IBN ଓଡ଼ିଶା ବ୍ୟୁରୋ

ସେ ଆପଣଙ୍କ ସହ କଥା କାହିଁକି ହେଉନାହାନ୍ତି ? ତାଙ୍କ ମନରେ ଆପଣଙ୍କ ପାଇଁ କ’ଣ ଚାଲିଛି ?

ଆପଣଙ୍କ ଜୀବନରେ କେହି ଜଣେ ଏପରି ବନ୍ଧୁ ବା ଆପଣଙ୍କ ଲଭର ଥିବେ । ଯାହାଙ୍କ ସହ ଆପଣଙ୍କ ବହୁତ ଭଲ ସମ୍ପର୍କ ରହିଥିଲା । ଉଭୟ ଉଭୟଙ୍କ ସାଥିରେ ସବୁକିଛି କଥା ଶେୟାର କରିବାକୁ ମଧ୍ୟ ଭଲ ପାଉଥିଲେ । ହେଲେ ଏଭଳି ହଟାତ ସେହି ବ୍ୟକ୍ତି ସହ କଣ ଘଟିଗଲା ଯେ, ସେ ଆପଣଙ୍କ ସହ କଥାବାର୍ତ୍ତା ଠିକ ସେ ହେଉନାହାନ୍ତି । ଆଗ ଭଳି ଆପଣ ଓ ତାଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ । ତେବେ ଏହି ସବୁ ବିଷୟରେ ଜାଣିବାକୁ ଚାହୁଁଥିଲେ । 1 କି 2 ଏଥିମଧ୍ୟରୁ କୌଣସି ଏକ ନମ୍ବର ସେହି ପର୍ଶନଙ୍କ କଥା ଭାବି ବାଛି ନିଅନ୍ତୁ ।

 

1- ଆପଣ ଯାହାଙ୍କ କଥା ଭାବି ଏହି ନମ୍ବରକୁ ବାଛିଛନ୍ତି । ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କୁ ବହୁତ ଅଧିକ ଭଲ ପାଆନ୍ତି । ସେ ଆପଣଙ୍କ ସହ କଥା ହେବା କମ୍ କରି ଦେଇଛନ୍ତି ବା କଥା ହେଉନାହାନ୍ତି । ତାହାର ମାନେ ଆପଣଙ୍କ ସହ ସେହି ବ୍ୟକ୍ତି ଚିଟ କରୁନାହାନ୍ତି । ବଂର ସେହି ବ୍ୟକ୍ତିଙ୍କ ଜୀବନରେ ଏଭଳି କିଛି ଅଚାନକ ପରିସ୍ଥିତି ଆସିଯାଇଛି । ତେଣୁ ସେ ଆପଣଙ୍କ ଠାରୁ କିଛି ସମୟ ପାଇଁ ଦୂରେଇ ଦୂରେଇ ରହୁଛନ୍ତି । କାରଣ ଏହି ସମୟରେ ସେ ଆପଣଙ୍କୁ କୌଣସି ପ୍ରକାର କମିଟମେଣ୍ଟ ଦେବାକୁ ଚାହୁଁନାହାନ୍ତି ।

କାରଣ ଆଗକୁ ଯାଇ ସେ ସେହି କଥାର ପୂରଣ କରିପାରିବେ କି ନାହିଁ, ସେଥିପ୍ରତି ଟିକେ ଚିନ୍ତାରେ ଅଛନ୍ତି । ହେଲେ ଏହି ବ୍ୟକ୍ତି ଆପଣଙ୍କୁ ତାଙ୍କ ଜୀବନରେ ଜଣେ ଗୁରୁତ୍ଵପୂର୍ଣ୍ଣ ପର୍ଶନ ବୋଲି ଭାବନ୍ତି ।

 

2- ଏହି ବ୍ୟକ୍ତି ଜଣଙ୍କୁ ଆପଣଙ୍କ ଭଲ ପାଇବାରେ କିଛି କମ୍ ଫିଲ୍ ହେଇଛି । ଯେଉଁ କାରଣରୁ ସେ ଆପଣଙ୍କୁ ଧୀରେ ଧୀରେ ଇଗନୋର କରିବାକୁ ଚାହୁଁଛନ୍ତି । କାରଣ ତାଙ୍କୁ ଲାଗୁଛି, ଯେ ସେ ଆପଣଙ୍କୁ ଯେତିକି ଭଲ ପାଉଛନ୍ତି । ଆପଣ ତାହା ତୁଳନାରେ ସେତିକି ସମୟ ବା ଭଲ ପାଇବା ତାଙ୍କୁ ଦେଇ ପାରୁନାହାନ୍ତି । ତେଣୁ ସେହି ବ୍ୟକ୍ତି ଜଣଙ୍କ ନିଜ ପାଇଁ କିଛି ସମୟ ବାହାର କରି ନିଜ ଉପରେ ଅଧିକ ଫୋକୋଷ କରୁଛନ୍ତି ।

ନିଜ ବ୍ୟବସାୟ ବା ନିଜ କ୍ଯାରିଅର ଉପରେ ଅଧିକ ଧ୍ୟାନ ଦେଉଛନ୍ତି । କାରଣ ଏହି ସମୟରେ ତାଙ୍କୁ ବହୁତ ଏକେଲା ଫିଲ୍ ହେଉଛି । ସେ ଅନେକ କିଛି କଥା ମଧ୍ୟ ଭାବୁଛନ୍ତି । ତେଣୁ ସେ ନିଜ କ୍ଯାରିଅରରେ ଆଗକୁ ବଢିବା ପାଇଁ ଆପଣଙ୍କୁ ଇଗନୋର କରିବାରେ ଲାଗିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button