IBN ଓଡ଼ିଶା ବ୍ୟୁରୋ

ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି, ତାଙ୍କୁ ଭାବି ଏକ ନମ୍ବର ବାଛିନିଅନ୍ତୁ… ଆଉ ତାପରେ…

ଆମ ମନରେ ଅନେକ ଥର ଏମିତି ଏକ ପ୍ରଶ୍ନ ନିହାତି ଭାବେ ଆସିଥାଏ ? ଯେ ଯେତେବେଳେ ଯେଉଁ ବ୍ୟକ୍ତି କିଛି ବି ଆମକୁ କହିଥାଏ । ତାହା ସତ କି ମିଛ । ହେଲେ ଆପଣ କୌଣସି ବି ଲୋକ ଆପଣଙ୍କୁ ସତ କହୁଛି କି ମିଛ ଜାଣିବାକୁ ଚାହୁଁଥାନ୍ତି । ତାଙ୍କ ମନରେ ପ୍ରକୃତରେ ଆପଣଙ୍କ ପାଇଁ କଣ ଚାଲିଛି ଜାଣିବା ପାଇଁ 1, 2, 3 ଓ 4 ନମ୍ବର ମଧ୍ୟରୁ କୌଣସି ଏକ ନମ୍ବରକୁ ବାଛି ସେହି ଲୋକର ମନର କଥା ଜାଣନ୍ତୁ । ଆପଣ ଚାହିଁଲେ 4 ଟି ଅଲଗା ଅଲଗା ନମ୍ବରରେ ଅଲଗା ଅଲଗା 4 ଜଣ ବ୍ୟକ୍ତିଙ୍କୁ ରଖି ମଧ୍ୟ ତାଙ୍କ ମନର କଥା ଜାଣିପାରିବେ ।

 

1-ଏହି ବ୍ୟକ୍ତି ଆପଣଙ୍କୁ ଜଣେ ନ୍ୟାୟପ୍ରିୟ ମଣିଷ ବୋଲି ଭାବନ୍ତି । ଏହି ବ୍ୟକ୍ତି ଆପଣଙ୍କର ଜଣେ ଭଲ ବନ୍ଧୁ, ବୀଜୀନେସ୍ ପାର୍ଟନର ବା ଲଭପାର୍ଟନର ମଧ୍ୟ ହୋଇପାରନ୍ତି । ହେଲେ ଆପଣଙ୍କ ଉପରେ ତାଙ୍କର ବହୁତ ବିଶ୍ବାସ ରହିଛି । ଆପଣଙ୍କ ଉପରେ ଯଦି ସେ କିଛି ନିଷ୍ପତ୍ତି ନେବାକୁ ଛାଡିଦେବେ । ତେବେ ଆପଣ ନ୍ୟାୟପୂର୍ଣ୍ଣ ହିଁ ସଠିକ ବିଚାର କରିପାରିବେ । ତେଣୁ ଆପଣଙ୍କୁ ସେ ବହୁତ ଭରଷା କରନ୍ତି ।

2- ଯାହା ପାଇଁ ବି ଏହି ନମ୍ବରକୁ ବାଛିଛନ୍ତି । ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କୁ ଜଣେ ଭଲ ମଣିଷ ବୋଲି ଭାବନ୍ତି । ହେଲେ ଆପଣ ବହୁତ କିଛି କଥା ଆଗୁଆ ଭାବିଦିଅନ୍ତି ଯାହାକି ବର୍ତ୍ତମାନ ସମୟ ସହିତ କିଛି ମଧ୍ୟ ମେଳ ଖାଇନଥାଏ । ଦୁନିଆ ବିଷୟରେ ଅଳ୍ପ କିଛି କିଛି ଜାଣିଛନ୍ତି ସତ ହେଲେ ନିଜ ଦୁନିଆରେ ନିଜେ ବଞ୍ଚିବାକୁ ଭଲ ପାଆନ୍ତି ।

 

ବେଳେ ବହୁତ ଦାୟିତ୍ଵହୀନ ବି ହେଇଜାଆନ୍ତି ଆଉ ବେଳେବେଳେ ବହୁତ କ୍ଯାରିଙ୍ଗ ବି ହେଇଯାଇଥାନ୍ତି । ସେ ଯାହା ବି ହେଉ ଏହି ପର୍ଶନ ଜଣଙ୍କ ଆପଣଙ୍କ ଠାରେ ଏକ ପଜିଟିଭ ଏନର୍ଜି ଦେଖନ୍ତି, ଯେଉଁ କାରଣରୁ ଆପଣଙ୍କ ସହ କଥାବାର୍ତ୍ତା ହେବାକୁ ସେ ପସନ୍ଦ କରନ୍ତି ।

3- ଯାହାଙ୍କ କଥା ଭାବି ତାଙ୍କ ମନର କଥା ଜାଣିବା ପାଇଁ ଏହି ନମ୍ବରକୁ ବାଛିଛନ୍ତି । ସେହି ପର୍ଶନ ଜଣଙ୍କ ଆପଣଙ୍କ ବିଷୟରେ ଏହା ଭାବନ୍ତି । ଯେ ଆପଣ ତାଙ୍କୁ ନିଜ କଣ୍ଟ୍ରୋଲରେ ରଖିବାକୁ ଚାହୁଁଛନ୍ତି । ଆପଣଙ୍କ ସହ ଏହି ବ୍ୟକ୍ତିର ଯାହା ବି ସମ୍ପର୍କ ଥାଉ ହେଲେ ଆପଣ ତାଙ୍କୁ ନିଜ ଆଡକୁ ଆକର୍ଷିତ କରିକି ସବୁବେଳେ ରଖିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button