ଏହି ସମୟରେ ଆପଣ ଯାହା ବି ମାଗିବେ, ତାହା ନିଶ୍ଚୟ ପୂରଣ ହେବ….ସମସ୍ତ ମନୋସ୍କାମନା ପୂରଣ ହୋଇବ…
ପ୍ରତ୍ଯେକଟି ବ୍ୟକ୍ତି ମନରେ କିଛି ନା କିଛି ଇଛା ବା ସ୍ଵପ୍ନ ରହିଥାଏ । ଯଦି ତାହା ବହୁ ସମୟ ଧରି ଆମ ମନରେ ରହିଥାଏ । ହେଲେ ସେହି ସ୍ଵପ୍ନ ପୂରଣ ହୋଇପାରିନଥାଏ । ତେବେ ଆମେ ଏହି ସମ୍ପର୍କରେ ଭଗବାନଙ୍କ ନିକଟରେ ଜଣାଇଥାଉ । କାରଣ ଭଗବାନଙ୍କ ଆଶ୍ରୀବାଦ ନଥିଲେ, ବ୍ୟକ୍ତିର କୌଣସି କାମ ମଧ୍ୟ ସଫଳ ହୋଇପାରିନଥାଏ । ତେବେ ଭଗବାନଙ୍କ ଉପରେ ଆସ୍ଥା ରଖିବା ସହ ନିଜ କର୍ମ ମଧ୍ୟ ଜାରୀ ରଖିବା ଉଚିତ ।
ଯାହା ଦ୍ଵାରା ପ୍ରତ୍ଯେକଟି ବ୍ୟକ୍ତିକୁ ତା’ ର କର୍ମ ଅନୁଯାଇ ଉଚିତ ଫଳ ମିଳିଥାଏ । ହେଲେ ସଂପୂର୍ଣ୍ଣ ଦିନ ମଧ୍ୟରେ ଏପରି ଏକ ସମୟ ରହିଥାଏ । ଯେଉଁ ସମୟରେ ଆମେ ଭଗବାନଙ୍କ ନିକଟରେ ଯାହା ବି କାମନା କରିଥାଉ । ସେହି ମନୋସ୍କାମନା ଆମର ଶୀଘ୍ର ପୂରଣ ହୋଇଯାଇଥାଏ । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି କଥା ସଂପୂର୍ଣ୍ଣ ସତ୍ୟ ଅଟେ । କାରଣ ଦିନର ଏହି ମହତ୍ଵପୂର୍ଣ୍ଣ ସମୟରେ କଣ୍ଠରେ ମା’ ସରସ୍ଵତୀ ବିଜେ କରିଥାନ୍ତି ।
ତେଣୁ ଆପଣ ଏହି ସମୟରେ ନିଜ ମୁହଁରୁ ଯାହା ବି ଭଗବାନଙ୍କ ନିକଟରେ ପ୍ରାଥନାରେ ଜଣାଇବେ । ଭଗବାନ ତାହାକୁ ଅବଶ୍ୟ ଶୁଣିବେ । ଏଥିସହ ବହୁତ ଜଲ୍ଦି ଆପଣଙ୍କର ମନୋସ୍କାମନା ମଧ୍ୟ ପୂରଣ ହୋଇଯିବ । ଯେଉଁ କାରଣରୁ ଏହି ସମୟକୁ ଗୋଲଡେନ ମୋମେନ୍ଟ ବୋଲି କୁହାଯାଇଥାଏ । ଏହି ସୁବର୍ଣ୍ଣ ମୂହୁର୍ତ୍ତର ଅପେକ୍ଷା ଅନେକ ଲୋକଙ୍କୁ ରହିଥାଏ।
ତେବେ ଏହି ସୁବର୍ଣ୍ଣ ମୂହୁର୍ତ୍ତର ଗଣନା କରିବାର ଏକ ନିୟମ ଅଛି । ମାସ ଓ ଦିନର ଆଧାରରେ ଏହି ସମୟକୁ ନିର୍ଣ୍ଣୟ କରାଯାଇଥାଏ । ଯେପରିକି ଯଦି ଫେବୃଆରି ମାସ ଚାଲିଥାଏ । ସେହି ମାସର 5 ତାରିଖର ଯଦି ସୁବର୍ଣ୍ଣ ମୂହୁର୍ତ୍ତ ବାହାର କରିବାକୁ ଯିବେ । ତେବେ ସେହି ଦିନର ଶୁଭ ମୂହୁର୍ତ୍ତଟି ହେଉଛି 5 ଘଣ୍ଟା 2 ମିନିଟ ।
ସେହିପରି ଯଦି ଏପ୍ରିଲ ମାସ ହୋଇଥିବ । ଆପଣ ଏପ୍ରିଲ ମାସର 15 ତାରିଖର ଶୁଭ ମୂହୁର୍ତ୍ତ ବାହାର କରିବାକୁ ଚାହାନ୍ତି । ତେବେ ସେହି ଦିନର ଶୁଭ ମୂହୁର୍ତ୍ତ ହେଉଛି 15 ଟା 4 ହେବ । ତେବେ ଆପଣ ସେହି ଦିନର ଗୋଲଡେନ ସମୟକୁ ବାହାର କରିବା ପାଇଁ ପ୍ରଥମେ ତାରିଖ ଓ ତାପରେ ମାସ ରଖି ଗୋଲଡେନ ସମୟ ବାହାର କରିପାରିବେ ।
ଏହି ସମୟରେ ଆପଣଙ୍କ କଣ୍ଠରେ ମା’ ସରସ୍ଵତୀ ବିଜେ ହୋଇଥିବା ଯୋଗୁ ଆପଣଙ୍କର ସମସ୍ତ ମନୋସ୍କାମନା ଶୀଘ୍ର ପୂରଣ ହୋଇଥାଏ ।