IBN ଓଡ଼ିଶା ବ୍ୟୁରୋ

ହାଇଟ ବଢାଇବା ପାଇଁ ସବୁଠାରୁ ଭଲ ଉତ୍କୃଷ୍ଟ ଉପାୟ !

ବନ୍ଧୁଗଣ ବ୍ୟକ୍ତିର ଶାରୀରିକ ଗଠନ ତାଙ୍କ ବ୍ୟକ୍ତିତ୍ବ ଉପରେ ପ୍ରଭାବ ପକାଇଥାଏ । ବ୍ୟକ୍ତି ପାଖରେ ଯଦି ସଠିକ ଶାରୀରିକ ଗଠନ ସହ ସୁନ୍ଦର ଚେହେରା ରହିଥିବ । ତେବେ ବ୍ୟକ୍ତି ଅନ୍ୟ ମାନଙ୍କ ଆଗରେ କମଫରଟେବଲ ଫିଲ୍ କରିଥାଏ । ନଚେତ ବ୍ୟକ୍ତିର ଶରୀରରେ କିଛି କମି ଯୋଗୁ ସେ ଅନ୍ୟ ମାନଙ୍କ ସାମ୍ନାରେ ନିଜକୁ ଛୋଟ ବୋଲି ମନେ କରିଥାଏ । ଏହି ଯେପରି ଅନେକ ଲୋକ ନିଜ କମ ହାଇଟ କାରଣ ନିଜକୁ ଇମପରଫେକ୍ଟ ବୋଲି ଭାବିନେଇଥାନ୍ତି ।

 

ତେବେ ଆଜି ଆମେ ଆପଣଙ୍କୁ ହାଇଟ ବଢାଇବାର ଜବରଦସ୍ତ ଉପାୟ ବିଷୟରେ କହିବା ପାଇଁ ଯାଉଛୁ । ତେବେ ଅନେକଙ୍କ ମତରେ ପରିବାରର ବଂଶାନୁଗତ ତଥା ଜିନ୍ ଯୋଗୁ ପିଲା ମାନେ ପରିବାରର ଅନ୍ୟ ସଦସ୍ୟଙ୍କ ଭଳି ଦେଖାଯାଇଥାନ୍ତି । ଯେପରି ବାପା, ମା ଡେଙ୍ଗା ହୋଇଥିଲେ ପିଲା ମାନେ ଡେଙ୍ଗା ହୋଇଥାନ୍ତି । ପରିବାରର କେହି ସଦସ୍ୟ କମ ହାଇଟର ହୋଇଥିଲେ । ସେହି ପରିବାରରେ ଜନ୍ମିତ ପିଲା ମାନେ ମଧ୍ୟ କମ ହାଇଟର ହେବାର ସମ୍ଭାବନା ଅଧିକ ହୋଇଥାଏ ।

ତେବେ ବନ୍ଧୁଗଣ ଏଠାରେ ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ । ଯେ କେବଳ ଜିନ୍ କାରଣରୁ ନୁହେଁ । ବଂର ପିଲାଙ୍କର ଖାଦ୍ୟପେୟରେ ଯଦି କିଛି ଅଭାବ ରହିଥାଏ । ତେବେ ସେମାନଙ୍କ ଶରୀରରେ କିଛି କିଛି କମି ରହିଜାଇଥାଏ । ତେଣୁ ଯେଉଁ ମାନଙ୍କର କମ ହାଇଟକୁ ନେଇ ସମସ୍ଯା ରହିଥାଏ । ତେବେ ପାଣି ଉପରେ କହିବା ପାଇଁ ଯାଉଥିବା କିଛି ଟିପ୍ସକୁ ଆପଣ ନିହାତି ଭାବେ ଫୋଲୋ କରନ୍ତୁ ।

 

ତେବେ ଯାଇ ଆପଣ ଏହାର ଫାଇଦା ଜାଣିବାକୁ ପାଇବେ । ଦିନକୁ ଅତି କମ୍ ରେ 7 ରୁ 8 ଗ୍ଳାସ ପାଣି ପିଇବା ଉଚିତ । ତେବେ ଏହି ପାଣି ଆପଣଙ୍କୁ କେତେବେଳେ ଓ କେତେ ପରିମାଣରେ ପିଇବା ଦରକାର ସେଥି ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ତେବେ ଆପଣ ସକାଳୁ ଉଠିବା ପରେ 1 ଗ୍ଳାସ ପାଣି ନିହାତି ପିଇବା ଉଚିତ ।

ଏହାପରେ ଆପଣ ନିଜର ବ୍ରେକଫାଷ୍ଟ କରିସାରିବାର ଅଧ ଘଣ୍ଟା ପରେ ପୁଣି ଥରେ 1 ଗ୍ଳାସ ପାଣି ପିଇବା ଉଚିତ । ଏହାପରେ ଆପଣଙ୍କୁ ପାଖାପାଖି 2 ଘଣ୍ଟା ପରେ ପୁଣି ଥରେ 1 ଗ୍ଳାସ ପାଣି ପିଇବା ଉଚିତ । ଏହାପରେ ପରେ ଆପଣ 2 ଘଣ୍ଟାର ଅନ୍ତରାଳରେ 1 ଗ୍ଳାସ ପାଣି ପିଇନେବା ଉଚିତ । ଲଞ୍ଚ କି ଡିନର ଖାଇବାର ଅଧ ଘଣ୍ଟା ପୂର୍ବରୁ ବା ପରେ 1 ଗ୍ଳାସ ପାଣି ପିଇବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button