ମନୋରଞ୍ଜନ

ବିଳାଶପୂର୍ଣ୍ଣ କାର କିଣିଲେ ଜାହ୍ନବୀ କପୂର , ଗାଡିର ଦାମ୍ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ ୧୮।୦୮: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର। ବର୍ତ୍ତମାନ ସେ ତାଙ୍କ ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ହେଲେ ଏସବୁ ମଧ୍ୟରେ ପ୍ରଶଂସକଙ୍କ ପାଇଁ ଏକ ବଡ ଖବର ଆସୁଛି। ଅଭିନେତ୍ରୀ ତାଙ୍କ କାର କଲେକସନ୍ରେ ଆଉ ଏକ ନୂଆ କାର ସାମିଲ କରିଛନ୍ତି। ଏହି କାର ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ। ତାଙ୍କର ନୂତନ କାର୍ ଦେଖିବା ପାଇଁ ବହୁତ ସୁନ୍ଦର।

ଏହାର ଦାମ୍ କୋଟି କୋଟି ଟଙ୍କା। ଜାହ୍ନବୀଙ୍କ ନୂଆ କାର ରାସ୍ତାରେ ଦେଖିବା ମାତ୍ରେ ଏହାର ଭିଡିଓ ଭାଇରାଲ ହୋଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button