IBN ଓଡ଼ିଶା ବ୍ୟୁରୋ
ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ସନ୍ଦୀପ ଘୋଷଙ୍କ ନାଁରେ ସାଂଘାତିକ ଅଭିଯୋଗ

କୋଲକାତା ଆରଜି କର ମେଡିକାଲ କଲେଜ ମୁଖିଆଙ୍କ ବାଂଲାଦେଶ ଲିଙ୍କ ! କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ନାଁରେ ସାଂଘାତିକ ଅଭିଯୋଗ । ଡେଡବଡି ବିଜନେସରେ ଲିପ୍ତ ଥିଲେ ! ଅଭିଯୋଗ ଆଣିଲେ ପୂର୍ବତନ ସହଯୋଗୀ, ସତ ହୋଇଥିଲେ ସାଂଘାତିକ । ସନ୍ଦୀପଙ୍କଠାରୁ ଏହି ଲିଙ୍କ ଜାଣିବାକୁ ଚାହୁଁଛି କି ସିବିଆଇ ।




