IBN ଓଡ଼ିଶା ବ୍ୟୁରୋ

କୁକୁର କହିଲା ଏହି 6 ଟି ପ୍ରକାର ଲୋକଙ୍କୁ କେବେବି ବିଶ୍ବାସ କରିବ ନାହିଁ

ସୂଚନା ଅନୁସାରେ ବିଶ୍ବାସ ହେଉଛି ଦୁନିଆର ସବୁଠାରୁ ବଡ ସତ୍ୟ ମଧ୍ୟରୁ ଏକ ହୋଇଥାଏ । ତେଣୁ ଯେଉଁ ମାନେ ଅନ୍ୟ ଉପରେ ବିଶ୍ବାସ କରିଥାନ୍ତି । ଅନୁ ଜଣେ ମଧ୍ୟ ତାଙ୍କ ବିଶ୍ବାସ ରକ୍ଷା କରିବା ଉଚିତ । ତେବେ କେଉଁ ଲୋକ ବିଶ୍ବାସ ଯୋଗ୍ୟ ଓ କେଉଁ ମାନେ ନୁହେଁ । ସେହି ବିଷୟରେ ଆଲୋଚନା କରିବା । ଥରେ ଗୋଟିଏ ଲୋକ ସହରକୁ ନିଜ ଗାଁକୁ ଅହେରିବା ସମୟରେ ରାସ୍ତାର ଏକ ଜଙ୍ଗଲ ମଧ୍ୟ ଦେଇ ଫେରୁଥିଲା ।

 

ସେଠାରେ ସେ ଏକ ସିଂହକୁ ଜନ୍ତା ମଧ୍ୟରେ ଫସିଯିବାର ଦେଖିବାକୁ ପାଇଲା । ତାପରେ ସିଂହ ଜଣଙ୍କ ଅନୁରୋଧ କରି କହିଲା । ହେ ମଣିଷ ମୋତେ ତୁମେ ଏହି ଜନ୍ତାରୁ ବାହାର କରିଦିଅ । ତାପରେ ମନୁଷ୍ୟ କହିଲା ମୁଁ ଯଦି ତୁମକୁ ଏହି ଜନ୍ତାରୁ କାଢି ଦେବୀ । ତେବେ ତୁମର ପ୍ରଥମ ଶିକାର ମୁଁ ହୋଇଜୀବୀ । ତାପରେ ସିଂହ ଜଣଙ୍କ କହିଲା । ତୁମେ ମୋ ଉପରେ ଭରଷା ରଖ ମୁ ତମ ଭରଷା ଭାଙ୍ଗିକି କେବେବି ତମକୁ ଖାଇବିନି ।

ତାପରେ ମନୁଷ୍ୟ ଜଣଙ୍କ ମନରେ ଦୟାଭାବ ଜାତ ହେଲା । ତାପରେ ସେ ଯାଇ ଜନ୍ତା ମଧ୍ୟରୁ ସିଂହକୁ ମୁକୁଳାଇ ଦେଲା । ତାପରେ ଯେତେବେଲେ ସିଂହ ଜନ୍ତାକୁ ବାହାରିକି ଆସିଲା । ସେତେବେଳେ ସେ ଭୋକିଲା ଥିବାରୁ ସେହି ମନୁଷ୍ୟକୁ ହିଁ ଖାଇବାକୁ ବାହାରିଲା । ତାପରେ ମନୁଷ୍ୟ ଜଣଙ୍କ କହିଲା, ମୁଁ ତୁମର ଜୀବନ ରକ୍ଷା କରିଲି । ତୁମେ ମୋତେ ହିଁ ଖାଇଯିବ । ତାପରେ ମଣିଷଟି କହିଲା ମୁଁ କଣ ଭୁଲ କରିଛି ।

 

ତୁ ମୋତେ ଗୋଟିଏ ସୁଯୋଗ ଦେ ଯଦି କେହି ଏହି ବାଟ ଦେଇଯିବା ବେଳେ ତାକୁ ପଚାରିବା । ଯଦି ସେ କହିବ ହଁ ସିଂହର ସାହାଜ୍ଯ କରିବା ପରେ ବି ସିଂହ ମଣିଷକୁ ଖାଇ ପାରିବ । ତେବେ ତୁ ମୋତେ ଖାଇଦେବୁ । ତାପରେ ସିଂହ ମଣିଷକୁ ଗୋଟିଏ ସୁଯୋଗ ଦେଲା । ସେହି ବାଟ ଦେଇ ଗୋଟିଏ କୁକୁର ଯାଉଥିଲା । ସେହି କୁକୁରକୁ ଡାକି ମଣିଷ ଜଣଙ୍କ ପଚାରିଲା । କୁକୁର ଜଣଙ୍କୁ ବ୍ୟକ୍ତି ସବୁ କିଛି ଘଟିଥିବା କାହାଣୀ ବିଷରେ କହିଲା ।

ତାପରେ କୁକୁର ବିଚାରରେ ଭବିଲା । ଯଦି ମୁଁ କହିବି ସିଂହ ମଣିଷକୁ ଖାଇଦେଉ । ତେବେ ଏହି ହିଂସ୍ର ଜୀବ ମଣିଷକୁ ଖାଇବା ପରେ ମୋତେ କଣ ଛାଡିବ । ତାପରେ କୁକୁର ନିଜର ବୁଦ୍ଧି ଖଟାଇ ସିଂହକୁ କହିଲା । ଏହି ଜନ୍ତା ମଧ୍ୟରେ କଣ ଏତେ ବଡ ସିଂହ ରହିପାରିଥିବ । କୁକୁର କହିଲା ଯଦି ସତରେ ଏହି ସିଂହ ଆଉ ଥରେ ଜନ୍ତାରେ ପଶିକି ଦେଖାଇବ । ତେବେ ମୁଁ ଜାଣିବି ସତରେ ସେ ଜନ୍ତା ମଧ୍ୟରେ ଏତେ ଦିନ ଧରି ପଶିକି ରହିଥିଲା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button