁଭ ଫଳ ପ୍ରାପ୍ତ ହେବ।