IBN ଓଡ଼ିଶା ବ୍ୟୁରୋ

୨ ମିନିଟରେ ଦାନ୍ତବିନ୍ଧା,ପୋକ ଦାନ୍ତ, ମାଢ଼ିରୁ ରକ୍ତ ପଡିବା ଭଲ ହୋଇଯିବ ।

ଆଜିକାଲି ଅନେକ ଲୋକ ମାନେ ଦାନ୍ତ ବିନ୍ଧା ସମସ୍ୟାରେ ପୀଡିତ ଅଛନ୍ତି । ଦାନ୍ତ ବିନ୍ଧା ହୋଇଥିଲେ ବହୁତ ଅଧିକ ଯନ୍ତ୍ରଣା ପାଇଥାନ୍ତି । ଦାନ୍ତ ବିନ୍ଧା ଦୂର କରିବା ପାଇଁ ଅନେକ ମେଡ଼ିସିନର ସେବନ କରିଥାନ୍ତି । କିନ୍ତୁ ଏହା ଅଳ୍ପ ମାତ୍ରାରେ ରିଲିଫ ଦେଇଥାଏ । ଆଜି ଆମେ ଆପଣଙ୍କୁ ଏମିତି 3ଟି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ ବନାଇବା ବହୁତ ସହଜ ଅଟେ ।

 

ଏହା ସଂପୂର୍ଣ୍ଣ ନ୍ୟାଚୁରାଲ ଘରୋଇ ଉପଚାର ଅଟେ । ଏହାର ପ୍ରୟୋଗ କରି ପୁରୁଣା ରୁ ପୁରୁଣା ଦାନ୍ତ ବିନ୍ଧା ସମସ୍ଯା ଦୂର ହୋଇଯିବ । ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ । ପ୍ରଥମ ରେମେଡି ବନାଇବା ପାଇଁ ଆବଶ୍ୟକତା ପଡିବ ହେଙ୍ଗୁ ଯାହା ଆପଣଙ୍କୁ ସହଜରେ ମିଳିଯିବ । ଦ୍ଵିତୀୟ ସାମଗ୍ରୀ ହେଉଛି ଏକ ଚାମଚ ଲେମ୍ବୁ ରସ । ଏହି 2ଟି ସାମଗ୍ରୀ ସହାୟତାରେ ପ୍ରଥମ ସାମଗ୍ରୀ ବନାନ୍ତୁ ।

ହୋଇଥାଏ । ଏହି 2ଟି ସାମଗ୍ରୀକୁ ମିଶ୍ରଣ କରି ଗରମ କରନ୍ତୁ । ଏହା ପରେ ଏହାକୁ ଦାନ୍ତ ବିନ୍ଧୁଥିବା ଜାଗାରେ ତୁଳା ସାହାର୍ଯ୍ୟ ଲଗାନ୍ତୁ । ଦେଖିବେ ତୁରନ୍ତ ରିଲିଫ ମିଳିବ । ଦ୍ଵିତୀୟ ରେମେଡି ବନାଇବା ପାଇଁ ଆବଶ୍ୟକତା ପଡିବ ଗୋଟେ ପିଆଜ । ଅନେକ ଲୋକଙ୍କ ଘରୁ ହେଙ୍ଗୁ ତୁରନ୍ତ ମିଳି ନ ଥାଏ । କିନ୍ତୁ ପିଆଜ ବହୁତ ସହଜରେ ମିଳିଯାଏ ।

 

ଯଦି ଆପଣଙ୍କ ପାଖରେ ହେଙ୍ଗୁ ନାହିଁ ତେବେ ପିଆଜ ରେମେଡି କୁ ଟ୍ରାଏ କରନ୍ତୁ । ଗୋଟେ ପିଆଜ ନେଇ ଏହାର ଚୋପା ଛଡାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ପିଆଜ ରସ ବାହାର କରନ୍ତୁ । ଏବେ ଏହି ରସ କୁ ତୁଳା ସାହାର୍ଯ୍ୟ ରେ ଦାନ୍ତ ବିନ୍ଧା ହେଉଥିବା ସ୍ଥାନରେ ଲଗାଇ ଦିଅନ୍ତୁ । ଦେଖିବେ ଆପଣଙ୍କର ଦାନ୍ତ ବିନ୍ଧା ସମସ୍ୟା ବହୁତ ଜଲ୍ଦି ଦୂର ହୋଇଯିବ । ଏହାକୁ ଏକ ଘଣ୍ଟା ଯାଏଁ ସେମିତି ରଖନ୍ତୁ ।

ଏହି ରେମେଡି ର ବ୍ୟବହାର ସମୟରେ କୌଣସି ଖାଦ୍ୟ ପଦାର୍ଥ କି ପାଣି ର ସେବନ କରନ୍ତୁ ନାହିଁ । ଏହାକୁ ଦାନ୍ତ ରେ ଚାପି ରଖନ୍ତୁ । ତୃତୀୟ ରେମେଡି ବନାଇବା ପାଇଁ ଆବଶ୍ୟକତା ପଡିବ ପିଜୁଳି ପତ୍ର । ଅଳ୍ପ ପିଜୁଳି ପତ୍ର ଆଣି ଏହାକୁ ଚୋବାଇ ଖାଆନ୍ତୁ । 2 ରୁ 3ଟି ପିଜୁଳି ପତ୍ର ଆଣି ଚୋବାଇ ଖାଇଲେ ଦାନ୍ତ ବିନ୍ଧା ସମସ୍ଯା ଠିକ ହୋଇଥାଏ । ଏହା ପାଟି ର ଅନେକ ପ୍ରକାରର ସମସ୍ଯା ଦୂର କରିଥାଏ ।

ପାଟି ଜନିତ ଅନେକ ସମସ୍ୟାକୁ ଦୂର କରିବା ପାଇଁ ପିଜୁଳି ପତ୍ରର ଭୂମିକା ଲାଭଦାୟକ ଅଟେ । ଦାନ୍ତ ଅଧିକ ବିନ୍ଧା ହେଉଥିଲେ ଏକ ଗ୍ଳାସ ପାଣିରେ 3ରୁ 4ଟି ପିଜୁଳି ପତ୍ର ପକାଇ ଫୁଟାନ୍ତୁ । ଏହି ପାଣି ଥଣ୍ଡା ହେବା ପରେ ଏହାର କୁଳି କରନ୍ତୁ । ଦେଖିବେ ତୁରନ୍ତ ରିଲିଫ ମିଳିବ ।

Related Articles

Leave a Reply

Your email address will not be published. Required fields are marked *

Back to top button