Uncategorized

ସକାଳୁ ଖାଲି ପେଟରେ ଖାଇ ନିଅନ୍ତୁ ପିଜୁଳି ପତ୍ର, ତା’ ପରେ ଆପଣଙ୍କ ଶରୀରରେ ଯାହା ହେବ ସ୍ଵପ୍ନରେ ବି ଭାବି ନଥିବେ, ଜାଣନ୍ତୁ ଖାଇବାର ଉପାୟ

ବିଭିନ୍ନ ପ୍ରକାର ରୋଗର ନିବାରଣ ପାଇଁ ଗୋଟିଏ ଉପାୟ ବହୁତ ଉପଯୋଗୀ ହୋଇଥାଏ । କଣ ଆପଣ ଏହି କଥାର ବିଶ୍ଵାସ କରୁଛନ୍ତି । ଆଜ୍ଞା ହଁ ପିଜୁଳି ପତ୍ରର ସେବନ ଆପଣଙ୍କ ଦେହରେ ଥିବା ଅନେକ ରୋଗର ନିବାରକ ପାଲଟିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ସକାଳୁ ଖାଲି ପେଟରେ ପିଜୁଳିର ପତ୍ର ଖାଇବା ଦ୍ଵାରା କେଉଁ 7ଟି ରୋଗ ମୂଳରୁ ହିଁ ଶେଷ ହୋଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

 

ଯେଉଁ ଲୋକଙ୍କ ଠାରେ ଗଣ୍ଠି ବିନ୍ଧା ସମସ୍ୟା ଦେଖା ଦେଉଛି ସେହି ଲୋକଙ୍କ ପାଇଁ ପିଜୁଳି ପତ୍ର ବହୁତ ଅଧିକ ଲାଭଦାୟକ ଅଟେ । ଏଥିପାଇଁ ଆପଣଙ୍କୁ ପିଜୁଳି ପତ୍ରକୁ ଭଲ ଭାବରେ ଛେଚି ତାହାକୁ ଗରମ କରିବାକୁ ପଡିବ । ଏବଂ ସେହି ଉଷୁମ ଥିବା ପିଜୁଳି ପତ୍ରର ଛେଚାକୁ ଆପଣଙ୍କ ଗଣ୍ଠି ବିନ୍ଧୁଥିବା ସ୍ଥାନରେ ଲଗାନ୍ତୁ ଏହାଦ୍ଵାରା ଆପଣଙ୍କୁ ଆରାମ ମିଳିଥାଏ । ଏବଂ ଆପଣଙ୍କ ଆଣ୍ଠୁ ଗଣ୍ଠି କଷ୍ଟ ମଧ୍ୟ ଦୂର ହୋଇଥାଏ ।

ପିକୁଳି ପତ୍ରର ସେବନ ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ କରିପାରିବେ । ଏହାଦ୍ୱାରା ଆପଣଙ୍କ ପେଟ ରୋଗ ମଧ୍ୟ ଦୂର ହୋଇଥାଏ । ଯେଉଁଲୋକ ମାନଙ୍କ ଠାରେ ଡାଇରିଆର ସମସ୍ୟା ରହିଛି ସେହି ଲୋକଙ୍କ ପାଇଁ ପିଜୁଳି ପତ୍ର ବହୁତ ଲାଭଦାୟକ ଅଟେ । ଏଥିପାଇଁ ଆପଣଙ୍କୁ ପିଜୁଳିର ପତ୍ରକୁ ଏକ କପ ପାଣିରେ ଫୁଟାଇବା ପାଇଁ ପଡିବ ।

 

ଏହାପରେ ଆପଣଙ୍କୁ ସେହି ପାଣିକି ଛାଣିବାକୁ ପଡିବ । ଛଣା ହୋଇସାରିବା ପରେ ଆପଣ ସେହି ପାଣି ପିଇନିଅନ୍ତୁ । ବହୁତ ଲୋକ ଶୋଇଥିବା ସମୟରେ ଅଯଥା ଅନେକ ସ୍ଵପ୍ନ ଦେଖନ୍ତି । ତେଣୁ ସେମାନଙ୍କ ନିଦ ପୁରା ହୋଇପାରେ ନାହିଁ । ଆପଣଙ୍କୁ ଏହି ସମସ୍ୟା ଦୂର କରିବା ପାଇଁ ପିଜୁଳି ପତ୍ରର ରସ ବାହାର କରନ୍ତୁ ଏବଂ ସେଥିରେ ମହୁ ମିଶାନ୍ତୁ । ଏବଂ ପ୍ରତିଦିନ ନିୟମିତ ଭାବରେ ଏହାର ସେବନ କରନ୍ତୁ ।

ଆପଣ ଏହା କରିବା ଦ୍ଵାରା ଆପଣଙ୍କ ସ୍ଵପ୍ନଦୋଷ ଥିବା ରୋଗରୁ ବହୁତ ଶୀଘ୍ର ମୁକ୍ତି ମିଳିଥାଏ । ପିଜୁଳିକୁ ଏକ ଔଷଧୀୟ ବୃକ୍ଷ କହିବା ଭୁଲ ହେବ ନାହିଁ । କାରଣ ପୁଜୁଳି ଅନେକ ରୋଗର ନିବାରକ ଅଟେ । ବହୁତ ସହଜରେ ମିଳୁଥିବା ପିଜୁଳି ଗଛର ଫଳ ପତ୍ର ଇତ୍ୟାଦି ସବୁ ମଣିଷର ସ୍ୱାସ୍ଥ୍ୟ ରକ୍ଷା କରିବା ପାଇଁ କାର୍ଯ୍ୟକାରୀ ହୋଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button