ଏହି 3 କାମ କରିବାରେ ପୁରୁଷଙ୍କୁ କେବେ ବି ଲାଜ କରିବା କଥା ନୁହେଁ…

କିଛି ଏଭଳି କଥା ବା କାମ ଅଛି ଯାହାକୁ କରିବାରେ ଆମକୁ ଲାଜ ଲାଗିଥାଏ ଏବଂ ସଙ୍କୋଚ ଅନୁଭବ ହୋଇଥାଏ । କିନ୍ତୁ ପୁରୁଷ ମାନଙ୍କ ପାଇଁ କିଛି କାମ ଏଭଳି ରହିଛି ଯାହାକୁ ସେମାନେ ଜବରଦସ୍ତି କରିବା ଉଚିତ । ସେହି କାମକୁ କରିବା ପାଇଁ ଟିକେ ବି ଲାଜ କରିବା ଉଚିତ ନୁହେଁ । କିଛି ପୁରୁଷ ଲାଜ କରିଥାନ୍ତି କିନ୍ତୁ ସେମାନଙ୍କୁ ଜାଣିବା ଦରକାର କି ସେହି କାର୍ଯ୍ୟ ଉପରେ ସେମାନଙ୍କ ଅଧିକାର ରହିଛି । ତେବେ ଆସନ୍ତୁ ଜାଣିବା ଚାଣକ୍ୟ କହିଥିବା ସେହି ସମସ୍ତ କାର୍ଯ୍ୟ ସମ୍ପର୍କରେ ।
ପ୍ରଥମ: ପ୍ରେମୀ ଯୁଗଳଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖିବା ପାଇଁ ଉଭୟ ଉଭୟଙ୍କୁ ବୁଝିବା ଏବଂ ବୁଝାଇବା ନିହାତି ଆବଶ୍ୟକ ହୋଇଥାଏ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଶା-ରଇରିକ ସ-ଅମ୍ପର୍କ ରହିବା ତାଙ୍କ ଅଧିକାର ଅଟେ । ତେଣୁ ଏହା ଆପଣଙ୍କୁ ପୁରା କରିବା ଆବଶ୍ୟକ । ଯେଉଁ ପୁରୁଷ ଶାରୀରିକ ସମ୍ବନ୍ଧ ରଖିବା ପାଇଁ ଲାଜ କରନ୍ତି ଏବଂ ଡରିଯାନ୍ତି ତାଙ୍କ ମଝିରେ ତୃତୀୟ ପୁରୁଷ ଆସିବାର ସମ୍ଭାବନା ଥାଏ ।
ତୃତୀୟ: ଗୁରୁଙ୍କ ପାଖରୁ ଜ୍ଞାନ ଆହରଣ କରୁଥିବା ସମୟରେ କିମ୍ବା ଅନ୍ୟ କାହାଠାରୁ ମଧ୍ୟ କିଛି ସିଖୁଥିବା ସମୟରେ କେବେ ମଧ୍ୟ ଲାଜ କରିବା ଉଚିତ ହୋଇନଥାଏ । ଯେଉଁ ବ୍ୟକ୍ତି ଜ୍ଞାନ ଆହରଣ କରିବା ସମୟରେ ଲାଜ କରିଥାଏ ସେହି ବ୍ୟକ୍ତିର ଜ୍ଞାନ ସବୁଦିନ ପାଇଁ ଅଧା ରହିଥାଏ । ଏପରି ବ୍ୟକ୍ତି ନିଜ ଜୀବନରେ କେବେ ମଧ୍ୟ ସଫଳ ହୋଇପାରନ୍ତି ନାହିଁ ।




