କ’ଣ ଆପଣ ବି ସନ୍ଧ୍ଯା ସମୟରେ ଏହି କାମ କରୁଛନ୍ତି ! ତୁରନ୍ତ ବନ୍ଦ କରନ୍ତୁ, ନହେଲେ ଖୁବ ଶୀଘ୍ର ହୋଇଯିବେ ବର୍ବାଦ

ସକାଳ ଓ ରାତିର ସମୟ ପରି ସନ୍ଧ୍ଯା ସମୟଟିକୁ ମଧ୍ୟ ବହୁତ ଗୁରୁତ୍ଵପୂର୍ଣ୍ଣ ସମୟ ବୋଲି ଦିନର ମାନାଯାଇଥାଏ । ଆମେ ସକାଳୁ ଉଠି ଯେପରି ଭଗବାନଙ୍କର ପୂଜା ଅର୍ଚନା କରିଥାଉ । ସେହିପରି ସନ୍ଧ୍ଯା ସମୟରେ ମଧ୍ୟ ବିଶେଷ ଭାବେ ଭଗବାନଙ୍କର ସନ୍ଧ୍ଯା ଧୂପଆଳତୀ ସହ ଭଗବାନଙ୍କୁ ପ୍ରାର୍ଥନା କରିବାର ଶ୍ରେଷ୍ଠ ସମୟ ହୋଇଥାଏ । ତେବେ ଏହି ସନ୍ଧ୍ଯା ସମୟରେ ବହୁତ ଲୋକ ଏଭଳି କିଛୁ ଭୁଲ୍ କରି ବସନ୍ତି । ଯାହା ତାଙ୍କ ଘର ପାଇଁ ଦୁଃଖ ଦରିଦ୍ରତା ଓ ଅଶାନ୍ତି ନେଇ ଆସିଥାଏ । ତେବେ ବନ୍ଧୁଗଣ ସନ୍ଧ୍ଯା ସମୟରେ କେଉଁ ସବୁ କାର୍ଯ୍ୟ କରିବାକୁ ବାରଣ କରାଯାଇଛି ଚାଲନ୍ତୁ ସେ ସମ୍ପର୍କରେ ଏଠାରେ ବିସ୍ତାର ରୂପେ ଜାଣିବା ।
1- ସନ୍ଧ୍ୟା ସମୟରେ ବାରଣ କରାଯାଇଥିବା ପ୍ରଥମ କାର୍ଯ୍ୟଟି ହେଉଛି ଭୋଜନ କରିବା । ହଁ ଆଜ୍ଞା ସନ୍ଧ୍ଯା ସମୟରେ ଭୋଜନ କରିବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି । କାରଣ ଏହି ସମୟରେ ଭୋଜନ କରିବା ଦ୍ଵାରା ସେହି ଘରକୁ ବେମାରୀ ଓ ଦରିଦ୍ରତା ପ୍ରବେଶ କରିଥାଏ । ତେଣୁ ସନ୍ଧ୍ଯା ସମୟରେ ଭୋଜନ କରନ୍ତୁ ନାହିଁ । ଯଦି ଅତ୍ୟଧିକ ଭୋଜନ ଲାଗୁଥାଏ । ତେବେ ଆପଣ ଫଳମୂଳର ସେବନ ଦରକାର ପଡିଲେ କରିପାରିବେ ।
3- ସନ୍ଧ୍ୟା ସମୟରେ ବାରଣ କରାଯାଇଥିବା ତୃତୀୟ କାର୍ଯ୍ୟଟି ହେଉଛି ଶୋଇବା କି ଶାରୀରିକ ସମ୍ପର୍କ ବନାଇବା । ହଁ ଆଜ୍ଞା ସନ୍ଧ୍ଯା ସମୟକୁ ଭଗବାନଙ୍କର ଆରାଧନା କରିବାର ଶ୍ରେଷ୍ଠ ସମୟ ବୋଲି ବିବେଚନା କରାଯାଇଥାଏ । ହେଲେ ଯେଉଁ ମାନେ ଏହି ସମୟରେ ଶୋଇବା କି ପ୍ରେମ ସମ୍ପର୍କ ରଖିବାରେ ଲିପ୍ତ ରହିଥାନ୍ତି । ସେହି ଲୋକ ମାନଙ୍କୁ ଦେବାଦେବୀ ମାନଙ୍କୁ କୃପା ପ୍ରାପ୍ତ ହୋଇନଥାଏ ।
4- ତେବେ ବନ୍ଧୁଗଣ ସନ୍ଧ୍ଯା ସମୟରେ ଘରର ମହିଳା ମାନେ ତୁଳସୀ ଚଉରା ନିକଟରେ ଧୂପଦୀପ ଜାଳିପାରିବେ । ହେଲେ ଏହି ସମୟରେ ମାତା ବୃନ୍ଦାବତୀଙ୍କୁ ସ୍ପର୍ଶ କରିବାକୁ ବରାନ କରାଯାଇଛି । କି ସେଥିରେ ଜଳ ଅର୍ପଣ କରିବାକୁ ମଧ୍ୟ ମନା କରାଯାଇଛି ।