IBN ଓଡ଼ିଶା ବ୍ୟୁରୋ

ମାତ୍ର 7 ଦିନ ଭିତରେ ସାଥିରେ ପାଇବେ ନିଜ ପ୍ରେମକୁ, କରନ୍ତୁ ଏହି ଗୋଟିଏ ଉପାୟ

ଆମେ ଆଜି ଆପଣ ମାନଙ୍କୁ ଝିଅ ମାନଙ୍କୁ ପଟେଇବାର ବହୁତ ସହଜ ଉପାୟ ବିଷୟ ରେ କହିବା ପାଇଁ ଆସିଛୁ ଏବଂ ଏଠାରେ ଆମେ ଆପଣ ମାନଙ୍କୁ କହିବୁ କି ଆପଣ ମାନେ କେମିତି ଗୋଟିଏ ଝିଅ କୁ କେବଳ 3 ରୁ 4 ଦିନ ମଧ୍ୟ ରେ ଆପଣ ମାନେ ସେହି ଝିଅକୁ ବହୁତ ଜଲ୍ଦି ପଟେଇ ପାରିବେ ।

ତେବେ ଆଉ ଡେରୀ ନ କରି ଆସନ୍ତୁ ସେହି ସବୁ ଉପାୟ ବିଷୟ ରେ ଜାଣି ନେବା । ପ୍ରଥମେ ହେଲା ବନ୍ଧୁଗଣ ଯଦି ତୁମେ ତୁମ ଜିବନ ରେ କୈଣସି ବି ଝିଅ କୁ ପ୍ରେମ କରିବା ପାଇଁ ଚାହୁଁଛ ତେବେ ଆପଣ ମାନେ କଣ କରିବେ ନା ସେହି ଝିଅ କୁ ସବୁ ବେଳେ ପଟନ୍ତୁ ଯିଏ ଆପଣଙ୍କ ଠାରୁ ଟିକିଏ କମ୍ ସୁନ୍ଦରତା ରେ ରହି ଥିବ ।

 

ଅର୍ଥାତ୍ ଆପଣ ମାନେ ସେହି ଝିଅ କୁ ଲାଇନ୍ ମାରନ୍ତୁ । ଏବଂ ଝିଅ ମାନଙ୍କ କ୍ଷେତ୍ର ରେ ସେହି ଜିନିଷ ଆପ୍ଲାୟ ହୋଇ ଏହି ଠାରେ ଝିଅ ମାନେ ବି ସେହି ପରି କ୍ଷେତ୍ର ରେ ନିଶ୍ଟିତ ଭାବେ ରେସ୍ପନ୍ସ ଦେବେ । ଏବଂ ସେ କିଛି ଦିନ ମଧ୍ୟ ରେ ତୁମର ଗାର୍ଲ ଫ୍ରେଣ୍ଡ ମଧ୍ୟ ହୋଇ ଯିବ ।

ଖାସ୍ କରି ଏହି ପୋଷ୍ଟ ସେହି ଲୋକ ମାନଙ୍କ ପାଇଁ ବହୁତ କାମ ରେ ଆସିବ କି ଯେଉଁ ମାନେ ଆଜି ଯାଏ କୈଣସି ବି ଝିଅ କୁ ପଟେଇ ନାହାଁନ୍ତି । ଆଉ ଏହି ଟ୍ରିକ୍ ଗରେଣ୍ଟି ର ସହିତ କାମ ନଶ୍ଚିତ ଭାବେ କରିବ ।

ନାହିଁ ତେବେ ତୁମକୁ ଏମିତି ହିଁ ଆରମ୍ଭ କରିବା ପାଇଁ ପଡିବ ।

Related Articles

Leave a Reply

Your email address will not be published. Required fields are marked *

Back to top button