IBN ଓଡ଼ିଶା ବ୍ୟୁରୋ

କୋଲେଷ୍ଟ୍ରୋଲ ହେବ ମୂଳରୁ ଶେଷ, ବିନା କୌଣସି ଔଷଧରେ, ଜାଣନ୍ତୁ ଏହି ରାମବାଣ ଘରୋଇ ଉପାୟ

ନମସ୍କାର ବନ୍ଧୁଗଣ ତେବେ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ । ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ । ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ ଓ ବଜାର ରୁ ଅନେକ ପ୍ରକାର ଆଧୁନିକ ଔଷଧ କୁ କିଣି ବ୍ୟବହାର କରିଥାଉ କିନ୍ତୁ ସେଥିରୁ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ଭାବରେ ଉପଶମ ମିଳି ପାରି ନ ଥାଏ ।

ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟରେ ଜାଣି ନ ଥାଉ ତେଣୁ ବଜାରରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ । କିନ୍ତୁ ବନ୍ଧୁଗଣ ପ୍ରକୃତି ରେ ମଧ୍ୟ ଏପରି କିଛି ଜିନିଷ ରହିଛି ଯାହାକୁ ପ୍ରୟୋଗ କିମ୍ବା ସେବନ କରିବା ଦ୍ୱାରା ମଧ୍ୟ ସମସ୍ତ ପ୍ରକାର ରୋଗ ଭଲ ହୋଇ ଯାଇଥାଏ ।

ସୂଚନା ଅନୁସାରେ ଶରୀରରେ ସୃଷ୍ଟି ହେଉଥିବା କୋଲେଷ୍ଟ୍ରଲ୍ ଶରୀର ପାଇଁ ହାର୍ଟ ଜନିତ ସମସ୍ଯା ତିଆରି କରିବାରେ ମୁଖ୍ୟ ଭୂମିକା ନେଇଥାଏ । କୋଲେଷ୍ଟ୍ରଲ୍ ୨ ପ୍ରକାରର ହୋଇଥାଏ । ଯେପରିକି ଏଲଡିଏଲ କୋଳେଷ୍ଟ୍ରଲ୍ ଓ ଏଚ୍ଡ଼ିଏଲ କୋଲେଷ୍ଟ୍ରଲ୍ । ଏହି ଦୁଇ ମଧ୍ୟରୁ ଏଲଡିଏଲ କୋଳେଷ୍ଟ୍ରଲ୍ ଆମ ଶରୀରରେ ସୃଷ୍ଟି ଯେତେବେଳେ ହୋଇଥାଏ । ଏହା ଆମ ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ ।

ଏହା ଶରୀରର ରକ୍ତ ସଂଚାଳନରେ ବ୍ୟାଘାତ ସୃଷ୍ଟି କରିଥାଏ । ତେବେ ଯାହା ଦ୍ଵାରା ଶରୀର ଅନେକ ପ୍ରକାର ସମସ୍ଯାର ସମ୍ମୁଖିନ୍ନ ହୋଇଥାଏ । ଏଚ୍ଡ଼ିଏଲ କୋଳେଷ୍ଟ୍ରଲ୍ ଶରୀର ପାଇଁ ସ୍ଵାସ୍ଥକର ହୋଇଥାଏ । କୋଲେଷ୍ଟ୍ରଲ୍ କମ୍ କରିବା ପାଇଁ ଡାଏଟ୍, ଜୀବନ ଶୈଳୀରେ ପରିବର୍ତ୍ତନ ଓ ଓଜନ କମ୍ କରିବା ଏପରି ଅନେକ କିଛି ଉପାୟ ରହିଛି । ଏହା ସହିତ କିଛି ଘରୋଇ ଉପଚାର କୋଲେଷ୍ଟ୍ରଲ୍ ପାଇଁ ରହିଛି, ଯାହା କୋଲେଷ୍ଟ୍ରଲ୍ କମାଇବାରେ ବହୁତ ପ୍ରଭାବଶାଳି ହୋଇଥାଏ ।

ତେବେ ଏହି ଉପଚାର ପାଇଁ ପ୍ରଥମେ ଏକ ପାତ୍ର ରେ ପାଣି ନିଅନ୍ତୁ ସେଥିରେ ଲେମ୍ବୁ କୁ କାଟି କି ପକାନ୍ତୁ ଏହା ପରେ ସେଥିରେ ଖଣ୍ଡେ ଅଦା କୁ ମଧ୍ୟ ଛୋଟ ଛୋଟ କାଟିକି ପକାନ୍ତୁ ଏହାଛଡା ରସୁଣ ମଧ୍ୟ ପକେଇବେ । ତାପରେ ତାକୁ ଫୁଟିବା ପାଇଁ ଛାଡି ଦିଅନ୍ତୁ ତେବେ ସେହି ସମୟରେ କିଛି ଡାଲଚିନି ଖଣ୍ଡ ମଧ୍ୟ ପକେଇ ପାରିବେ ।

ତେବେ ଭଲ ଭାବରେ ଫୁଟିଗଲା ପରେ ସେହି ମିଶ୍ରଣ କୁ ନେଇ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ ଏବଂ ପରେ ଏହାକୁ ଛାଣି ଦିଅନ୍ତୁ ଏବଂ ଗୋଟିଏ ପାତ୍ର ରେ ରଖନ୍ତୁ ତେବେ ଏହାକୁ ଆପଣ ସକାଳେ ଖାଲି ପେଟ ରେ ସେଵନ କରିବେ ତେବେ ଏହାର ସ୍ୱାଦ ପାଇଁ ଏଥିରେ ମହୁ ମଧ୍ୟ ମିଶେଇ ପାରିବେ । ତେବେ ଏହାକୁ ଷ୍ଟୋର କରି ରଖୁଥିଲେ ପିଇବା ପୂର୍ବରୁ ଟିକେ ଗରମ କରି ଦିଅନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button