IBN ଓଡ଼ିଶା ବ୍ୟୁରୋ

ଯାହାଙ୍କୁ ହୃଦୟରୁ ପ୍ରେମ କରୁଛନ୍ତି, ତାଙ୍କୁ ହିଁ ଜୀବନସାଥି କରିପାରିବେ, ବାସ୍ କହି ଦିଅନ୍ତୁ ଏହି ଗୋଟିଏ ମନ୍ତ୍ର

ପ୍ରତ୍ଯେକଟି ବ୍ୟକ୍ତିକୁ ନିଜ ଜୀବନରେ କେବେ ନ କେବେ ପ୍ରେମ ନିହାତି ଭାବେ ହୋଇଥାଏ । ହେଲେ ସେଥିମଧ୍ୟରୁ ଅନେକ ପ୍ରେମରେ ସଫଳ ହୋଇକି ନିଜର ପ୍ରେମକୁ ବାହାଘରର ନାମ ଦେଇଥାନ୍ତି । ସେହି ଲଭ ପାର୍ଟନରକୁ ସେ ନିଜର ଜୀବନସାଥି ମଧ୍ୟ କରିନେଇଥାନ୍ତି । ହେଲେ ଅନେକ ନିଜ ପ୍ରେମକୁ କୌଣସି ନା କୌଣସି ହରାଇବସିଥାନ୍ତି । କାରଣ ଝିଅ ଓ ପୁଅ ପ୍ରେମ ତ କରି ବସିଥାନ୍ତି । ହେଲେ ପ୍ରେମ ବିବାହକୁ ନେଇ ଘରେ ଅନେକ ସମସ୍ଯା ଦେଖାଦେଇଥାଏ ।

 

ଯେଉଁ କାରଣରୁ ସେହି ପୁଅ ଓ ଝିଅଙ୍କର ନିଜ ପ୍ରେମ ସବୁଦିନ ପାଇଁ ଅଧୁରା ରାହିଜାଇଥାଏ । ଆଉ ସେ ନିଜର ଜୀବନ  ଠାରୁ ଅଧିକ ଭଲ ପାଉଥିବା ପ୍ରେମୀକୁ ହରାଇ ବାହା ହେଇପାରିନଥାନ୍ତି । ତେବେ ଯଦି ଆପଣ ମଧ୍ୟ କାହାକୁ ପ୍ରକୃତରେ ଭଲ ପାଉଛନ୍ତି । ହୃଦୟରୁ ତାଙ୍କୁ ନିଜର ଜୀବନସାଥି କରିବା ପାଇଁ ଭାବିନେଇଛନ୍ତି । ତେବେ ଏହି ଉପାୟକୁ ଆପଣ ନିଶ୍ଚୟ ଭାବେ କରି ଦେଖନ୍ତୁ । ଆପଣ ଯାହାଙ୍କୁ ଭଲ ପାଉଛନ୍ତି ଆପଣଙ୍କର ବାହାଘର ତାଙ୍କ ସହିତ ହିଁ ହେବ । ଚାଲନ୍ତୁ ସେହି ଉପାୟ ସମ୍ପର୍କରେ କଥା ହେବା ।

1- ନିଜ ପ୍ରେମକୁ ପାଇବା ପାଇଁ ଚାହୁଁଥିଲେ । ପ୍ରତ୍ଯେକ ଶୁକ୍ରବାର ଦିନ ରାଧାକୃଷ୍ଣଙ୍କ ମନ୍ଦିରକୁ ଯାଇ ଲହୁଣୀ ଓ ମିଶ୍ରୀର ପ୍ରସାଦ ଲଗାନ୍ତୁ । ତାପରେ ସେହି ମନ୍ଦିରରେ ଏକ ମନ୍ତ୍ରର ଜପ କରିବାକୁ ପଡିଥାଏ । ସେହି ମନ୍ତ୍ରଟି ହେଉଛି ଓଂ କ୍ଲିଙ୍ଗ କୃଷ୍ଣାୟ ଗୋପିଜନ ବଲ୍ଲଭାୟ ସ୍ଵାହା । ଏହି ମନ୍ତ୍ରଟିକୁ ଆପଣ 108 ଥର ଜପ କରିବାକୁ ପଡିବ ।

 

ଏହାପରେ ଆପଣ ଭଲ ପାଉଥିବା ବ୍ୟକ୍ତି ବିଷୟରେ ପ୍ରଭୁ ରାଧାକୃଷ୍ଣଙ୍କ ନିକଟରେ ଅବଶ୍ୟ ଜଣାନ୍ତୁ । ଏହିପରି ଭାବେ 11 ଟି ଶୁକ୍ରବାର କରିବାକୁ ପଡିବ । ହେଲେ ଏହି ଉପାୟକୁ କରିବା ସମୟରେ ନିଜ ମନରେ ପ୍ରଭୁଙ୍କ ପ୍ରତି ଭକ୍ତି ଓ ନିଷ୍ଠା ଭାବ ରହିବା ନିହାତି ଉଚିତ । ଏହି ଉପାୟ କରୁଥିବା ପର୍ଯ୍ୟନ୍ତ ଆମିଷ ଠାରୁ ନିଜକୁ ଦୂରେଇ ରଖିବେ । ତାପରେ ଆପଣଙ୍କର ମନୋସ୍କାମନା ନିହାତି ଭାବେ ଭଗବାନ ରାଧାକୃଷ୍ଣ ପୂରଣ କରିବେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button