IBN ଓଡ଼ିଶା ବ୍ୟୁରୋ
ହାତରେ ଥିବା M ଚିହ୍ନ ମାନେ କଣ ?? ଜାଣନ୍ତୁ କଣ ହେବ ଆପଣଙ୍କ ସହିତ…
ହାତରେ ତିଆରି M ଚିହ୍ନ ର ମାନେ କଣ ଆପଣ ଜାଣିଛନ୍ତି କି .. କହିବାକୁ ଗଲେ ଆମ ଜୀବନ ରେ ଜ୍ୟୋତିଷ ଶାସ୍ତ୍ର ର ବହୁତ ମହତ୍ୱ ଅଛି । ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ଆମେ ଆମ ହାତ ର ରେଖା ଦ୍ୱାରା ଭାବିଷ୍ୟ ଜାଣିବାକୁ ସୁଯୋଗ ପାଇଥାଉ । କିଛି ଲୋକ ଙ୍କ ହାତରେ ଏମିତି ଚିହ୍ନ ହୋଇଯାଇଥାଏ କି ଯାହା ତାଙ୍କ ପାଇଁ ବହୁତ ଭାଗ୍ୟଶାଳୀ ପ୍ରମାଣିତ ହୁଏ
ସ୍ଵଭାଵ –
ଧନ ଦୌଲତ –
ହାତରେ ଯେଉଁମାନଙ୍କ M ଚିହ୍ନ ଥାଏ ଜୀବନରେ ବହୁତ ଟଙ୍କା ପଇସା ରୋଜ଼ଗାର କରନ୍ତି । ସେମାନଙ୍କ ପ୍ରତି କାମ ସଫଳ ହୋଇଥାଏ । ଯାହାଦ୍ୱାରା ଏମାନେ ଆର୍ଥିକ ଲାଭ ପାଇଥାନ୍ତି ଆଉ ଜୀବନ ରେ କେବେ ପଇସା ର ଅଭାବ ଜାଣି ନଥାନ୍ତି.
ଭଲପାଇବା –
ହାତରେ M ଚିହ୍ନ ଥିବା ଲୋକ ମାନକୁ ଜୀବନରେ ସବୁବେଳେ ପ୍ରକୁତ ଭଲ ପାଇବା ମିଳିଥାଏ । ଆଉ ସେମାନେ ସେମାନଙ୍କ ପ୍ରେମିକା / ପ୍ରେମିକ ଙ୍କ ପ୍ରତି ବି ନିଷ୍ଠାବାନ ରୁହନ୍ତି.. ଏମାନେ ସବୁ ବେଳେ ତାର ସବୁ ଜିଦି ଓ ଇଛା କୁ ପୂରଣ କରି ଥାନ୍ତି..ଓ ଏମାନଂକୁ ଲଭ ମାରେଜ଼ କରିବା ବହୁତ ପସନ୍ଦ ଥାଏ .. ଦେଖନ୍ତୁ ତ.. କଣ ଆପଣ ଙ୍କ ହାତରେ ବି M ଚିହ୍ନ ଅଛି କି??




