IBN ଓଡ଼ିଶା ବ୍ୟୁରୋ

ଏହି 4 ଟି ରାଶିର ପୁଅକୁ ପାଇବା ପାଇଁ ସୁନ୍ଦର ଝିଅ ମାନେ ପାଗଳ ହୋଇଯାଆନ୍ତି

ହିନ୍ଦୁ ଶାସ୍ତ୍ର ରେ ଜ୍ଯୋତିଷ ଶାସ୍ତ୍ର ବିଷୟରେ ଯଦି କେହି ଅଧୟନ କରିଛି । ତେବେ ସେ ଜାଣି ଥିବ କି ଏହା ମାଧ୍ୟମରେ କାହାର ଭି ଚରିତ୍ର କିମ୍ବା ସ୍ଵଭାବ ବିଷୟରେ ଜାଣି ହେବ । ଏହା ଦ୍ଵାରା ଆମେ ଏହାର ଭବିଷ୍ୟତ ମଧ୍ୟ ଜାଣି ଥାଉ କେବଳ ସେତିକି ନୁହେଁ ଆମେ ଏହା ମଧ୍ୟ କରି ଥାଉ କି ଆମେ ଯାହାଭି କରୁ ତାକୁ ଆମେ ଠାରେ ଚିନ୍ତା କରିନେବା ଦରକାର । କହିବାର ମାନେ ହେଉଛି କି ସବୁ ପୁଅ ମାନେ ଚାହିଁ ଥାନ୍ତି କି ସେମାଣଙ୍କ ଜୀବନରେ କେହି ସୁନ୍ଦରୀ ଝିଅ ଆସୁ ଯାହାକୁ ସେ ନିଅଜର ଜୀବନ ସାଥି ବୋଲି କହିବେ ।

କିନ୍ତୁ ଦୁଃଖର କଥା କି ସେମାନେ ଏହା କରି ପାରନ୍ତି ନି । କିନ୍ତୁ ଅନେକ ସମୟରେ ବହୁତ ପ୍ରକାର ଚେଷ୍ଟା ମଧ୍ୟ କରିଥାନ୍ତି ଏମାନେ । ଏହି ଇଚ୍ଛା କିନ୍ତୁ ପୂରଣ ହୋଇ ପାରେନି ଆମେ ଜାଣିବା କି ଚାରି ଟି ରାଶିର ଲୋକମାନେ ବହୁତ ଶୀଘ୍ର ଝିଅ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରି ଥାନ୍ତି । କିନ୍ତୁ ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମେ ବେଳେ ଅନେକ ଝିଅ ମାନଙ୍କ ଆଡକୁ ଦେଖିଲେ ଜଣା ପ୍ପାଡି ଥାଏ କି ସେମାନେ ସେହି ପୁଅ କୁ ଭଲ ପାଇ ଥାନ୍ତି କିନ୍ତୁ ଦେଖିବା ପାଇଁ ଗଲେ ସେମାନେ ଏବେ ଏହାକୁ ସ୍ଵୀକାର କରିବା ପାଇଁ ଭଲ ପାଇ ନଥାନ୍ତି । କିନ୍ତୁ ଆଜି ଯେଉଁ ରାଶି ମାନଙ୍କ ପୁଅ ମାନଙ୍କ କଥା ଆମେ କହୁଛେ ସେମାନଙ୍କ ଆଡକୁ ମହିଳା ମାନେ ଅଧିକ ଆକର୍ଷିତ ହୋଇ ଥାନ୍ତି ।

ଆଜି ଆମେ କହିବା ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ନାମ । ପ୍ରଥମେ ଆସେ ମିଥୁନ ରାଶି । ଏହି ରାଶିର ପୁଅ ମାନେ ସ୍ଵଭାବରେ ବହୁ କୋମଲ ଓ ରୋମାନତିକ ହୋଇ ଥାନ୍ତି । ଏହି ରାଶିର ପୁଅ ମାନେ ଝିଅ ମାନଙ୍କ ସହ କିଭଳି କଥା ହେବା କଥା ଜାଣି ଥାନ୍ତି । ଏହା ସହ ଏମାନେ ଭାବୁକ ହୋଇ ଥାନ୍ତି । ଯାହା ପାଇଁ ଅନେକ ଝିଅ ମାନେ ଏମାନଙ୍କ ଆଡକୁ ଆକର୍ଷିତ ହୋଇ ଥାନ୍ତି । ଏହା ପରେ ଆସେ ସିଂହ ରାଶି ଏହିର ରାଶିର ପୁଅ ମାନେ ସମ୍ପର୍କ କୁ ଭଲରେ ରଖିବାର ପ୍ରଥମ ସ୍ଥାନରେ ରଖନ୍ତି । ଝିଅ ମାନଙ୍କୁ ଫ୍ଲ୍ଯାଟ କରିବା ଏମାନଙ୍କ ଅଭ୍ୟାଶ ହୋଇ ଥାଏ ଏମାନେ ବହୁତ ଟ୍ୟାଲେଣ୍ଟେଟ ହୋଇ ଥାନ୍ତି ଯାହା ପାଇଁ ଝିଅ ମାନେ ଏମାନଙ୍କ ଆଡକୁ ବହୁତ ଶୀଘ୍ର ଆକର୍ଷିତ ହୋଇ ଥାନ୍ତି ।

ତୁଳା ରାଶି ଏହି ରାଶିର ପୁଅଙ୍କ ଭିତରେ କିଛି ଅଲଗା ଗୁଣ ଥାଏ ତାହା ଛଡା ଏମାନଙ୍କ ଆଖିରେ ସବୁ ବେଳେ ଏକ ପ୍ରକାର ଚମକ ଥାଏ ଯାହା ପାଇଁ ଝିଅ ମାନେ ଏମାନଙ୍କ ଆଡକୁ ଟାଣି ହୋଇ ଯାଇ ଥାନ୍ତି । ଏମାନେ ଏକ ଗଭୀର ସମ୍ପର୍କ ର ନୂଆଭବ କରାଇ ଥାନ୍ତି । ଏହା ପରେ ଆସେ ମକର ରାଶି ଯଦି ଏମାନଙ୍କ ରଙ୍ଗ ରୂପର କଥା କହିବା ପାଇଁ ଜୀବା ତ ଏମାନେ ଦେଖିବା ପାଇଁ ସୁନ୍ଦର ହୋଇ ଥାନ୍ତି ଏମାନଙ୍କ ସୁନ୍ଦର ସହ ଏମାନଙ୍କ ମଧ୍ୟରେ କାହାକୁ ଆକର୍ଷିତ କରକାଇବା ପାଇଁ ଏକ କଳା ଥାଏ । ଯାହା ପାଇଁ ୟାଙ୍କ ଆଡକୁ ଖୁବ ଶୀଘ୍ର ସବୁ ଆକର୍ଷିତ ହୋଇ ଯାଇ ଥାନ୍ତି ମହିଳା ମାନେ । ଏହା ଛଡା ଏମାନଙ୍କ ଷ୍ଟାଇଲ ମଧ୍ୟ ନିଆରା ଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button