ସ୍ଵାମୀ ଓ ସ୍ତ୍ରୀଙ୍କ ର ବ୍ଲଡ଼ଗୃପ ସମାନ ହେଲେ କ’ ଣ ହୋଇଥାଏ ?
ବନ୍ଧୁଗଣ ସ୍ଵାମୀ ଓ ସ୍ତ୍ରୀଙ୍କ ବ୍ଲଡ଼ଗୃପ ସମାନ ହେବା କଥା ନୁହେଁ । କାରଣ ବ୍ଲଡ଼ଗୃପ ଉଭୟଙ୍କର ସମାନ ରହିବା ଦ୍ଵାରା କଂସିବ କରିବାରେ ମହିଳାଙ୍କର ଅସୁବିଧା ହୋଇଥାଏ । ବାରମ୍ବାର ଗର୍ଭପାତ ହେବାରେ ମଧ୍ୟ ଚାନ୍ସ ରହିଥାଏ । କିମ୍ବା ଜନ୍ମସ୍ଥ ସନ୍ତାନରେ କିଛି ପ୍ରୋବ୍ଲେମ ଦେଖାଯାଇପାରେ । ଏହି ବିଷୟରେ ଅନେକ ସମୟରେ ଆମେ ଶୁଣିବାକୁ ପାଇଥାଉ । ତେବେ ସ୍ଵାମୀ ଓ ସ୍ତ୍ରୀଙ୍କର ବ୍ଲଡ଼ଗୃପ ସମାନ ହେବା ଦ୍ଵାରା ବିବାହ ପରେ କିଛି ଅସୁବିଧା ହୁଏ କି ନାହିଁ । ଏହି ବିଷୟରେ ଡାକ୍ତର ସୁପ୍ରିୟା ପୁରାନିକ କ’ଣ କହୁଛନ୍ତି ଜାଣନ୍ତୁ ।
ବ୍ଲଡ଼ଗୃପରେ 2 ପ୍ରକାର କମ୍ପୋନେଣ୍ଟ ରହିଥାଏ । a, b, o, ab ପଜିଟିଭ ବା ସେହି ସବୁ ବ୍ଲଡ଼ଗୃପର ନେଗେଟିଭ ରହିଥାଇପାରେ । ଯେତେବେଳେ ସ୍ଵାମୀ ଓ ସ୍ତ୍ରୀଙ୍କର ବ୍ଲଡ଼ଗୃପ ଅସମାନ ରହିଥାଏ । ସେତେବେଳେ ଅନେକ ସମୟରେ ସେହି ଦମ୍ପତ୍ତିର ପିଲା ଜନ୍ମ ହେବା ପରେ ପିଲାକୁ ଜଣ୍ଡିସ ହେବାର ସମ୍ଭାବନା ରହିଥାଏ ।
ହିତ କିଛି ସମ୍ବଦ୍ଧ ନଥାଏ । ତେଣୁ ବାହାଘର ହେବା ପୂର୍ବରୁ ପୁରୁଷ ଓ ମହିଳାଙ୍କ ବ୍ଲଡ଼ଗୃପ ମିଶାଇବାର କୌଣସି ଆବଶ୍ୟକତା ନଥାଏ ।