IBN ଓଡ଼ିଶା ବ୍ୟୁରୋ

ବେକାରୀଙ୍କୁ ଚାକିରି ଦେବ ଜିଓ । ରହିବା ଖାଇବା ସୁବିଧା ସହିତ ମିଳିବ ମୋଟା ଅଙ୍କର ଦରମା । କେମିତି କରିବେ ଆବେଦନ ଜାଣନ୍ତୁ ?

ମୁମ୍ବାଇ: ଯଦି ଆପଣ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଉଦ୍ୟୋଗପତି ତଥା ଜିଓ ମାଲିକ ମୁକେଶ ଅମ୍ବାନୀଙ୍କ ଅଧିନରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଟେ । କାରଣ, ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ତଥା ମୁକେଶ ଅମ୍ବାନୀ ଜିଓ ସମ୍ବନ୍ଧିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିକଟରେ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ରିଲାଏନ୍ସ ଜିଓର ଲଂଚି ପରଠାରୁ ପାଖାପାଖି ୫୦ ଲକ୍ଷ ଲୋକଙ୍କୁ ରୋଜଗାରୀ ମିଳିଛି ।

ଲଂଚିିଂ ସମୟରେ ରିଲାଏନ୍ସ ଜିଓରେ ୧.୨୦ ଲକ୍ଷ ଲୋକଙ୍କୁ ରୋଜଗାର ଦେବାର ଟାର୍ଗେଟ ରଖାଯାଇଥିଲା । ଏହାବ୍ୟତୀତ ରିଲାଏନ୍ସ ଜିଓରେ ଚାକିରି କରିବାର ବି ସୁଯୋଗ ମଧ୍ୟ ରହିଛି । ଜିଓ ନିଜର ୱେବସାଇଟରେ ବିଭିନ୍ନ ବର୍ଗରେ ନିଯୁକ୍ତିକୁ ନେଇ ପାଖାପାଖି ୧୪୦୦ ରୁ ଅଧିକ ଚାକିରି ଅଫର କରାଯାଇଛି । ଯେଉଁଥିରେ ସେଲ୍ସ ଆଣ୍ଡ ଡିଷ୍ଟ୍ରିବ୍ୟୁସନ , ଇଂଜିନିୟରିଂ, ଫାଇନାନ୍ସରୁ ନେଇ ଆକାଉଂଟିଂ ପର୍ଯ୍ୟନ୍ତ ବର୍ଗ ସାମିଲ ରହିଛି ।

ଯଦିଓ ଏଭଳି ନୁହେଁ କି ପ୍ରଥମ ଥର ପାଇଁ ରିଲାଏନ୍ସ ଜିଓର ତରଫରୁ ଚାକିରି ଦିଆଯାଉଛି, ଏହା ପୂର୍ବରୁ ବି ସମୟ ସମୟରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥାଏ । ଯେଉଁଥିରେ ବେରୋଜଗାରୀଙ୍କ ପାଇଁ ଟଙ୍କା ଅର୍ଜନ କରିବାର ଏକ ମାଧ୍ୟମ ପାଲଟିଛି । ଇତି ମଧ୍ୟରେ ପୁଣି ଥରେ ରିଲାଏନ୍ସ କଂପାନୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯଦି ଆପଣ ବି ଏଥିପାଇଁ ଇଚ୍ଛୁକ ଅଛନ୍ତି ତେବେ ନିମ୍ନରେ ଏ ସଂପର୍କରେ ସମ୍ପୂର୍ଣ୍ଣ ଭାବେ ଆଲୋଚନା କରାଯାଇଛି ….

କେଉଁ ବର୍ଗର ପାଇଁ କେତେ ଚାକିରି

ଜିଓ ତରଫରୁ ଏହିସବୁ ବର୍ଗ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି:-

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button