IBN ଓଡ଼ିଶା ବ୍ୟୁରୋ

ଏହି ମୁଦି ପିନ୍ଧିଲେ ଚାକିରି ସୁନିଶ୍ଚିତ ! ଥରେ ପିନ୍ଧି ଦେଖନ୍ତୁ ଆପଣଙ୍କ ଭାଗ୍ୟ ବଦଳିଜିବ…

ବାସ୍ତୁଶାସ୍ତ୍ର ଅନୁସାରେ କଇଁଛର ମୁଦିକୁ ଶୁଭ ବୋଲି ମାନାଯାଇଥାଏ । କାରଣ ଏହି ମୁଦି ପିନ୍ଧିବା ଦ୍ଵାରା ବ୍ୟକ୍ତିର ବହୁ ସମସ୍ଯାର ସମାଧାନ ବାହାରି ପଡ଼ିଥାଏ । ତେବେ ଏହି କଇଁଛ ମୁଦିକୁ ବ୍ୟକ୍ତି ପରିଧାନ କରିବା ଦ୍ଵାରା ତାଙ୍କର ନିଜ ଠାରେ ଆତ୍ମବଳ ବୃଦ୍ଧି ପାଇଥାଏ । ଯାହା ମାଧ୍ୟମରେ ସେହି ବ୍ୟକ୍ତି ନିଜ ଜୀବନରେ ଆଗକୁ ବଢିବା ପାଇଁ ଶକ୍ତିପଇଥାଏ । ତେବେ କଇଁଛ ଜଳରେ ରହିଥାଏ । ତେଣୁ ଏହି କଇଁଛର ପ୍ରତିମୂର୍ତ୍ତି ଥିବା କଇଁଛ ମୁଦିରେ ସକାରାତ୍ମକତା ଭରି ରହିଥାଏ ।

 

ତେଣୁ ଯିଏ ଏହାକୁ ପିନ୍ଧିଥାନ୍ତି । ସେମାନେ ମଧ୍ୟ ସବୁବେଳେ ପଜିଟିଭ ଏନର୍ଜିରେ ଭରି ହୋଇ ରହିଥାନ୍ତି । ତେବେ ଏଠାରେ ଆମେ କହିବାକୁ ଚାହୁଁଛୁ । ଯେ କଇଁଛ ମୁଦି ପିନ୍ଧିବାକୁ ଚାହୁଁଥିବା ଲୋକ କିଛି ସାବଧାନତା ଅବଲମ୍ବନ କରି ମୁଦିକୁ ପିନ୍ଧିବା ଉଚିତ । ତେବେ କଇଁଛର ମୁଦି ପିନ୍ଧିବାକୁ ଇଛା ରଖିଥିଲେ । ରୂପାରେ ନିର୍ମିତ କଇଁଛ ମୁଦି ପିନ୍ଧିବା ବହୁତ ଶୁଭଦାୟକ ହୋଇଥାଏ । ତେବେ କଇଁଛ ମୁଦି ପିନ୍ଧିବା ସମୟରେ ଏହାକୁ ଧ୍ୟାନରେ ରଖନ୍ତୁ ।

ଡକୁ ମୁହଁ କରି ରହୁଥିବ । କାରଣ କଇଁଛର ମୁଣ୍ଡ ଆପଣଙ୍କ ଆଡକୁ ରହିବା ଦ୍ଵାରା ଆପଣଙ୍କ ଜୀବନକୁ ଧନ ଆଗମନର ଅନେକ ରାସ୍ତା ଖୋଲି ଯାଇଥାଏ । ହେଲେ ଯଦି କଇଁଛର ମୁଣ୍ଡ ବାହାର ପଟକୁ ରହିଥାଏ । ତେବେ ଲାଭ ବଦଳରେ ଓଲଟା କ୍ଷତି ହେବାକୁ ଲାଗିଥାଏ । ତେବେ ଡାହାଣ ହାତର ତର୍ଜନୀ ଆଙ୍ଗୁଠିରେ ଏହି କଇଁଛ ମୁଦିକୁ ପିନ୍ଧନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button