ଏହି 1 ପତ୍ର ଚୋବେଇ ଖାଆନ୍ତୁ, ବାତ,ପିତ,କଫ ଦୋଷ ଦୂର ହେବ, 120 ବର୍ଷ ପର୍ଯ୍ୟନ୍ତ ସୁଗାର, ହୃଦୟାରୋଗ, କୋଲେଷ୍ଟ୍ରୋଲ ହେବ ନାହିଁ ଗ୍ୟାରେଣ୍ଟି

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ସମସ୍ତେ ସୁସ୍ଥ ରହିବାକୁ ଚାହିଁଥାନ୍ତି । ଏବଂ କିପରି ସୁସ୍ଥ ରହିବେ ସେଥି ପାଇଁ ବିଭିନ୍ନ ପ୍ରକାରର ଉପାୟକୁ ଆପଣାଇଥାନ୍ତି । ଆଜି ଆମେ ଆପଣଙ୍କ ପାଇଁ ସୁସ୍ଥ ରହିବାର ଏକ ଜବରଦସ୍ତ ଉପାୟ ନେଇକି ଆସିଛୁ । ବାସ ପ୍ରତେକ ଦିନ ଏହି ପତ୍ରକୁ ଚୋବାଇ ଖାଇବା ଦ୍ବାରା ଆମ ଶରୀରର ଇମୁନିଟି ପାୱାର ବଢ଼ିଥାଏ । ଏବଂ ଏହା ଆମକୁ ରୋଗ ସହ ଲଢ଼ିବାକୁ ସାହାଯ୍ୟ କରିଥାଏ । ତେବେ ଚାଲନ୍ତୁ ଜାଣିବା ଏହି ପତ୍ର ବିଷୟରେ ।
ଏହି ପତ୍ର କୁ ପ୍ରତିଦିନ ଚୋବାଇ ଖାଇସାରିବା ପରେ ବାସ ଗୋଟେ ଗ୍ଲାସ ଗରମ ପାଣି ପିଅନ୍ତୁ । ତାପରେ ଫାଇଦା ନିଜେ ଦେଖିବେ । ତେବେ ଏହି ପତ୍ର ଟି ହେଉଛି ଓସ୍ତ ପତ୍ର । ଏହାକୁ ଅମୃତା ପ୍ରତ୍ର ମଧ୍ୟ କୁହାଯାଇଥାଏ । ଏହା ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ । ଏହି ଗଛର ପତ୍ର ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ଏହି ଗଛର ପତ୍ରରେ କପର,ଆଇରନ, ଜିଙ୍କ ଆଦି ଭରପୁର ମାତ୍ରାରେ ରହିଥାଏ ।
ଏହି ଗଛ ର ଗଛର ପତ୍ର,ଚେର ଏବଂ ମୂଳ ସବୁ ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଆପଣ ପ୍ରତିଦିନ ସକାଳୁ ଏହି ପତ୍ର ର ଗୋଟାଏ ପାଖୁଡ଼ା ନିଅନ୍ତୁ ଏବଂ ଖାଲି ପେଟରେ ଏହାକୁ ଚୋବେଇ ଖାଇନିଅନ୍ତୁ । ଖାଇସାରିବା ପରେ ଗୋଟେ ଗିଲାସ ଗରମ ପାଇଁ ପିଅନ୍ତୁ । ଏହି ଗଛର ଚେର କୁ ଯଦି ଛେଚି ଗୋଟେ ଗିଲାସ ପାଣିରେ ଫୁଟାଇ ଏହାର ରସକୁ ସବୁଦିନ ସକାଳୁ ପିଅନ୍ତି ତାହେଲେ ଆପଣଙ୍କ ସୁଗାର ଲେବଲ ନିୟନ୍ତ୍ରଣ ହୋଇ ରହିଥାଏ ।
ତେବେ ଆପଣ ଏହି ପତ୍ରକୁ ନେଇ ଗରମ ପାଣିରେ ଫୁଟାନ୍ତୁ ଏବଂ ଏହା ଦ୍ୱାରା ସେହି ପତ୍ରର ସମସ୍ତ ଔଷଧୀୟ ଗୁଣ ସେହି ଥିରେ ଆସିଯିବ ଏବଂ ପରେ ଆପଣ ସେହି ପାଣିକୁ ଛାଣି କରି ସେଵନ କରନ୍ତୁ ତେବେ ଏହା ଦ୍ୱାରା ସୁଗାର ଲେବଲ ନିୟନ୍ତ୍ରଣ ହୋଇ ରହିଥାଏ । ସୁଗାର ସମ୍ବନ୍ଧିତ ସବୁ ସମସ୍ୟା ଦୂର ହେବାକୁ ଲାଗେ । ଏହା ସହ ଯଦି ଆପଣଙ୍କୁ ଆଣ୍ଠୁ ଗଣ୍ଠିର ସମସ୍ୟା ରହିଛି ତେବେ ଆପଣ ନିଶ୍ଚିନ୍ତ ଭାବରେ ଏହି ପତ୍ରର ବ୍ୟବହାର କରନ୍ତୁ।
ଏହା ଦ୍ବାରା ଆମର ସମ୍ପୁର ସ୍ବାସ୍ଥ୍ୟବସ୍ତା କଣ୍ଟ୍ରୋଲ ହୋଇ ରହିଥାଏ । ଡେଙ୍ଗୁ,ଜ୍ଵର,ଥଣ୍ଡା,କାଶ ଆଦି ଠାରୁ ମଧ୍ୟ ବଞ୍ଚାଇବା ପାଇଁ ଏହା ଏକ ଚମତ୍କାର ଉପାୟ । ଗ୍ୟାସ, ଏସିଡିଟୀ ପରି ପେଟ ସମସ୍ୟା କୁ ମଧ୍ୟ ଏହି ଗିଲୋଇ ପତ୍ର ଚୁଟକିରେ ଦୂର କରିଥାଏ । ତେବେ ଏହି ଚମତ୍କାରି ପତ୍ରକୁ ସବୁଦିନ ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ । ତେବେ ଏହି ପତ୍ରକୁ ବାଟି ନିଜର କ୍ଷତ ସ୍ଥାନରେ ଲଗେଇଲେ ସେହି କ୍ଷତ ମଧ୍ୟ ଭଲ ହୋଇଯିବ।