ଧଳା କେଶକୁ ବିନା ଡାଇରେ ସବୁଦିନ ପାଇଁ ମୂଳରୁ କଳା କରିଦେବ ଏହି ଉପାୟ, ନିଶ୍ଚୟ ଥରେ କରି ଦେଖନ୍ତୁ…

ଆଜିକାଲିର ଭୁଲ ଖାଦ୍ୟପେୟ ଓ ଭୁଲ ଜୀବନ ଶୈଳୀ କାରଣରୁ ଲୋକଙ୍କର କେଶ ଧଳା ହେବାରେ ଲାଗିଛି । ଆଜିକାଲି ପ୍ରଦ୍ଯୁଶଣ ଏତେ ବଢିବାରେ ଲାଗିଛି ଯାହା ଦ୍ଵାରା କେଶ ରେ ଏହାର ଖରାପ ରାଭବ ପଡୁଛି । ଧଳା କେଶ ହେବା ଏକ ବହୁତ ବଡ ସମସ୍ଯା ହୋଇଗଲାଣି । ଆଜି ଆମେ ଆପଣଙ୍କୁ ଏମିତି ଏକ ଚମତ୍କାରୀ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଧଳା କେଶ କୁ କଳା କରିବାରେ ସାହାଜ୍ଯ କରିବ ।
ଯଦି କେଶ ପତଳା ଅଛି ତେବେ ଘନ ଓ ଲମ୍ବା ହୋଇଯିବ ଏହି ରେମେଡି ର ପ୍ରୟୋଗ କରିବା ଦ୍ଵାରା । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ମେଥି ଦାନା । ମେଥି ଦାନାର ପ୍ରୟୋଗ ଧଳା କେଶ କୁ କଳା କରିବାରେ ସାହାୟକ ହେବ । ପ୍ରଥମେ ମେଥି ଦାନା କୁ ଭଲ ଭାବେ ପେଶୀ ଦିଅନ୍ତୁ । ମେଥି ଦାନା ଆମ କେଶ ପାଇଁ ବହୁତ ଚମତ୍କାରୀ ଅଟେ । ଏଥିପାଇଁ ଆପଣଙ୍କୁ ଯେଉଁ ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ ତାହା ହେଲା ପିଆଜ ଯାହା ଧଳା କେଶ କୁ କଳା କରିବାରେ ବହୁତ ଲାଭଦାୟକ ଅଟେ ।
କାଚ ବୋତଲରେ ଏହି ତେଲ କୁ ଷ୍ଟୋର କରି ରଖି ପାରିବେ । ସପ୍ତାହକୁ 2 ରୁ 3 ଥର ଏହି ତେଲ ର ବ୍ୟବହାର କରନ୍ତୁ । କେଶ ରେ ଲଗାଇବା ପରେ ଏହାକୁ ଏକ ଘଣ୍ଟା ଯାଏଁ ସେମିତି ରହିବାକୁ ଦିଅନ୍ତୁ । ତା ପରେ ଶ୍ୟାମ୍ପୋ ରେ କେଶ କୁ ଭଲ ଭାବେ ଧୋଇ ଦିଅନ୍ତୁ । ଆପଣ ଏହି ତେଲ କୁ ଏକ ମାସ ଯାଏଁ ଷ୍ଟୋର କରି ରଖିପାରିବେ । ମାସେ ରୁ ଦୁଇ ମାସ ମଧ୍ୟରେ ଆପଣଙ୍କୁ ରେଜଲ୍ଟ ଦେଖିବାକୁ ମିଳିବ ।