IBN ଓଡ଼ିଶା ବ୍ୟୁରୋ

ଏହି ୬ଟି ଅଭ୍ୟାସ ମଣିଷକୁ ସବୁବେଳେ ପାଇଁ ରଖିଥାଏ ଗରିବ, ଆଜି ହିଁ ତ୍ୟାଗ କରନ୍ତୁ ନହେଲେ ପରେ ପସ୍ତେଇବେ

ଆଜିର ୬ ଟି ଅନୁଚିନ୍ତା। ଏହି ୬ଟି ଅଭ୍ୟାସ ମଣିଷକୁ ସବୁବେଳେ ଗରିବ ରଖିଥାଏ। ଯଦି ଆପଣଙ୍କର ଏହି ଅଭ୍ୟାସ ଅଛି ତେବେ ଏବେହିଁ ତ୍ୟାଗ କରନ୍ତୁ ନହେଲେ ପଛରେ ପସ୍ତେଇ ହେବେ। ଦୁନିଆରେ ଏମିତି ବହୁତ ଜିନିଷ ଅଛି ଯାହା ନିଜ ସହିତ ବହୁତ ନାକାରାତ୍ମକ ସ୍ଵଭାବ ଆଣିଥାଏ। ଏହା ଦ୍ୱାରା ମନୁଷ୍ୟ ଜୀବନରେ ସଂକଟ ଏବଂ ଦୁଃଖର ବାଦଲ ଘେରି ଯାଏ। ଏହି ପ୍ରକାର ମନୁଷ୍ୟର ଅଭ୍ୟାସ ତାହାର ଜୀବନରେ ଭଲ ଏବଂ ଖରାପ ହେବାର କାରଣ ହୋଇଥାଏ। ତ ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭ୍ୟାସ ବିଷୟରେ ଜଣେଇବୁ ଯାହା ଫଳରେ ମନୁଷ୍ୟ ପୁରା ଜୀବନ ଦରିଦ୍ରତାରେ ରହିଥାଏ। ଏହି ସବୁ ଅଭ୍ୟାସ ବାସ୍ତୁଦୋଷ ବି ମଧ୍ୟ ଆସିପାରେ। ଯେଉଁ କାରଣରୁ ଜୀବନରେ ସର୍ବଦା ସମସ୍ୟା ଲାଗି ରହିଥାଏ।

ଖାଇବା ଅଇଁଠା ଛାଡ଼ିବା:-
ଭୋଜନକୁ ଅର୍ଣ୍ଣ ଦେବତା ବୋଲି କୁହାଯାଏ। ଏମିତିରେ ଖାଇବାକୁ ଅପମାନ କରିବା ମା ଲକ୍ଷ୍ମୀଙ୍କୁ ଦୁଃଖୀ କରିବା ସଙ୍ଗେ ସମାନ ଅଟେ। ଏବଂ ଏହା ଦ୍ୱାରା ମା ଲକ୍ଷ୍ମୀ ଘରୁ ଚାଲି ଯାଇଥାନ୍ତି। ସେଥିପାଇଁ ଆପଣ କଦାପି ଭୋଜନ ଥାଳିରେ ଅଇଁଠା ଛାଡ଼ନ୍ତୁ ନାହିଁ। ଯେତିକି ଦରକାର ସେତିକି ହିଁ ନିଅନ୍ତୁ ଏବଂ ସେତିକି ଅନୁସାରେ ଭୋଜନ କରନ୍ତୁ। ଏହା କରିବା ଦ୍ୱାରା ଆପଣ ଗରିବ ହୋଇଯିବେ।

Google
ରାସ୍ତାରେ ଛେପ ପକାଇବା:-
ଆପଣଙ୍କ ମଧ୍ୟରୁ ବହୁତ ଲୋକ ରାସ୍ତାରେ ଆବର୍ଜନା ଏବଂ ଛେପ ପକାଇଥାନ୍ତି।ଏହା କରିବା ଦ୍ୱରା ସ୍ୱଭାଗ୍ୟ ଆପଣଙ୍କ ଠାରୁ ଦୂର ହୋଇଯିବ। ସେଥିପାଇଁ ଏହି ଅଭ୍ୟାସକୁ ସର୍ବଦା ବର୍ଜନ କରନ୍ତୁ।

ବିଛଣାରେ ଆବର୍ଜନା ଫୋପାଡିବା:-
ଆପଣ ବିଛଣାରୁ ଉଠିବା ପରେ ଏମିତି ହିଁ ବିଛଣାକୁ ଖରାପ କରି ଛାଡି ଦିଅନ୍ତି। କିନ୍ତୁ ଏମିତି କରିବା ଦ୍ୱରା ମା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି।

ଗୋଡ଼ ଉପରେ ଧ୍ୟାନ ନଦେବା:-
ଆଜିକାଲି ଲୋକ ମାନେ କେବଳ ଚେହେରା ଉପରେ ହିଁ ଧ୍ୟାନ ଦେଇଥାନ୍ତି। ଏମିତିରେ ହିଁ ସେମାନେ ନିଜ ଗୋଡ଼ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଏବଂ ଗୋଡ଼କୁ ଅପରିଷ୍କାର ମଧ୍ୟ ଛାଡି ଦେଇଥାନ୍ତି। ଏହା ଏକ ବାସ୍ତୁଦୋଷ ଅଟେ। ସେଥିପାଇଁ ନିୟମିତ ରୂପରେ ନିଜ ଗୋଡ଼ ସଫା ରଖିବା ଉଚିତ।

ଅତିଥୀଙ୍କର ହତାଦର:-
ଏମିତି ଲୋକ ଅଛନ୍ତି ଘରେ ଅତିଥି ଆସିଲେ ଚିଡି ଯାନ୍ତି। କିନ୍ତୁ ଅତିଥି ଭଗବାନଙ୍କର ରୂପ ହୋଇଥାଆନ୍ତି। ସେଥିପାଇଁ ଘରେ ଅତିଥି ଆସିଲେ ତାଙ୍କୁ ସର୍ବଦା ସମ୍ମାନର ସହିତ ବ୍ୟବହାର କରନ୍ତୁ। ଏହା ଦ୍ୱାରା ମା ଲକ୍ଷ୍ମୀ ତାଙ୍କର ଆଶୀର୍ବାଦ ସଦାସର୍ବଦା ଆପଣଙ୍କ ଉପରେ ରଖିଥିବେ।

Google
ଗଛର ଦେଖାଶୁଣା କରିବା:-
ଯଦି ଆପଣ ଗଛ ପତ୍ରର ଧ୍ୟାନ ରଖିବେ। ତେବେ ଆପଣଙ୍କ ଜୀବନରେ ସବୁବେଳେ ଖୁସିର ବାତାବରଣ ରହିବ। ତ ଜାଣିଲେ ତ ମଣିଷଙ୍କର ଏହି ୬ଟି ଅଭ୍ୟାସ କରିଦେଇଥାଏ ଗରିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ । ଜୟ ଜଗନ୍ନାଥ ।

 

Related Articles

Leave a Reply

Your email address will not be published. Required fields are marked *

Back to top button