IBN ଓଡ଼ିଶା ବ୍ୟୁରୋ

ଏହି ପାଞ୍ଚଟି ଗୁପ୍ତ କଥାଟି କାହାକୁ କୁହନ୍ତୁ ନାହିଁ

ଏହି ପାଞ୍ଚୋଟି କଥା ସର୍ବଦା ଗୁପ୍ତ ରଖିବେ କାହାକୁ କେବେବି କହିବେ ନାହିଁ । ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ କିଛିନା କିଛି ସିକ୍ରେଟ ରହିଛି। । ସେମାନେ କାହାକୁ କୁହନ୍ତି ନାହିଁ ସେପରି କିଛି ବିଷୟ ରହିଛି।ଯଦି ଆପଣ ଆପଣଙ୍କ ସିକ୍ରେଟ ସେୟାର କରିବେ ତେବେ ଆପଣଙ୍କୁ ପଛରେ ପଶ୍ଚାତାପ କରିବାକୁ ପଡିବ। ବେଳେ ବେଳେ ଏପରି ହୁଏକି ଯଦି କୈଣସି ବ୍ୟକ୍ତି ଆପଣଙ୍କୁ ତାଙ୍କ ସିକ୍ରେଟ କହେ ଆପଣ ତାଙ୍କୁ ତମ ସିକ୍ରେଟ କହିବା କୈଣସି ଅପରାଧ ନୁହେଁ କିନ୍ତୁ ଏହା ଭୁଲ ଅଟେ । ଯାହାକୁ ଆପଣଙ୍କୁ ଭବିଷ୍ଯତରେ ଅସୁବିଧାରେ ପକାଇପାରେ।

ଏଭଳି କିଛି ଲୋକେ ଆପଣଙ୍କ ଜୀବନରେ ଆସିବେ ଯାହା ଫଳରେ ଆପଣ ଆପଣଙ୍କ ସିକ୍ରେଟ ତାଙ୍କୁ କହିଦେବେ ।ଏବେ ଯେଉଁ ପାଞ୍ଚଟି କଥା ଯାଣିବା ତାକୁ କେବେ କାହାକୁ କୁହନ୍ତୁ ନାହିଁ । ପ୍ରଥମେ ରହିଛି ଚ୍ୟାରିଟି ଯଦି ଆପଣ ଲୋକ ମାନଙ୍କ ସାହାଯ୍ଯ କରୁଛନ୍ତି ଓ ଯଦି ଶେବା କାର୍ଯ୍ୟ କରୁଛନ୍ତି ଏହା କାହାକୁବି କୁହନ୍ତୁ ନାହିଁ ।

ଦ୍ବିତୀୟରେ ଆପଣଙ୍କ ନିଜର କିଛି ବିଚାର ଯାହା ଆପଣ ନିଜେ କରିଥିବେ ତାକୁ କେବେ କାହାକୁ କୁହନ୍ତୁ ନାହିଁ।ତୃତୀୟରେ ରହିଛି ଜୀବନ ର ଉଦେଶ୍ୟ ପ୍ରକୃତ ଆପଣ ଆପଣଙ୍କ ଜୀବନର ଭବିଷ୍ଯତ ରେ ଥିବା ଉଦେଶ୍ଯ କୁ କାହାକୁ କୁହନ୍ତୁ ନାହିଁ ।

ଚତୁର୍ଥ କଥାଟି ହେଲା ଆପଣଙ୍କ ଜୀବନ ଶୈଳୀ ବିଷୟରେ । ଆପଣ କେବେବି ଆପଣଙ୍କ ଜୀବନ ଶୈଳୀ ବିଷୟରେ କାହାକୁ କୁହନ୍ତୁ ନାହିଁ । ପଞ୍ଚମ କଥାଟି ହେଲା ଫ୍ୟାମିଲି ମ୍ୟାଟର । ପ୍ରତେକଙ୍କ ଫ୍ୟାମିଲି ରେ କିଛି ନା କିଛି ପ୍ରୋବ୍ଲେମ ରହିଥାଏ ଯାହା ସମସ୍ତଙ୍କ ସହ ସେୟାର କରିବା ଉଚିତ୍ ନୁହେଁ ।

Related Articles

Leave a Reply

Your email address will not be published. Required fields are marked *

Back to top button