IBN ଓଡ଼ିଶା ବ୍ୟୁରୋ

ଶରୀରରେ ଏହି ସବୁ ଲକ୍ଷଣ ଦେଖିବାକୁ ପାଉଛନ୍ତି କି !

ଶରୀରରେ ୟୁରିକ୍ ଏସିଡ୍ ବଢିବା ଏବଂ ଏହା କେଉଥି ପାଇଁ ହୋଇଥାଏ । ଆମ ଶରୀର ରେ ଏହା ହେଇଛି ବୋଲି ଆମେ କେମିତି ଜାଣିବା । ଆଜି ଆମେ ଏହି ସବୁ ବିଷୟରେ ଜାଣିବା । କେତେକ ଲୋକେ ଏହାର ସଂକେତ ବୁଝିପାରନ୍ତି ନାହିଁ । ତେଣୁ ଏହା ଶରୀର ଭିତରେ ବଢି ବଢି ଯାଏ ଏବଂ ବ୍ୟକ୍ତି ଏହାକୁ ବୁଝି ପାରେ ନାହିଁ । କିନ୍ତୁ ଆଜି ଆମେ ଏହାର ଲକ୍ଷଣ ସମ୍ବନ୍ଧରେ ଜାଣିବା ।

 

ୟୁରିକ୍ ଏସିଡ୍ ବଢିବାର ପ୍ରଥମ ଲକ୍ଷଣ ହେଉଛି ଗଣ୍ଠି ବିନ୍ଧା ହୋଇଥାଏ । ଏହା ଆପଣଙ୍କ ଗଣ୍ଠି , ହାତ ର ଗଣ୍ଠି ପାଦର ର ତଳ ଭାଗ ରେ ମୁଖ୍ୟତ ବିନ୍ଧା ହୋଇଥାଏ । ଏହା ସହିତ ଆପଣଙ୍କ ଗଣ୍ଠି ଫୁଲି ଯାଇଥାଏ ବା ଲାଲ ପଡିଯାଇଥାଏ ।  ୟୁରିକ୍ ଏସିଡ୍ ବଢିବା ଦ୍ଵାରା ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ ଏହା ମଧ୍ୟ ଏହାର ଲକ୍ଷଣ ଅଟେ । ଯଦି ଆପଣଙ୍କ କିଡନିରେ ସ୍ଟୋନ୍ସ  ରହିଥାଏ ଏହା ମଧ୍ୟ ୟୁରିକ୍ ଏସିଡ୍ ର ଲକ୍ଷଣ ହୋଇଥାଏ ।

ସାଧାରଣ ଭାବରେ ଏହା ସମସ୍ତଙ୍କ ପାଖ ରେ ଦେଖିବାକୁ ପାଇଥାଉ କି ହଠାତ ଦୁର୍ବଳତା ଆପଣକୁ ଆସିଥାଏ ଯେପରି ଲାଗିଥାଏ କି ଆପଣ କିଛି କାର୍ଯ୍ୟ କରିପାରିବେ ନାହିଁ । ଆପଣ ବୁଝି ପାରନ୍ତି ନାହିଁ କି କେଉଁ କାରଣ ରୁ ଏହା ହୋଇଥାଏ , ତେବେ ଏହା ୟୁରିକ୍ ଏସିଡ୍ ର ଲକ୍ଷଣ ହେଇପାରେ ।  ଏହି ପରିସ୍ଥିତିରେ ଆପଣଙ୍କ ୟୁରିକ୍ ଏସିଡ୍ ପରୀକ୍ଷା  କରିପାରିବେ । ଯଦି ଆପଣଙ୍କୁ ଲାଗୁଥାଏ କି ଆପଣଙ୍କ ଶରୀର ରେ ୟୁରିକ୍ ଏସିଡ୍ ବଢୁଛି ବୋଲି ।

 

ତେବେ ଆପଣ ଏହାର ସାମାନ୍ୟ ପରୀକ୍ଷା କରିପାରିବେ ସାଧାରଣତ ଏହାର ଅନୁପାତ ପୁରୁଷ ମାନଙ୍କ ଭିତରେ 3.4 -7 ଏବଂ ମହିଳା ମାନଙ୍କ ର 2.5 – 6 ରହିବା ଉଚିତ୍ । ଆପଣଙ୍କ ଯଦି ଏହା ବଢିଥାଏ ତେବେ ଆପଣ ଜାଣିପାରିବେ ଯେ ଆପଣଙ୍କୁ ୟୁରିକ୍ ଏସିଡ୍ ହେଇଛି ବୋଲି।  ଯଦି ଆପଣଙ୍କର ୟୁରିକ ଏସିଡ୍ ବଢିଥାଏ ତେବେ ଆପଣଙ୍କୁ ପ୍ରଥମ ଜିନିଷ ଖାଇବାକୁ ପଡିଥାଏ ।

 

ତାହା ହେଉଛି walnut ଏହାକୁ ଆପଣ ଶୋଇଲା ପୂର୍ବରୁ ପାଣି ରେ ଭିଜେଇ ସକାଳୁ ଏହାକୁ ଖାଇବା ଦ୍ଵାରା ଆପଣଙ୍କ ୟୁରିକ୍ ଏସିଡ୍ ଶୀଘ୍ର କମିବାକୁ ଲାଗିଥାଏ । ଦ୍ଵିତୀୟ ହେଉଛି ହାଇ ଫାଇବାର୍ ଥିବା ଥିବା ଖାଦ୍ୟ ଯେଉଥିରେ ଅଧିକ ପରିମାଣରେ ଫାଇବାର ରହୁଥିବ । ଏହା ଛଡା ଆପଣଙ୍କୁ ଅଧିକ ରୁ ଆଧିକ ପାଣି ର ସେବନ କରିବା ଉଚିତ୍ । ଆସନ୍ତୁ ଜାଣିବା ୟୁରିକ୍ ଏସିଡ୍ ଥିଲେ କେଉଁ ଜିନିଷ କୁ ଖାଇବା ଅନୁଚିତ୍ ହୋଇଥାଏ

Related Articles

Leave a Reply

Your email address will not be published. Required fields are marked *

Back to top button