କ୍ୟାନ୍ସର ହେବା ପୂର୍ବରୁ ଶରୀର ଦେଇଥାଏ ଏହି 5 ସଙ୍କେତ, ଜାଣି ନପାରିଲେ ଭୋଗିବେ ଭୟଙ୍କର ପରିଣାମ
କ୍ୟାନ୍ସର ଭଳି ଏକ ଖାତରନାକ ରୋଗ କବଳରୁ ରକ୍ଷା ପାଇବା ପାଇଁ ସମସ୍ତେ ଚେଷ୍ଟା କରି ମଧ୍ୟ ବିଫଳ ହୋଇଯାନ୍ତି । କ୍ୟାନସର ହୋଇଛି ବୋଲି ଆମେ ଜାଣିବା ପୂର୍ବରୁ ତାହା ଶରୀରକୁ ବହୁତ ଅଧିକ ମାତ୍ରାରେ ଖ୍ୟାତିଗ୍ରସ୍ତ କରିସାରିଥାଏ । ଯାହାଦ୍ୱାରା କି ଆଉ କିଛି କରାଯାଇପାରି ନଥାଏ । ତେଣୁ ଆପଣ କିଭଳି କ୍ୟାନ୍ସର ଭଳି ରୋଗର ଆରମ୍ଭ ସମୟରୁ ତାହାକୁ ଜାଣିବା ସହ ଚିକିତ୍ସା କରାଇବେ ଏଥିପାଇଁ ଆମେ ଆଜି ଆପଣ ମାନଙ୍କୁ କ୍ୟାନସର ଆରମ୍ଭ ହେବାର କିଛି ସଙ୍କେତ ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ।
ତେବେ ଆସନ୍ତୁ ଜାଣିବା ସେହିସବୁ ସଙ୍କେତ ସମ୍ପର୍କରେ । 1- ପେଟ କ୍ୟାନ୍ସର ହେବାର ସଙ୍କେତ ହୋଇଥାଏ ଆପଣଙ୍କ ପେଟରେ ମଝିରେ ମଝିରେ ହାଲକା କଷ୍ଟ ଅନୁଭୂତ ହୋଇଥାଏ । ପେଟ ଭିତରେ ସୁଜନ ହେବା ଭଳି ଲାଗିଥାଏ । ଏହିସବୁ ଛୋଟ ଛୋଟ ଅସୁବିଧା ଆଗକୁ ଜ୍ଜାୟ କ୍ୟାନ୍ସରର ରୂପ ନେଇପାରେ । ତେଣୁ ଆପଣ ଏହାକୁ ଅଣଦେଖା ନକରି ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।
2- ବ୍ଲଡ଼ କ୍ୟାନ୍ସର ହେବାର କୌଣସି ଗୋଟିଏ ଲକ୍ଷଣ ହୋଇନଥାଏ । ବ୍ଲଡ଼ କ୍ୟାନସର ହେବା ସମୟରେ ରକ୍ତ ଅଭାବ ଦେଖା ଦେଇଥାଏ । ବହୁତ ଅଧିକ ସମୟ ଧରି ଜର ରହିଥାଏ ଜମା ଛାଡି ନଥାଏ । ଶରୀରର ଅଙ୍ଗମାନଙ୍କରୁ ରକ୍ତସ୍ରାବ ହୋଇଥାଏ । ଏହିସବୁ ଲକ୍ଷଣ ବ୍ଲଡ଼ କ୍ୟାନସର ହେବାର ସୂଚନା ଦେଇଥାନ୍ତି । ଯଦି ଏହି ସମସ୍ତ ଜିନିଷ ଆପଣ ଏକା ସାଙ୍ଗରେ ହେବାର ପରିଲକ୍ଷିତ କରିବେ ତେବେ ଏହା ବ୍ଲଡ଼ କ୍ୟାନ୍ସରର ଲକ୍ଷଣ କୁହାଯିବ । କାରଣ କୌଣସି ଗୋଟିଏ ଲକ୍ଷଣରେ କ୍ୟାନସର ସାମ୍ନାକୁ ଆସିନଥାଏ ।
3- ହାଡରେ କ୍ୟାନ୍ସର ହେବାର ଏକ ସାଧାରଣ ଲକ୍ଷଣ ହୋଇଥାଏ କି ଯେଉଁ ହାଡରେ କ୍ୟାନ୍ସର ହୋଇଥାଏ ସେହି ହାଡଟିରେ ବହୁତ ଅଧିକ କଷ୍ଟ ଅନୁଭୂତ ହୋଇଥାଏ । ହାଡ କ୍ୟାନ୍ସର ହେବା ଦ୍ଵାରା ତାହା ହାଡକୁ ବହୁତ ଦୁର୍ବଳ କରିଦେଇଥାଏ ଯେଉଁ ହାଡରେ ତାହା ହୋଇଥାଏ । ଆଉ ଯଦି ଗୋଡର ହାଡରେ କ୍ୟାନସର ହୁଏ ତେବେ ଏହା ବ୍ୟକ୍ତିଙ୍କୁ ଛୋଟା ମଧ୍ୟ କରିଦେଇଥାଏ । ଚାଲିବାର ଶକ୍ତି ଆଉ ରଖିନଥାଏ ଗୋଡରେ ।
4- ଗଳା କ୍ୟାନସର 20,25 ବର୍ଷ ବୟସର ଯୁବକଙ୍କୁ ମଧ୍ୟ ହୋଇଯାଇଥାଏ । ଗଳା କ୍ୟାନସର ହେବାର ସଙ୍କେତ ସମସ୍ତଙ୍କ ପାଖରେ ସମାନ ଦେଖା ଦେଇନଥାଏ । ଗଳାରେ ଲାଗାତାର ଭାବରେ ଖସ ଖସ ଭଳି ଅନୁଭବ ହେବା ଏବଂ ଏହି କ୍ୟାନ୍ସର ଗଳାରେ ନିଶ୍ଵାସ ପ୍ରଶ୍ଵାସ ନେବାକୁ ସୀମିତ କରିଦେଇଥାଏ ।
ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହେବା ଗଳା କ୍ୟାନସର ହେବାର ସଙ୍କେତ ଦେଇଥାଏ । ବହୁତ ଦିନ ଧରି ଗଳାରେ କାଶ ହେବା ମଧ୍ୟ ଗଳା କ୍ୟାନସରର ଲକ୍ଷଣ ହୋଇପାରେ । ଆପଣଙ୍କ ଆବାଜରେ ପରିବର୍ତ୍ତନ ମଧ୍ୟ ଦେଖାଦେଇଥାଏ । ତେବେ ଏହିସବୁ ଗୁରୁତ୍ଵପୂର୍ଣ ସଙ୍କେତ ସମ୍ପର୍କରେ ଜାଣିବାକୁ ପାଇବା ପରେ ଆପଣଙ୍କ ମତ କଣ ରହିବ ତାହା କମେଣ୍ଟରେ ନିହାତି ଭାବରେ ଜଣାଇବେ ।