IBN ଓଡ଼ିଶା ବ୍ୟୁରୋ

ପାଉଁଜି ଏବଂ ଝୁଣ୍ଟିଆ- ସ୍ୱାମୀ ଜୀବନରେ ଆଣେ ଦୁଃଖ ଏବଂ କଷ୍ଟ

ଭାରତରେ ବିବାହଇତ ନାରୀ ମାନେ ପାଦରେ ପାଉଁଜି କୁ ପିନ୍ଧି ଥାନ୍ତି ଏହା ସହ ସେମାନେ ଆଙ୍ଗୁଠିରେ ମୁଦି ମଧ୍ୟ ପିନ୍ଧି ଥାନ୍ତି ଆମେ ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମେ ଏହାକୁ ଆମ ସଂସ୍କୃତି ସହ କାଇ ଯୋଦୁଚ୍ଛେ ଏହାର କାରଣ ହେଉଛି କି ଆମେ ଏହାକୁ ଯୋଡିବାର କାରଣ ହେଉଛି କି ଏହା ଆମ ସଂସ୍କୃତି ଅଟେ । ଆମେ ଆଜି କହିବା ପାଇଁ ଯାଉଥିବା ବିଷୟ ଏହା ଉପରେ ଆଧାରିତ ଆମେ ଆଜି ଆପଣଙ୍କୁ କହିବୁ କି କେଉଁ ଭଳି ପାଉଁଜି ଆପଣ ଧାରଣ କରିବା ଭଲ ହୋଇ ନଥାଏ ଓ କେଉଁ ଭଳି ପାଉନ ଜି ଧାରଣ କରିବା ଶୁଭ ହୋଇ ଥାଏ ।

ଆମେ ଯଦି ଦେଖିବା ତ ଜାଣି ପାରିବା କି ଆମେ ନିଜ ବିବାହ ପରେ ଏହାକୁ ଧାରଣ କରୁ । କାରଣ ବିବାହ ପରେ ଶୋଲ ଶ୍ରୀଙ୍ଗାର ର ବିଦ୍ଧି ଅଛି ଏହା ସେମାନଙ୍କ ମଧ୍ୟରେ ଆସୁଛି । ତେଣୁ ଏହାକୁ ଧାରଣ କରା ଯାଏ କିନ୍ତୁ ଆପଣ କେବେ ହେଲେ ଭି ନିଜ ପିନ୍ଧା ହୋଇ ଥିବା କିମ୍ବା ବ୍ୟବହାର କରୁଥିବା ପାଉଁଜି କୁ କାହାକୁ ଦାନ ରେ ଦେବେଣୀ ସେ ଜଣା ର ଲୋକ ହେଉ କିମ୍ବା ଅଜଣା ବ୍ୟକ୍ତି ହେଉ ଆପଣ ଏହା କାହାକୁ ମଧ୍ୟ ଦେବେ ନି ଏହା କରିବା ଦ୍ଵାରା ସ୍ଵାମୀ ଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ ଓ ସ୍ଵାମୀ ନାକ ଚରିତ୍ର ଉପରେ ମଧ୍ୟ ପ୍ରଭାବ ପଡିଥାଏ ତେଣୁ କରି ଆପଣ ଏହାକୁ କାହାକୁ ଦେବେନି ।

ଦ୍ବିତୀୟରେ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଆମେ ଯେଉଁ ପାଉନ ଜି ପିନ୍ଧୁଛେ କିମ୍ବା ମୁଦି ପିନ୍ଧୁଚେ ଏହା ଆମକୁ ଠିକ ଭାବେ ହେବା ଦରକାର ଆମ ଶରୀର ରୁ ଏହା ବାର ବାର ବାହାରିବା ଭଲ କଥା ନୁହେଁ । ଏହା ଆମ ପାଇଁ ଖରାପ ହି ଥାଏ । ଏହା ପରେ ଆସେ ଏହା ଯଦି ଭଙ୍ଗା କିମ୍ବା ଅପହତା ହୋଇ ଥାଏ ଏହାକୁ ଧାରଣ କରିବା କଷ୍ଟକର ହୋଇ ଥାଏ । ଏହା ସହ ଏହା କୁ ପିନ୍ଧିବା ର ଏକ ଢଙ ଅମଧ୍ୟ ଅଛି ଆପଣ ଯଦି ଏହାକୁ ଭଲ ଭାବେ ପିନ୍ଧିବେଣୀ ଓ ଏହା କେଉଁ ଜାରେ ହଜି ଜୀବ ଏହା ଅମଧ୍ୟ ସମସ୍ଯା କରି ପାରେ । ଏହି ଭଳି ପିନ୍ଧିବା ଦ୍ଵାରା ଘରେ ଦାରିଦ୍ରତା ଦେଖା ଦେଇ ଥାଏ ଏହା ସହ ଖୁବ ଅସାନ୍ତି ମଧ୍ୟ ହୋଇ ଥାଏ ।

ଏହା ନାରୀ ମାନଙ୍କ ଗର୍ଭ ଧାରଣା କ୍ଷୟମତା କୁ ବଢାଇ ଥାଏ ଓ ଏହା ସହ ଏହା ଆମ ମନରେ ଶାନ୍ତି ମଧ୍ୟ ଆଣିଥାଏ ଏହାକୁ ପିନ୍ଧିବା ବେଳେ ଧ୍ୟାନ ଦିଅନ୍ତୁ ପାଉଁଜି ରେ ଘୁଙ୍ଗୁରୁ ଥିବା ବିନା ଘୁଙ୍ଗୁରୁ ଥିବା ପାଉନ ଜି ପିନ୍ଧିଲେ ଏହା ଆପଣଙ୍କ ପାଇଁ ଖରାପ ହୋଇ ଥାଏ । ଆପଣ ଏହାକୁ କେବଳ ରୂପାର ପିନ୍ଧିଲେ ହିଁ ଏହା ଭଲ ହୋଇ ଥାଏ କାରଣ ଏହା ଶୀତଳ ଅଟେ । ଏହାକୁ ସୁନାର ପିନ୍ଧିବା ଦ୍ଵାରା ଆପଣ ଏହାକୁ ସମ୍ଭାଳି ପାରିବେ ନି ତେଣୁ କରି ଏହି ସବୁ ଜିନିଷର ଧ୍ୟାନ ଆପଣ ମାନେ ରଖିବା ନିହାତି ଭାବେ ଦରକାର ଅଟେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button