IBN ଓଡ଼ିଶା ବ୍ୟୁରୋ

ଧନୀ ହେବାର ଇଚ୍ଛା ଥିଲେ, ତେବେ ଗୁଜୁରାତିର ଏହି ଉପାୟ ବିଷୟରେ ଜାଣନ୍ତୁ

ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ପୂରଣ ହୋଇଯିବ ।ଏହା ଆପଣଙ୍କୁ ଧ୍ୟାନ ରଖିବା ଦରକାର ଯେ, ଏହି ଉପାୟ କରିବା ସମୟରେ ଯେମିତି ଆପଣଙ୍କୁ କେହିବି ନ ଦେଖନ୍ତୁ । ଯଦି ଆପଣଙ୍କୁ ଲାଗୁଛି କି ଆପଣ ବହୁତ ସମସ୍ୟାରେ ଫସି ଜାଇଛନ୍ତି ଓ ଆପଣଙ୍କୁ କେହି ବି ସାଥ ଦେଉ ନାହାନ୍ତି ତେବେ ଆପଣ ନିଶ୍ଚୟ ଏହି ଉପାୟକୁ କରନ୍ତୁ ।

 

ଦେଖିବେ ଆପଣଙ୍କ ସବୁ ରାସ୍ତା ଖୋଲି ଯିବ ଓ ଧନର ବର୍ଷା ହେବାରେ ଲାଗିବ ।

ଏବେ ଆସନ୍ତୁ ସେହି ଉପାୟ ବିଷୟରେ ଜାଣିବା:

ଆପଣ ଗୋଟିଏ ସବୁଜ ଗୁଜୁରାତି ନେଇଆସନ୍ତୁ, ଏହି ଗୁଜୁରାତିକୁ ନେଇ ଆପଣ ଆପଣଙ୍କ ପୂଜାଘର ସାମ୍ନାରେ ବସି ଯାଆନ୍ତୁ । ପୂଜାଘର ସାମ୍ନାରେ ବସିଲା ପରେ ଆପଣ ଆପଣଙ୍କ ଦୁଇ ହାତକୁ ଯୋଡି ଆଖି ବନ୍ଦ କରି ” ଓଁ ଶ୍ରୀଙ୍ଗ ଶ୍ରୀ ୟେଈ ନମଃ ” ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ।

 

ଏହି ମନ୍ତ୍ର ଜପିବା ସମୟରେ ଯେମିତି ଆପଣଙ୍କୁ କେହି ବି ଡିଷ୍ଟର୍ବ ନକରିବେ, ଏଥିପ୍ରତି ଧ୍ୟାନ ଦେବା ଦରକାର । ଜପ କରିସାରିଲାପରେ ଆପଣ ଆପଣଙ୍କ ଡାହାଣ ହାତ ମୁଠିରେ ସେହି ଗୁଜୁରାତିକୁ ସମ୍ପୂର୍ଣ୍ଣ ବନ୍ଦ କରି ରଖନ୍ତୁ । ତାପରେ ସେହି ନିଜ ଘରେ ସାତ ଥର ବୁଲିଯାନ୍ତୁ । ସାତ ଥର ବୁଲି ସାରିବା ପରେ ପୁଣି ସେହି ପୂଜା ଘର ସାମ୍ନାରେ ଆସି ବସିଯାଆନ୍ତୁ ।

 

ତାପରେ ଗୋଟିଏ ଲାଲ କପଡା ଆଣନ୍ତୁ । ସେହି କପଡ଼ାରେ ସେହି ଗୁଜୁରାତିକୁ ସୂତାରେ ବାନ୍ଧି ଗୋଟିଏ ପୁଟୁଳି ପ୍ରସ୍ତୁତ କରନ୍ତୁ । ସେହି ସୁତା ଲାଲ ରଙ୍ଗର ହୋଇଥିବା ଦରକାର । ସେହି ପୁଟୁଳିକୁ ଘରର ଏକ କୋଣରେ ଲୁଚାଇଦିଅନ୍ତୁ । ଯେମିତି କି ସେହି ପୁଟୁଳିକୁ କେହି ଦେଖିନପାରିବେ ।

 

ଏହି ଉପାୟକୁ ଆପଣ ଯେ କୌଣସି ଦିନ ଓ ଯେକୌଣସି ସମୟରେ ମଧ୍ୟ କରିପାରିବେ । ସେହି ଦିନ ଠାରୁ ଆପଣ ୨୧ ଦିନ ପରେ ସେହି ପୁଟୁଳିକୁ କାଢିଆଣି ନଦୀରେ ବିସର୍ଜନ କରିଦିଅନ୍ତୁ । ଯଦି ଆପଣଙ୍କ ଆଖପାଖରେ ନଦୀ ନାହିଁ, ତେବେ ସେହି ପୁଟୁଳିକୁ ଆପଣ ଗୋଟିଏ ଅଶ୍ୱତ୍ଥ ଗଛ ମୂଳରେ ମଧ୍ୟ ପୋତିଦେଇ ପାରିବେ । ଏହା କରିବା ଦ୍ୱାରା ନିଶ୍ଚିତ ଭାବରେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button