ନଖ ଉପରେ ହେଉଥିବା ଧଳା ଚିହ୍ନ କି ପ୍ରକାର ସଂକେତ ଦେଇଥାଏ ? ଏହାର ଅର୍ଥ କଣ ହୋଇପାରେ !

ଆପଣ ମାନେ ନିହାତି ଭାବେ ଦେଖିବାକୁ ପାଇଥିବେ । ଯେ ଆପଣଙ୍କ ହାତ କିମ୍ବା ଗୋଡରେ ଗୋଟେ ଅଲଗା ପ୍ରକାରର ଧଳା ଚିହ୍ନ ରହିଥାଏ । ବା ଆପଣ ମାନେ ଅନ୍ୟ କାହାର ହାତ କିମ୍ବା ଗୋଡର ନଖରେ ଏହିପରି ଧଳା ଚିହ୍ନ ଦେଖିବାକୁ ପାଇଥିବେ । ହେଲେ ଏହି ଚିହ୍ନ ଉପରେ ଅଧିକ ଲୋକ ଦେଖି ମଧ୍ୟ ତାହାକୁ ଅଣଦେଖା କରିଦେଇଥାନ୍ତି । ଅନେକ ସମୟରେ ନଖରେ ଏହି ଧଳା ଚିହ୍ନ ପୁଣି କିଛି ଦିନ ପରେ ଉଭେଇ ଯାଇଥାଏ ।
ତେବେ ଏହି ଚିହ୍ନ କିଛି ଲୋକଙ୍କ ହାତରେ ଧଳା ହୋଇଥିବା ବେଳେ ଅନ୍ୟ କିଛି ଲୋକଙ୍କ ହାତରେ ହଳଦିଆ ମଧ୍ୟ ହୋଇଥାଏ । ତେବେ ଯଦି ଆପଣଙ୍କ ହାତ କିମ୍ବା ଗୋଡ ଉପରେ ଏହି ଧଳା ଚିହ୍ନ ରହିଛି । ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ । ଏହି ଚିହ୍ନ ସେହି ବ୍ୟକ୍ତିର ଚରିତ୍ର, ବ୍ୟବହାର ତଥା ସଂପୂର୍ଣ୍ଣ ବ୍ୟକ୍ତିତ୍ବ ଉପରେ ଅନେକ କିଛି କଥା କହିଥାଏ ।
4- ଯଦି ଏହି ଧଳା ଚିହ୍ନ ସବୁଠାରୁ ଛୋଟ ଅର୍ଥାତ କନିଷ୍ଠ ଆଙ୍ଗୁଠିରେ ଦେଖିବାକୁ ମିଳିଥାଏ । ତେବେ ସେହି ବ୍ୟକ୍ତି କୌଣସି ବାହାରକୁ ବୁଲାବୁଲି କରିବାର ସମ୍ଭାବନା ରହିଛି । କଡି ଆପଣଙ୍କ ହାତର ନଖ ନୀଳରୁ ଧଳା ପଡିଯାଉଛି । ତେବେ ଯେତେବେଳେ ଏହି ନଖଟି ସଂପୂର୍ଣ୍ଣ ଭାବେ ଧଳା ହୋଇଯିବ । ସେତେବେଳେ ଆପଣଙ୍କୁ କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ସରପ୍ରାଇଜ ମିଳିପାରେ ।