ରାଜ୍ୟ

ଗାଧୋଇବା ବେଳେ କେନାଲରେ ବୁଡ଼ି ଯୁବକ ନିଖୋଜ, ଉଦ୍ଧାରକାର୍ଯ୍ୟ ଜାରି

 

ଟକ ୧୯/୦୮: କଟକ ଜଗତପୁର ସ୍ଥିତ କେନ୍ଦ୍ରାପଡ଼ା କେନାଲରେ ଅଘଟଣ। ଗାଧୋଇବା ବେଳେ ବୁଡ଼ି ଗଲେ ଯୁବକ। ନିଖୋଜ ଯୁବକ ଜଣକ ବିହାରର ବିତେଶ ଯାଦବ ବୋଲି ପରିଚୟ ମିଳିଛି। ଯୁବକ ବୁଡ଼ି ଯିବ ନେଇ ସ୍ଥାନୀୟଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ସୂଚନା ମିଳିବାପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ରେସ୍କ୍ୟୁ ଅପରେସନ ଜାରି ରଖିଛି।

ଘଟଣସ୍ଥଳରେ ପୋଲିସ ପହଞ୍ଚିଥିବା ସୂଚନା ମିଳିଛି

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button