IBN ଓଡ଼ିଶା ବ୍ୟୁରୋ

କୋଟିଏରେ ମାତ୍ର 7 ଭାଗ୍ୟଶାଳୀ ଲୋକଙ୍କ ଏହି 7 ସ୍ଥାନରେ ଥାଏ କଳାଜାଇ

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଆମ ଶରୀରରେ କେଉଁ ସ୍ଥାନରେ କଳାଯାଇ ରହିଲେ ଆମେ ଭାଗ୍ୟଶାଳି ହୋଇଥାଉ । ପ୍ରାୟତ ସମସ୍ତକ ଶରୀରରେ କଳାଯାଇ ରହିଥାଏ । ଅନେକ ସମୟରେ ଏହା ଝିଅମାନଙ୍କ ମୁହଁରେ ହୋଇଥାଏ ଯାହା ମୁହଁର ସୁନ୍ଦରତା କୁ ବଢାଇ ଦେଇଥାଏ । ଅସବଥୁ ଆଜି ଆମେ ଜାଣିବା ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏମିତି ସାତଟି କଳା ଯାଇ ଶରୀରର କେଉଁ ସ୍ଥାନରେ ରହିଲେ ଆମେ ଭାଗ୍ୟବାନ ହୋଇଥାଉ ।

 

କିନ୍ତୁ ଆମେ ଏହା ଜାଣି ନ ଥାଉ ଯେ ଏହି କଳାଯାଇ ଆମ ଅଭିବୃଦ୍ଧିର ଏକ କାରଣ ଅଟେ । ଶରୀରର ଏହି ସାତଟି ସ୍ଥାନରେ କଳାଯାଇ ଥିବା ଦ୍ଵାରା ଆମର ମଙ୍ଗଳ ହୋଇଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ ଏବଂ ଏହି ସ୍ଥାନରେ କଳାଯାଇ ଥିବା ବ୍ୟକ୍ତିକୁ ଶୋଭାଗ୍ୟଶାଳୀ କୁହାଯାଇଛି ।  କିନ୍ତୁ ଏହା ପୂର୍ବରୁ ଏହା କହିବାକୁ ଚାହେ ଯେ ଯଦି ଏହି କଳାଯାଇ ଆପଣ ଙ୍କ ଶରୀରରେ ପୂର୍ବରୁ ରହିଥାଉ ବା ହଠାତ ପ୍ରକାଶିତ ହୋଇଥାଉ ଉଭୟ ମଧ୍ୟ ଆପଣଙ୍କ ପାଇଁ ମଙ୍ଗଳ ଏବଂ ଶୋଭାଗ୍ୟ କାରୀ ହୋଇଥାଏ ।

ଶାସ୍ତ୍ର ଅନୁସାରେ ଯଦି କଳାଯାଇ ବ୍ୟକ୍ତିର ନାକ ଉପରେ ହୋଇଥାଏ ତେବେ ସେ ବ୍ୟକ୍ତି ଅତ୍ୟଧିକ ଭାଗ୍ୟଶାଳୀ ହୋଇଥାଏ । ଏମାନେ ହୃଦୟରୁ ସଫା ହୋଇଥାନ୍ତି ଏବଂ  ନୂତନ ବିଷୟ ଜାଣିବା , ନୂଆ ସାଙ୍ଗ କରିବା ଏମାନଙ୍କୁ ବହୁତ ପସନ୍ଦ ହୋଇଥାଏ । କିନ୍ତୁ ଅନ୍ୟବ୍ୟକ୍ତିକ ପାଇଁ ଏମାନଙ୍କ ମନରେ କୋଣସି ପ୍ରକାର କ୍ରୋଧ , କପଟ , ଘୃଣା ଭାବ ରଖିନଥାନ୍ତି ।

 

ଏହି ବ୍ୟକ୍ତି ମାନଙ୍କ ସ୍ଵଭାବ ସ୍ବାଭିମାନୀ ହୋଇଥାନ୍ତି ଏବଂ ନିଜର କର୍ମକୁ ବିଶ୍ଵାସ କରିଥାନ୍ତି । ଜୀବନରେ ଅନ୍ୟମାନଙ୍କ ସାହାଯ୍ୟ କୁ ଆଶା ନ କରି ନିଜର ପରିଶ୍ରମରେ ଆଗକୁ ବଢିଥାନ୍ତି । ନାକ ଉପରେ ଥିବା କଳାଯାଇ ଏମାନେ ବଢିବା ସହ ବଢିଥାଏ ଏବଂ ଏମାନେ ସମସ୍ତ କ୍ଷେତ୍ରରେ ସଫଳତା ପାଇଥାନ୍ତି । ଯଦି ଆପଣଙ୍କ ହାତ ର ପାପୁଲି ଉପରେ କଳାଯାଇ ହୋଇଥାଏ ତ ସେମାନେ ବହୁତ ଶୋଭାଗ୍ୟଶାଳୀ ହୋଇଥାନ୍ତି ।

 

ଏମାନଙ୍କର ଛୋଟରୁ ଛୋଟ କାମ ନ ରହି ସଫଳ ହୋଇଥାଏ । ଏମାନଙ୍କ ଘରେ ସୁଖ ସମବୃଦ୍ଧି ସହ ଧନର ମାତ୍ରା ବୃଦ୍ଧି ହୋଇଥାଏ । ଏହି ବ୍ୟକ୍ତିକ ଜୀବନରେ ଯଦି ଅର୍ଥ କୁ ନେଇ ସମସ୍ୟା ହୋଇଥାଏ ଏବଂ ଧନ ର ଅଭାବ ଦେଖାଯାଇଥାଏ ତେବେ ଯେ କୋଣସି ଦ୍ଵାର ବାଟେ ଏମାନଙ୍କ ଅଭାବ ଦୂର ହୋଇ ଅର୍ଥ ଆସିଥାଏ । ଯଦି ପାଦ ର ଅଙ୍ଗୁଳିରେ କଳାଯାଇ ହୋଇଥାଏ ଏହି ବ୍ୟକ୍ତିକୁ ସମାଜ , ବ୍ୟବସାୟ , କାର୍ଯ୍ୟ କ୍ଷେତ୍ରରେ ଦେଖିବାକୁ ମିଳିଥାଏ ସଫଳତା , ନାମ ଏବଂ ଖ୍ୟାତି ।

Related Articles

Leave a Reply

Your email address will not be published. Required fields are marked *

Back to top button