ତୁଳସୀ ଗଛରେ ଭୁଲରେ ମଧ୍ୟ ଢାଳନ୍ତୁ ନାହିଁ ଏପରି ଜଳ ! ନଚେତ ଘର ପରିବାର ହୋଇଯିବ ପୁରା ବର୍ବାଦ

ଶାସ୍ତ୍ର ରେ ତୁଳସୀ ପୂଜାର ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି । ତୁଳସୀ ଗଛ ଏହି ସମଗ୍ର ବିଶ୍ଵରେ ପବିତ୍ର ଗଛ ର ଆଖ୍ୟା ପାଇଛି । ଘରେ ତୁଳସୀ ଗଛ ର ଉପସ୍ଥିତି ସମସ୍ତ ନକାରାତ୍ମକ କୁ ଦୂର କରିଥାଏ ଏବଂ ଘର ର ପରିବେଶ କୁ ପବିତ୍ର କରେ । ଶାସ୍ତ୍ରର ରେ ତୁଳସୀ ପୂଜା କିପରି କରିବା ଏବଂ କେଉଁ ସମୟରେ ଏହି ସମସ୍ତ ବିଷୟ ବର୍ଣ୍ଣନା କରିଯାଇଛି ।
ଆଜି ଆମେ ଆପଣଙ୍କୁ ଜଣାଇବୁ ତୁଳସୀ ଗଛର ମାନ୍ୟତା ଏବଂ କଣ କରିବା ହେତୁ ତୁଳସୀଙ୍କ ସହ ମା ‘ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷିବ । ଆମ ହିନ୍ଦୁ ଶାସ୍ତ୍ର ରେ ତୁଳସୀଙ୍କୁ ମା ‘ ଲକ୍ଷ୍ମୀଙ୍କ ରୂପ ମାନା ଯାଇଛି । ପ୍ରତିଦିନ ତୁଳସୀ ପୂଜା କରିବା ଦ୍ଵାରା ଘର କୁ ଧନ , ସୁଖ , ସମବୃଦ୍ଧି ଆସିଥାଏ । ଯଦି ଆପଣଙ୍କ ଘର ଉପରେ କୋଣସି ବିପଦ ଆସିବାକୁ ଥାଏ ତେବେ ଏହାର ସର୍ବ ପ୍ରଥମ ପ୍ରଭାବ ମା ‘ ତୁଳସୀଙ୍କ ଉପରେ ହୋଇଥାଏ ।
ଯଦି କେହି ତୁଳସୀ ଗଛ କୁ ନିଜର ଘର କୁ ଆଣିବାକୁ ଚାହାନ୍ତି ତେବେ ଗୁରୁବାର ଦିନ ଏବଂ ସକାଳ ସମୟ ରେ ଲଗେଇବା ଶୁଭ ହୋଇଥାଏ । ତୁଳସୀ ଗଛ ର ପାଖ ରେ ଶିବଙ୍କ ମୂର୍ତ୍ତି କୁ ରଖିବେ ନାହିଁ ରାମ , ଶ୍ରୀ ହରିଙ୍କ ଫଟ ରଖିପାରିବେ । ତୁଳସୀ ଗଛ କୁ ରୋଷେଇ ଘର ପାଖ ରେ ରଖିବାର ଦ୍ଵାରା ପରିବାର ର କଳହ ଦୂର ହୁଏ , ନିୟମିତ ଭାବରେ ତୁଳସୀଙ୍କ ଦର୍ଶନ କରିବା ବ୍ୟକ୍ତି ପାଇଁ ଶୁଭ ଫଳ ହୋଇଥାଏ ।
ବ୍ୟାପାର ବାଣିଜ୍ୟ ରେ ବାଧା ବିଗ୍ନ ଥିଲେ ଆପଣ ପ୍ରତ୍ୟେକ ଗୁରୁବାର ଦୀନ ତୁଳସୀ ଗଛର କଞ୍ଚା କ୍ଷୀର କୁ ଅର୍ପଣ କରନ୍ତୁ । ଆପଣଙ୍କ ବ୍ୟାପାର ସମସ୍ୟା ରେ ସୁଧାର ଆସିଥାଏ । ତୁଳସୀ ଗଛରେ ଅଶୁଦ୍ଧ ଜଳ କୁ କଦାପି ଅର୍ପଣ କରିବେ ନାହିଁ ଏବଂ ରବିବାର ଦୀନ ତୁଳସୀ ଗଛରେ ଜଳ ଛଡାଇବେ ନାହିଁ କାରଣ ଶାସ୍ତ୍ର ନିୟମ ଅଟେ ।




